Browsing Category

ବିଦେଶ

୧,୦୦,୦୦୦ ପାର୍ କଲା ସୁନା ଭରି, ଆଗକୁ ଆହୁରି ବଢ଼ିବ ଦାମ୍

ନୂଆଦିଲ୍ଲୀ: ସୋମବାର ଘରୋଇ ଫ୍ୟୁଚର୍ସ ବଜାର (MCX) ରେ ସୁନା ମୂଲ୍ୟ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦିନର ପ୍ରଥମାର୍ଦ୍ଧରେ ଅଗଷ୍ଟ ଡେଲିଭରି ପାଇଁ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୦୧,୦୭୮ ଟଙ୍କାରେ…

ICC ଜାରି କଲା ୨୦୨୫ ODI ୱାଲର୍ଡ କପର କାର୍ଯ୍ୟସୂଚୀ, ଜାଣନ୍ତୁ ଏହି ଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମହିଳା କ୍ରିକେଟ ୱାର୍ଲଡ କପ ୨୦୨୫ର କାର୍ଯ୍ୟସୂଚୀ ଜାରି କରିଛି। ଏହି ୱାର୍ଲଡ କପ ୮ଟି ଟିମ ଭାଗ ନେଉଛି ଏବଂ ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ-ରବିନ ଫର୍ମାଟରେ ଖେଳାଯିବ।…

ଉଦ୍ଧାର ପାଇଁ ଇରାନରେ ଶହ ଶହ ଭାରତୀୟ ଛାତ୍ରଙ୍କ ଚିତ୍କାର, ବେସମେଣ୍ଟରେ କଟୁଛି ଦିନ

ନୂଆଦିଲ୍ଲୀ: ଇରାନରେ ଇସ୍ରାଏଲର ବଢ଼ୁଥିବା ବିମାନ ଆକ୍ରମଣ ମଧ୍ୟରେ ଶହ ଶହ ଭାରତୀୟ ଡାକ୍ତରୀ ଛାତ୍ର ଜୀବନ ବଞ୍ଚାଇବା ପାଇଁ ସେମାନଙ୍କ ଆପାର୍ଟମେଣ୍ଟର ବେସମେଣ୍ଟରେ ଲୁଚି ରହିଛନ୍ତି। ଗୁଳି ଫୁଟିବାର ଶବ୍ଦ, ବୋମା…

ପିଏମ ମୋଦୀଙ୍କୁ ମିଳିଲା ସାଇପ୍ରସର ସର୍ବୋଚ୍ଚ ସମ୍ମାନ, “ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ Makarios-III”

ନୂଆଦିଲ୍ଲୀ: ସାଇପ୍ରସରେ ପିଏମ ମୋଦୀ ପୁଣିଥରେ ଦୁନିଆକୁ ଭାରତର ଅଗ୍ରଗତି ବିଷୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସାଇପ୍ରସର ଲିମାସୋଲ ସହରରେ ଏକ ବ୍ୟବସାୟିକ ଗୋଲମେଜ ସମ୍ମିଳନୀରେ…

ଏୟାର ଇଣ୍ଡିଆର ଆଉ ଏକ ଡ୍ରିମଲାଇନର ବିମାନରେ ତ୍ରୁଟି: ଫେରିବାକୁ ପଡ଼ିଲା ହଂକଂରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟ

ହଂକଂ/ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ, ଫ୍ଲାଇଟ ନମ୍ବର AI315, ହଂକଂରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ସମ୍ଭାବ୍ୟ ଯାନ୍ତ୍ରିକ ତ୍ରୁଟି ହେତୁ ହଂକଂ ବିମାନବନ୍ଦରକୁ…

ଲାଭିଜାନର ଅତି ସୁରକ୍ଷିତ ବଙ୍କରରେ ଇରାନର ସର୍ବୋଚ୍ଚ ନେତା ଖାମେନେଇ, ସେଠାରେ ଚାହିଁଲେ ବି ଆକ୍ରମଣ କରିପାରିବ ନାହିଁ ଇସ୍ରାଏଲ

ତେହେରାନ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ରାଜନୈତିକ ଓ ସାମରିକ ଉତ୍ତେଜନା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ତେହେରାନର ସବୁଠାରୁ ସୁରକ୍ଷିତ ସ୍ଥାନ ଲାଭିଜାନସ୍ଥିତ ଏକ ଭୂମିଗତ ବଙ୍କରକୁ…

(video) ଛାତିଥରା ଭୂମିକମ୍ପର ଭିଡ଼ିଓ ଭାଇରାଲ, ଜଣେ ମୃତ ଅନେକ ଆହତ

ପେରୁ: ରବିବାର ଅର୍ଥାତ୍ ରଜ ସଂକ୍ରାନ୍ତି ଦିନ ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି।  ଏହି ଶକ୍ତିଶାଳୀ ଭୂମିକମ୍ପ ୬.୧ ତୀବ୍ରତାର ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ, ୫ ଜଣ ଆହତ ମଧ୍ୟ…

ଇଜରାଏଲ ଓ ଇରାନରେ ଭାରତୀୟ ଦୂତାବାସ ଜାରି କଲା ଏଡ଼ଭାଇଜରୀ: ସତର୍କ ରହିବା ଓ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ

ତେହେରାନ: ଇଜରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଦେଶରେ ଥିବା ଭାରତୀୟ ଦୂତାବାସମାନେ ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ବି ଗୌତମ ଆଦାନୀଙ୍କ ହାଇଫା ବନ୍ଦର ସମ୍ପୂର୍ଣ୍ଣ ସୁରକ୍ଷିତ

ନୂଆଦିଲ୍ଲୀ,୧୫ା୬: ଇରାନ-ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟରେ ଯେତେବେଳେ ଇରାନ ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲର ହାଇଫା ବନ୍ଦର ଏବଂ ଏହା ନିକଟରେ ଅବସ୍ଥିତ ଏକ ବଡ଼ ତୈଳ ବିଶୋଧନାଗାର ଉପରେ…

‘ଭାରତ-ପାକିସ୍ତାନ ପରି ମୁଁ ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବି’

ଓ୍ବାଶିଂଟନ,୧୫ା୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି କାରଣରୁ ଇରାନ ମଧ୍ୟ ଓମାନର ରାଜଧାନୀ ମସ୍କଟରେ ଆମେରିକା ସହିତ ହୋଇଥିବା ପରମାଣୁ ଆଲୋଚନାକୁ ବାତିଲ କରିଛି। ଇରାନ ଏହି ଯୁଦ୍ଧ ପାଇଁ ସିଧାସଳଖ…