Browsing Category

ବିଦେଶ

ପାଲେଷ୍ଟାଇନ୍ ଦୂତାବାସରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାଲେଷ୍ଟାଇନ୍ ରୁ ଭାରତ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପାଲେଷ୍ଟାଇନ୍ ରେ ଭାରତର ରାଜଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଛି ।…

ପୁଣି ରୁଷିଆର ଯୁଦ୍ଧ ବିରତି ଘୋଷଣା, ରାଜଧାନୀ ସମେତ ଏହିସବୁ ସହରରେ ଅଟକିବ ଯୁଦ୍ଧ

କିଭ୍: ରୁଷ-ୟୁକ୍ରେନ ମଧ୍ୟରେ ଲଗାତର ଭାବରେ ଯୁଦ୍ଧ ଜାରି ରହିଛି । ଏହା ଭିତରେ ରୁଷିଆ କିଛି କ୍ଷଣ ପାଇଁ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିଛି । ଅର୍ଥାତ୍ ସାମୟିକ ଭାବରେ ୟୁକ୍ରେନର କିଛି ସହରରେ ଯୁଦ୍ଧକୁ ରୋକାଯିବ ।…

ୟୁକ୍ରେନ ଉପରେ ହମଲା ଜାରି, ଘର ଉପରେ ପଡ଼ିଲା ୫୦୦ କିଲୋର ବିଶାଳକାୟ ବମ୍; ଦେଖନ୍ତୁ ଫଟୋ

କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଉପରେ ଲଗାତର ଭାବରେ ଆକ୍ରମଣ ଜାରି ରହିଛି । ରୁଷ ସେନା କିଭ୍ କୁ ଚାରି ପଟରୁ ଘେରି ହୋଇ ରହିଛନ୍ତି ଓ ବୋମାମାଡ଼-ମିସାଇଲ୍-ରକେଡ୍ ମାଡ଼ ଜାରି ରଖିଛନ୍ତି । ଏହା ଭିତରେ ୟୁକ୍ରେନର ବିଭିନ୍ନ…

ଜାଲରେ ପଡ଼ିଲା ଜଳପରୀର ମୃତଦେହ, ମାଂସ ଖାଇଲେ ହୋଇଯିବେ ଅମର; ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଜାଲରେ ପଡ଼ିଲା ବିରଳ ଜଳପରୀର ମୃତଦେହ । ଯଦି ଆପଣ କେବେ ଜଳପରୀର ମୃତଦେହ ଦେଖି ନାହାନ୍ତି ତାହେଲେ ଏହି ଭିଡିଓରେ ଦେଖିପାରିବେ । କୁହାଯାଉଛି ଏହି ଜଳପରୀର ମାଂସ ଖାଇଲେ କୁଆଡେ ଅମର ହୋଇଯିବେ ।…

ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ: ଜେଲେନସ୍କିଙ୍କ ପାଇଁ ଏହି ସର୍ତ୍ତ ରଖିଲେ ପୁତିନ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧକୁ ନେଇ ପୁଣିଥରେ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ନିଜ ଜିଦରେ ଅଟଳ ରହିବା ପାଇଁ ସେ ଆଭାସ ଦେଇଛନ୍ତି । ଏହି ରକ୍ତର ହୋଲି ବନ୍ଦ କରିବାକୁ ୟୁକ୍ରେନକୁ ଦେଇଛନ୍ତି…

ଯୁଦ୍ଧ ଭିତରେ ଋଷ-ଫ୍ରାନ୍ସ ଆଲୋଚନା: ଏହି ପ୍ରସଙ୍ଗରେ ଦେଢ ଘଣ୍ଟାରୁ ଅଧିକ ସମୟ କଥା ହେଲେ ପୁତିନ-ମାକ୍ରନ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଭିତରେ ଲାଗି ରହିଛି ମହାଯୁଦ୍ଧ । ୟୁକ୍ରେନ ହାର ମାନିବାକୁ ପ୍ରସ୍ତୁତ ନଥିବା ବେଳେ ଆକ୍ରମଣ କରି ଦେଶକୁ ନିଜ ଅକ୍ତିଆରରେ କରିବାକୁ ଚାହୁଁଛି ଋଷ । ଫଳରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧରେ ଲାଗି…

ଋଷ ଯବାନଙ୍କୁ ଟ୍ରାକ୍ କରୁଛି ଡେଟିଂ ଆପ୍: ବ୍ରିଟିଶ ଇଣ୍ଟେଲିଜେନ୍ସର ଚମକାଇଦେବା ଭଳି ସୂଚନା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ଋଷ ୟୁକ୍ରେନ ଯୁଦ୍ଧ ବିଭୀଷିକା ଜାରି ରହିଛି । ସମୟ ବଢିବା ସହ ପରିସ୍ଥିତି ଜଟିଳ ହେବାକୁ ଲାଗିଛି । ଏହାରି ମଧ୍ୟରେ ଏକ ନୂଆ ତଥ୍ୟ ଆସିଛି । ବ୍ରିଟେନ ଋଷ ସୈନିକଙ୍କୁ ଟ୍ରାକ କରିବା ପାଇଁ ନୂଆ ତରିକା…

ଓଡ଼େଶାକୁ ଟାର୍ଗେଟ କରୁଛନ୍ତି ଋଷୀୟ ସେନା: ସୁରକ୍ଷା ପାଇଁ ଆମେରିକାକୁ ଅନୁରୋଧ କଲେ ଜେଲେନ୍ସକି

ନୂଆଦିଲ୍ଳୀ: ଇତି ମଧ୍ୟରେ ଏକାଦଶ ଦିନରେ ପହଞ୍ଚିଛି ଋଷିଆ ଓ ୟୁକ୍ରେନ ଯୁଦ୍ଧ । ଏହାରି ମଧ୍ୟରେ ଆଉ ଏକ ପ୍ରେସ୍ ମିଟ୍ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍ସକି । ୟୁକ୍ରେନର ବନ୍ଦର ସହର ଓଡ଼େଶା ଋଷର…

ଋଷରେ ସେବା ବନ୍ଦ କଲା ମାଷ୍ଟରକାର୍ଡ: ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ନେଲା ଏଭଳି ପଦକ୍ଷେପ

ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ୧୧ ଦିନରେ ପହଞ୍ଚିଛି ଯୁଦ୍ଧ । ଯୁଦ୍ଧ ଯୋଗୁଁ ଉଭୟ ଦେଶର ଅନେକ ସୈନିକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ୟୁକ୍ରେନର ଅନେକ ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏମିତିକି ଭୟରେ…

ୟୁକ୍ରେନରେ ରୁଷ ସେନାର ବୋମା ବର୍ଷଣ, ସେପଟେ ସୁନ୍ଦରୀ ଏୟାର ହୋଷ୍ଟେସଙ୍କ ସହ କଣ କରୁଛନ୍ତି ପୁଟିନ୍ ?

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ରୁଷ ସେନାଙ୍କ ଘନ ଘନ ବୋମା ବର୍ଷଣ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କିଛି ଛବି ସାମ୍ନାକୁ ଆସିଛି। ଏହି ସବୁ ଫଟୋଗୁଡିକରେ ପୁଟିନ ରୁଷ ମହିଳା ଏୟାର…