Browsing Category

ବିଦେଶ

ଏହି ବ୍ୟକ୍ତିଙ୍କର ଜିଭରେ ଉଠିଛି କେଶ, ବିରଳ ରୋଗରେ ଅଛନ୍ତି ପୀଡ଼ିତ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆମେରିକାରେ ଜଣେ ବ୍ୟକ୍ତିଙ୍କର ଜିଭରେ କେଶ ଉଠୁଥିବା ଦେଖିବାକୁ ମିଳିଛି । ତାଙ୍କ ଜିଭରେ ଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଛି । କ୍ରମଶଃ ଏହି ବ୍ୟକ୍ତିଙ୍କ ଜିଭରେ କେଶ ବଢ଼ିବାରେ ଲାଗିଛି ଓ…

ପୁଣି ଚର୍ଚ୍ଚାରେ ପୁରୁଣା ପେନସନ୍ ଯୋଜନା, ସରକାରୀ କର୍ମଚାରୀଙ୍କୁ ଏଥିରୁ କିପରି ମିଳିବ ଫାଇଦା; ପଢ଼ନ୍ତୁ

ନୂଆଦିଲ୍ଲୀ: ପୁରୁଣା ପେନସନ୍ ସ୍କିମ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛି । କିଛି ରାଜ୍ୟରେ ଏବେ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ନେଇ ଦାବି କରାଯାଉଛି । ରାଜସ୍ଥାନ, ହିମାଚଳ ପ୍ରଦେଶ ସରକାର ପରେ ଛତିଶଗଡ ସରକାର ମଧ୍ୟ…

ରୁଷ ଫିଙ୍ଗିଲା ବିଶାଳକାୟ ବୋମା, ପାଣି ପକାଇ ଡିଫ୍ୟୁଜ୍ କଲେ ୟୁକ୍ରେନର ଏହି ବ୍ୟକ୍ତି; ଦେଖନ୍ତୁ ଭିଡିଓ

କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ୧୬ ଦିନ ହେବ ଯୁଦ୍ଧ ଲାଗି ରହିଛି । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ହମଲା ଜାରି ରଖିଛନ୍ତି । ୟୁକ୍ରେନର ଅନେକ ସହର ଏବେ ଛାରଖାର୍ ହୋଇଯାଇଛି । ଏହା ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ…

ନିୟମ କୋହଳ କଲା ଫେସବୁକ୍, ଦେଇହେବ ରୁଷ ବିରୋଧରେ ହିଂସାତ୍ମକ ମନ୍ତବ୍ୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ନିୟମ କୋହଳ କଲା ଫେସବୁକ୍ । ଯୁଦ୍ଧକାଳୀନ ପରିସ୍ଥିତି ଯୋଗୁଁ ଅସ୍ଥାୟୀ ଭାବେ ନିୟମ କୋହଳ କଲା ସୋସିଆଲ୍ ମିଡିଆ ଫେସବୁକ୍ । ଫେସବୁକ୍ ରେ ଏଣିକି ରୁଷ ଆକ୍ରମଣକାରୀଙ୍କ…

ୟୁକ୍ରେନକୁ ବାଇଡେନଙ୍କ ଝଟକା: ରୁଷ ସହ ଲଢ଼େଇ ପାଇଁ ସୈନ୍ୟ ପଠାଇବନି ଆମେରିକା

ୱାଶିଂଟନ୍: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଯୁଦ୍ଧ ଲାଗି ରହିଛି । ଏହା ଥମିବାର ନାଁ ଧରୁ ନାହିଁ । ବର୍ତ୍ତମାନ ରୁଷିଆ ସହିତ ଲଢ଼େଇ କରିବା ପାଇଁ ୟୁକ୍ରେନକୁ ଆମେରିକା ସୈନ୍ୟ ପଠାଇବନି ବୋଲି…

ରୁଷର ବୋମାମାଡ଼ରେ ୟୁକ୍ରେନର ୨୮୦ ଶିକ୍ଷାନୁଷ୍ଠାନ ଧ୍ୱଂସ

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷୀୟ ସୈନ୍ୟ ଦ୍ୱାରା ୟୁକ୍ରେନର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଛି । ରୁଷ ସୈନ୍ୟଙ୍କ ବୋମାମାଡ଼ରେ ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବା ଜଣାପଡିଛି । ଦେଶର…

ରୁଷ-ୟୁକ୍ରେନ ଯୁଦ୍ଧରେ ବିଗୁଡୁଛି ସ୍ଥିତି: ଜୈବିକ ଅସ୍ତ୍ର ପ୍ରୟୋଗ କରିବ ମସ୍କୋ ! ସତର୍କ କରାଇଲା ଆମୋରିକା

କିଭ୍‌: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତି । ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ଥମିବାର ନାଁ ନେଉନାହିଁ । ତେଣେ ବିଜୟ ହାସଲ ପାଇଁ ରୁଷ ୟୁକ୍ରେନରେ ଜୈବିକ ଅସ୍ତ୍ର ପ୍ରୟୋଗ କରିାରେ ବୋଲି…

ଯାଇନାହିଁ ଓମିକ୍ରନ! ବ୍ରିଟେନରେ ହୋଇଥିବା ଅଧ୍ୟୟନରେ ଖୁଲାସା: ଏବେବି ରହିଛି ସବ୍ ଭାରିଆଣ୍ଟ ବିଏ.୨

କୋଭିଡ-୧୯ ର ଓମିକ୍ରନ ଭାରିଆଣ୍ଟର ସବ୍ ଭାରିଆଣ୍ଟ ବିଏ.୨ ଏବେ ବି ବଡ଼ ମାତ୍ରାରେ ରହିଛି । ଇଂଲଣ୍ଡରେ ହୋଇଥିବା ଏକ ତାଜା ଅଧ୍ୟୟନରେ ଏନେଇ ସୂଚନା ଦିଆଯାଇଛି । ଏହି ଭାରିଆଣ୍ଟକୁ ଷ୍ଟିଲ୍ଥ ଭାରିଆଣ୍ଟର ନାମ ମଧ୍ୟ…

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଏଥର କମିବ ଫ୍ଲାଇଟ ଭଡା, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଳୀ: ବାରମ୍ବାର ବିମାନ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ଏକ ଖୁସିର ଖବର । ଆସନ୍ତା ଦିନରେ ଫ୍ଲାଇଟ ଟିକେଟର ଦାମ କମିବାର ଯଥେଷ୍ଟ ସମ୍ଭାବନା ରହିଛି । ଦୀର୍ଘ ଦିନ ପରେ ଆନ୍ତର୍ଜାତୀୟ ବିମାନ ଚଳାଚଳ…

ସାଧା ପୋଷାକରେ ପୁତିନ ସେନା: ଯୁଦ୍ଧ ବେଳରେ ବେଶ ବଦଳାଇ କିଭରେ ପଶୁଛନ୍ତି ଋଷର ଯବାନ

ନୂଆଦିଲ୍ଳୀ: ଦୁଇ ସପ୍ତାହରୁ ଘମାଘୋଟ ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ । କିଛି ସମୟ ମଧ୍ୟରେ ଦେଶର ରାଜଧାନୀ କିଭ ଉପରେ ଏକ ଭୟଙ୍କର ଆକ୍ରମଣର ପୂର୍ବାନୁମାନ କରିଛନ୍ତି ପଶ୍ଚିମୀ ଅଧିକାରୀ । କାରଣ ଏହି ସହରକୁ ଟାର୍ଗେଟ କରିଛି…