Browsing Category

ବିଦେଶ

ଉରି ସୀମାରେ ପୁଣି ଗୁଳି ବର୍ଷଣ କଲା ପାକିସ୍ତାନ

ଶ୍ରୀନଗର,୯ା୫: ଉରି ସୀମାରେ ପୁଣି ଗୁଳିବର୍ଷଣ । ଅନବରତ ଭାବେ ପାକିସ୍ତାନ ପଟୁ ଗୁଳି ବର୍ଷଣ ଜାରି ରହିଛି । ୩ ସେନା ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରଛନ୍ତି । ବୈଠକରେ ଏଏସଏ ଅଜିତ ଡୋଭାଲ ମଧ୍ୟ…

ଭାରତୀୟ ସେନାର ବଡ଼ ଖୁଲାସା: ବେସାମରିକ ବିମାନକୁ ଢାଲ କରି ପାକିସ୍ତାନ…

ନୂଆଦିଲ୍ଲୀ,୯ା୫: ଭାରତର ପାକିସ୍ତାନ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ଶୁକ୍ରବାର 'ଅପରେସନ ସିନ୍ଦୂର' ଉପରେ ବୈଦେଶିକ ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା। ଏହି ସମୟରେ କର୍ଣ୍ଣେଲ ସୋଫିଆ କୁରେଶୀ…

ଡୋଳା ବୁଲାଉଛନ୍ତି ଭାରତୀୟ ସେନା, ବାଂଲାଦେଶ ସୀମାରେ ନାଇଟ୍ କର୍ଫ୍ୟୁ ଆରମ୍ଭ

ଶିଲଂ: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରି ହୋଇଛି । ମେଘାଳୟ ଏବଂ ବାଂଲାଦେଶକୁ ଲାଗି ଥିବା ବର୍ଡରରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇସାରିଛି । ଏ ନେଇ ଇଷ୍ଟ ଖାସି ହିଲ୍ସର ଜିଲ୍ଲାପାଳ…

ଭାରତ-ପାକିସ୍ତାନ ମଧ୍ୟରେ ବଢୁଛି ତିକ୍ତତା: ଜାଣନ୍ତୁ ପଡ଼ୋଶୀ ଦେଶମାନେ କାହା ସହିତ?

ନୂଆଦିଲ୍ଲୀ/ଇସଲାମାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀରକୁ ନେଇ ତିକ୍ତତା ତୀବ୍ର ହେବାରେ ଲାଗିଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଭାରତ ପାକିସ୍ତାନ ଓ ପାକିସ୍ତାନ…

Big Breaking: BCCIର ବଡ଼ ନିଷ୍ପତ୍ତି: ଚଳିତ ବର୍ଷ IPL ମ୍ୟାଚ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ନୂଆଦିଲ୍ଲୀ: ବନ୍ଦ ହେଲା ଆଇପିଏଲ୍ । ଚଳିତ ବର୍ଷର ଆଇଏଲ୍ ମ୍ୟାଚ୍ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ଘୋଷଣା କରାଯାଇଛି । ଏ ନେଇ ବିସିସିଆଇ ପକ୍ଷରୁ ୍ରଆଜି ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ ଆପିଏଲ୍ ମ୍ୟାଚ୍ ବନ୍ଦ…

୩ ଗୁଣା ବଢିଛି ତୈଳ ବିକ୍ରି! ଡର ନାହିଁ, ଆବଶ୍ୟକ ପରିମାଣର ତେଲ-LPG ମହଜୁଦ ରହିଛି : IOCL

ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ଶୁକ୍ରବାର ଦିନ କହିଛି ଯେ ସାରା ଦେଶରେ ଏହାର ପର୍ଯ୍ୟାପ୍ତ ଇନ୍ଧନ ଷ୍ଟକ୍ ଅଛି ଏବଂ ଏହାର କାର୍ଯ୍ୟକ୍ଷମ ଲାଇନ୍ ସୁରୁଖୁରୁରେ ଚାଲିଛି। ଇନଷ୍ଟାଗ୍ରାମରେ ଏକ…

ଭାରତର ହମଲାରେ ଭିକ ମାଗିଲାଣି ପାକିସ୍ତାନ, IMF ବୈଠକରେ ହେବ ସାମିଲ

ୱାଶିଂଟନ: ପାକିସ୍ତାନ IMF (International Monetary Fund)ପାଖରୁ $1.3 ବିଲିୟନର ନୂତନ ଋଣ ଅନୁରୋଧ କରିଛି, ଯାହା ପାଇଁ ଆଜି, ମଇ 9 ରେ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହା ନିର୍ଣ୍ଣୟ କରିବ ଯେ…

ପାକିସ୍ତାନ ହାତରୁ ଖସୁଛି ବେଲୁଚିସ୍ତାନ, ବିଦ୍ରୋହୀ କବଜା କଲେଣି ବେଲୁଚିସ୍ତାନର ଏକତୃତିୟାଂଶ

କରାଚୀ:ବାଲୁଚ୍ ଲିବରେସନ୍ ଆର୍ମି (BLA) ଦାବି, ଏହା ବେଲୁଚିସ୍ତାନର ଏକ ତୃତୀୟାଂଶ ଦଖଲ କରିଛି। ବିଏଲଏ କହିଛି ଯେ ପାକିସ୍ତାନୀ ସେନା ତାର ପୋଷ୍ଟ ଛାଡି ପଳାଇ ଯାଇଛି। ଆଫଗାନିସ୍ତାନ-ଇରାନ ସଂଲଗ୍ନ ଅଞ୍ଚଳ ଉପରେ ବିଏଲଏ…

Operation Sindoor: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଭିତରେ ମୁହଁ ଖୋଲିଲା ଆମେରିକା, କହିଲା..

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପକ୍ଷରୁ ଏକ ବଡ଼ ବୟାନ ଆସିଛି । ସେ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଏହି ବିବାଦରେ ସାମିଲ ହେବ ନାହିଁ…

ପ୍ରଥମ ଥର ଜଣେ ଆମେରିକୀୟ କାଥୋଲିକ୍ ଚର୍ଚ୍ଚ ପୋପ୍, ରବର୍ଟ ହେଲେ ନୂଆ ପୋପ୍

ୱାଶିଂଟନ୍: ରୋମାନ କ୍ୟାଥୋଲିକ୍ ଚର୍ଚ୍ଚର ପୋପ୍ ଭାବେ ରବର୍ଟ ଫ୍ରାନ୍ସିସ୍ ପ୍ରିଭୋଷ୍ଟଙ୍କୁ ଦାୟିତ୍ୱ ମିଳିଛି । ରବର୍ଟଙ୍କୁ ୨୬୭ ତମ ପୋପ ଭାବେ ବଛାଯାଇଛି । ରବର୍ଟଙ୍କ ବୟସ ୬୯ ବର୍ଷ । ପୋପ୍ ଫ୍ରାନ୍ସିସଙ୍କ ମୃତ୍ୟୁ…