Browsing Category

ବିଦେଶ

ଟୋକିଓ ଗସ୍ତରେ ସାଂସଦ ଅପରାଜିତା ଷଡଙ୍ଗୀ: ଆତଙ୍କବାଦ ବିରୋଧରେ ଦେଲେ ବଡ ବୟାନ 

ଭୁବନେଶ୍ୱର/ଟୋକିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସୀମାପାର ଆତଙ୍କବାଦ ବିରୋଧରେ ଦୃଢ଼ ଆଭିମୁଖ୍ୟ ପ୍ରଚାର ପାଇଁ ୩୩ଟି ଦେଶକୁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ପଠାଇଛନ୍ତି। ଏହି ଅଭିଯାନର…

ଭିକ ମାଗିବାକୁ ଯାଉଛି ମୁନିରଙ୍କ ଆତଙ୍କବାଦୀ ସଂଗଠନ, ୪.୯ ବିଲିୟନ ଡଲାର ଋଣ ନେବାକୁ ଯୋଜନା କରୁଛି

ଇସଲାମାବାଦ,୨୨ା୫: ପହଲଗାମ ଆକ୍ରମଣ ପରେ ଭାରତ ଦ୍ୱାରା ପରାସ୍ତ ହେବା ପରେ, ଟେରିରିଷ୍ଟାନ ନିଜକୁ ବିଜେତା ବୋଲି କହିବା ବନ୍ଦ କରୁନାହାନ୍ତି ।  ଆତଙ୍କୀ ସେନାର ଜିହାଦୀ ଜେନେରାଲ ଆସିଫ ମୁନିରଙ୍କୁ ମଧ୍ୟ ପଦୋନ୍ନତି…

ଭୟଙ୍କର ବିମାନ ଦୁର୍ଘଟଣା: ଜିଅନ୍ତା ଜଳିଗଲେ ସମସ୍ତ ଯାତ୍ରୀ, ୧୫ ଘର ସହ…

ୱାଶିଂଟନ,୨୨ା୫:  ଆମେରିକାର କାଲିଫର୍ନିଆରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ଥିବା ସମସ୍ତ ଯାତ୍ରୀ ଜିଅନ୍ତା ଜଳି ଯାଇଛନ୍ତି । କାଲିଫର୍ନିଆର ସାନ ଡିଏଗୋ ନିକଟରେ  ବିମାନ ଦୁର୍ଘଟଣାଗ୍ରସ୍ତ…

ସେୟାର ମାର୍କେଟ କ୍ରାସ୍, 1୦୦୦ ପଏଣ୍ଟ୍‌ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାର ଉପର ମୁହାଁ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ପୁଣି ନିମ୍ନଗାମୀ ହୋଇଛି। ବହୁତ କମ୍ ଲୋକ ଷ୍ଟକ୍ ମାର୍କେଟର ସାଧାରଣ ଗତିବିଧି ଉପରେ ଧ୍ୟାନ ଦିଅନ୍ତି ।…

ଆମେରିକାର ଯିହୁଦୀ ସଂଗ୍ରହାଳୟ ବାହାରେ ଗୁଳିମାଡ଼, ଇସ୍ରାଏଲୀ ଦୂତାବାସର ୨ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାର ୱାଶିଂଟନ ଡିସିରେ ଦୁଇଜଣ ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରାଯାଇଛି । ୱାଶିଂଟନ ଡିସିରେ ଥିବା ଯିହୂଦୀ ସଂଗ୍ରହାଳୟ ବାହାରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି । ପୋଲିସ ଆକ୍ରମଣକାରୀଙ୍କୁ ଗିରଫ…

ଥରିଲା ଗ୍ରୀସ୍ ସମେତ ଇସ୍ରାଏଲ, ଇଜିପ୍ଟ: ପୁଣି ଆଉ ଏକ ବଡ଼ ଭୂକମ୍ପ

ଅଥେନ୍ସ: ଗ୍ରୀସର କ୍ରେଟରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଯାହା ପରେ ଗ୍ରୀସର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ମାପ କରାଯାଇଥିଲା। ଯୁକ୍ତରାଷ୍ଟ୍ର…

ଆମେରିକାର ଗୋଲ୍ଡେନ ଡୋମ୍ କ’ଣ? ଯାହା ଆଗରେ S-400 କିଛି ନୁହଁ, ୧୫ ଲକ୍ଷ କୋଟି ଟଙ୍କାରେ…

ୱାଶିଂଟନ,୨୧ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମହତ୍ୱାକାଂକ୍ଷୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ 'ଗୋଲ୍ଡେନ ଡୋମ୍' ଘୋଷଣା କରିଛନ୍ତି। ଏହି ପ୍ରଣାଳୀକୁ ରୁଷ ଏବଂ ଚୀନ୍ ରୁ ସମ୍ଭାବ୍ୟ ବିପଦକୁ…

“ଆମେ ଭାରତ ସହିତ ଯୁଦ୍ଧ ପାଇଁ ସର୍ବଦା ପ୍ରସ୍ତୁତ”, ଅସୀମ ମୁନିର ଫିଲ୍ଡ ମାର୍ଶାଲ ହେବା ମାତ୍ରେ ପାକ୍ ସେନାର ଧମକ

ନୂଆଦିଲ୍ଲୀ:  ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଫିଲ୍ଡ ମାର୍ଶାଲ ହେବା ମାତ୍ରେ, ପାକିସ୍ତାନୀ ସେନା ଭାରତକୁ ପୁଣି ଏକ ଧମକ ଦେଇଛି। ଆଉ କହିଛି ଭାରତ ନିଆଁ ସହିତ ଖେଳୁଛି। ଆମେ ଭାରତ ସହିତ ଯୁଦ୍ଧ ପାଇଁ ସର୍ବଦା…

୮ ଜୁଲାଇ ପୂର୍ବରୁ ଆମେରିକା ସହ ଭାରତର ହେବ ବଡ଼ ଡିଲ୍

ନୂଆଦିଲ୍ଲୀ/ୱାଶିଂଟନ,୨୧ା୫: ଆମେରିକା ସହ ଭାରତର ହେବ ବଡ଼ ଡିଲ୍।  ୮ ଜୁଲାଇ ପୂର୍ବରୁ ଏହି ଡିଲ୍ ହେବ । ତେବେ ଦୁଇ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ଘୋଷଣା କରିବେ, ଯେଉଁଥିରେ ଭାରତ ଘରୋଇ ଉତ୍ପାଦ ଉପରେ ଅତିରିକ୍ତ …

ସାମ୍ନାକୁ ଆସିଲା ଚୀନର ସତ, ପାକିସ୍ତାନକୁ ସହାୟତାର ହାତ ବଢ଼ାଇଲା ଚୀନ

ନୂଆଦିଲ୍ଲୀ:  ଭାରତ ସହିତ ପାକିସ୍ତାନର ଏକ ଘାତକ ସଂଘର୍ଷର ଅନ୍ତ ହେବାର କିଛି ଦିନ ପରେ, ଚୀନର ସତ ସାମ୍ନାକୁ ଆସିଛି। ଆଉ ଚୀନ ନିଜର ଅସଲ ରୂପ ଦେଖାଇଛି। କାରଣ ଚୀନ ଏବେ ପାକିସ୍ତାନକୁ ସହାୟତାର ହାତ ବଢ଼ାଇଥିବା କଥା…