Browsing Category

ବିଦେଶ

୯/୧୧ ହମଲା: ଆମେରିକା ଉପରେ ଆକ୍ରମଣକୁ ପୂରିଲା ୨୦ ବର୍ଷ, ଆଜି ପୁଣି ସେହି ମୋଡରେ ଆତଙ୍କ ବିରୋଧୀ ଲଢେଇ

ନୂଆଦିଲ୍ଲୀ : ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୨୦ ବର୍ଷ । ୨୦୦୧ ମସିହା ଠିକ୍ ଆଜିର ଦିନରେ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ନ୍ୟୁୟର୍କ ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନ ଜରିଆରେ ହୋଇଥିଲା…

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ସେକ୍ସ ସମ୍ପର୍କରେ ପଚରାଗଲା ପ୍ରଶ୍ନ, ଦେଲେ ଏପରି ଜବାବ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆଡର୍ନ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଏକ ପ୍ରେସ କନଫରେନ୍ସରେ ତାଙ୍କୁ ସେକ୍ସ ସମ୍ପର୍କିତ କିଛି ପ୍ରଶ୍ନ ପଚରା ଯାଇଥିଲା । ଆଉ ସେତେବେଳେ ହଠାତ୍ ତାଙ୍କ…

ଶ୍ରାବଣର ମଜା ନେଉଛନ୍ତି ତାଲିବାନୀ, ସେନା ବିମାନରେ ଦଉଡି ବାନ୍ଧି ଖେଳିଲେ ଦୋଳି । ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସମ୍ପୂର୍ଣ୍ଣ ଭାବେ ତାଲିବାନ୍ କବଜାକୁ ଆସିଯିବା ପରେ ଅନେକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ତାଲିବାନ ଯୁବକ ମଜା କରୁଥିବା ନଜର ଆସିଛନ୍ତି । ଅନେକ ଭିଡିଓରେ ତାଲିବାନ ଯୁବକ ଛୋଟପିଲାଙ୍କ…

ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର୨୦୨୧ରେ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇଲେ ଦୁଇ ଭାରତୀୟ

ନୂଆଦିଲ୍ଲୀ: ୧୦ ଲକ୍ଷ ଡଲାର୍(୭ କୋଟି ୩୫ ଲକ୍ଷଟଙ୍କା)ର ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର ୨୦୨୧ ପାଇଁ ଗୁରୁବାର ଘୋଷଣା ହୋଇଥିବା ଶୀର୍ଷ ୫୦ ଶିକ୍ଷକଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ନାମ ସାମିଲ ରହିଛି । ତାଲିକାରେ ବିହାରର…

ନୂଆ ତାଲିବାନ ସରକାରକୁ ଆମେରିକାର ନାପସନ୍ଦ

ନୂଆଦିଲ୍ଲୀ: ମଧ୍ୟବର୍ତ୍ତୀକାଳୀନ ତାଲିବାନ ସରକାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଆମେରିକା । ଯାହା ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଆଶା କରିଥିଲେ ତାହା ପୂରଣ ହୋଇନି । ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ବ୍ୟକ୍ତିଙ୍କ…

ମହିଳାଙ୍କ କାମ କେବଳ ପିଲା ଜନ୍ମ କରିବା, ମନ୍ତ୍ରୀ କେବେ ବି ହୋଇପାରିବେ ନାହିଁ: ତାଲିବାନ୍

କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ଶାସନ କ୍ଷମତାକୁ ଆସିବା ପରେ ସରକାରରେ ମହିଳାଙ୍କ ଅଂଶଗ୍ରହଣକୁ ନେଇ ପ୍ରଦର୍ଶନ ଚାଲିଛି । କିନ୍ତୁ ତାଲିବାନର ମୁଖପାତ୍ର ଏହି ମାମଲାରେ କହିଛନ୍ତି ଯେ, ‘କୌଣସି ମହିଳାଙ୍କୁ ଏଠାରେ…

ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ନିଜ ସମ୍ବୋଧନରେ କଣ କହିଲେ ପିଏମ

ନୂଆଦିଲ୍ଲୀ : ୧୩ତମ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୧ରେ ପାଞ୍ଚଟି ଦେଶର ସମୂହ ବ୍ରିକ୍ସର ବାର୍ଷିକ ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଭାରତ । ବ୍ରିକ୍ସରେ ଅଛନ୍ତି…

ଏକେ-୪୭ ଡରରେ ଦୌଡ଼ିବ ଅର୍ଥନୀତି, ଏ ମହାଶୟ ହେଉଛନ୍ତି ଆଫଗାନିସ୍ତାନ ସେଣ୍ଟ୍ରାଲ୍ ବ୍ୟାଙ୍କର ମୁଖ୍ୟ ହାଜୀ ମହମ୍ମଦ୍ ଇଦରିସ୍

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନିଙ୍କ ରାଜ୍ ଚାଲିଛି । ଏବେ ଆପଣ ମାନେ ଆଫଗାନିସ୍ତାନରେ ନୁତନ ଭାବରେ ଗଠନ ହେଉଥିବା ସରକାର ସମ୍ପର୍କରେ ଅବଗତ ହୋଇସାରିଥିବେଣି ନିଶ୍ଚୟ । ଖାଲି ସେତିକି ନୁହେଁ ପିଏମ୍, ଡେପ୍ୟୁଟି…

ଏହି ତାରିଖରେ ଭାରତରେ ଲଞ୍ଚ ହେବ I-PHONE ୧୩; ଜାଣନ୍ତୁ କେତେ ରହିଛି ଦାମ

ନୂଆଦିଲ୍ଲୀ: ଭାରତରେ ଆଇଫୋନ-୧୩ର ଲଞ୍ଚ ତାରିଖ ଘୋଷଣା କରାଯାଇଛି । ଗୁରୁବାର କରାଯାଇଥିବା ଘୋଷଣା ଅନୁଯାୟୀ ୧୩ ସିରିଜର ଆଇଫୋନ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଲଞ୍ଚ ହେବାକୁ ଯାଉଥିବା ବେଳେ ଆସନ୍ତା ଅକ୍ଟୋବର ୧ରୁ…

ହସ୍ପିଟାଲ ମଧ୍ୟରେ ପଶିଲା ବନ୍ୟାଜଳ; ୧୬ ରୋଗୀଙ୍କ ଅକାଳ ମୃତ୍ୟୁ

ନୂଆଦିଲ୍ଲୀ:କେନ୍ଦ୍ରୀୟ ମେକ୍ସିକୋରେ ପ୍ରବଳ ବର୍ଷା ସହିତ ବନ୍ୟା ଦେଖାଯାଇଛି । ଏଠାରେ ଏକ ହସ୍ପିଟାଲରେ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର…