
Browsing Category
ବିଦେଶ
ୟୁକ୍ରେନ୍-ଋଷିଆ ଯୁଦ୍ଧ: ପୁତିନଙ୍କ ନୀତିକୁ ସମାଲୋଚନା କଲେ ମୋଦୀ ଓ ଜନସନ୍
ନୂଆଦିଲ୍ଳୀ: ୟୁକ୍ରେନ ରୁଷ ଯୁଦ୍ଧ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ । ତେଣୁ ମଙ୍ଗଳବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୟୁକେ ପ୍ରଧାନ ମନ୍ତ୍ରୀ ବୋରିସ ଜନସନ ଏ ପ୍ରସଙ୍ଗରେ ଆଲୋଚନା…
ବାଂଲାଦେଶ ହେଲା ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ଦେଶ: ଜାଣନ୍ତୁ କ’ଣ ରହିଛି ଅନ୍ୟ ଦେଶମାନଙ୍କ ସ୍ଥିତି
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଏୟର ଷ୍ଟାଣ୍ଡାର୍ଡସ ଅନୁସାରେ ବିଶ୍ୱର ସବୁଠାରୁ ବେଶୀ ପ୍ରଦୂଷିତ ଦେଶ ପାଲଟିଛି ବାଂଲାଦେଶ । ଚାଡ୍ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିତିବା ବେଳେ ଚୀନ ୨୨ ନମ୍ବରରେ…
ଯେସାକୁ ତେସା: ଛୁରୀରେ ଆକ୍ରମଣ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଗୁଳି କଲା ଡ୍ରାଇଭର, ଦେଖନ୍ତୁ ଭିଡ଼ିଓ
ୟରୁଶଲମ: ଦକ୍ଷିଣ ଇସ୍ରାଏଲର ସହର ବେରଶେବା ସହରରେ ଘଟିଛି ଏକ ଲୋମଟାଙ୍ଗୁରା ଘଟଣା । ଅଚାନକ୍ ଜଣେ ବ୍ୟକ୍ତି ଛୁରୀ ଧରି ଆକ୍ରମଣ କରିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ପୋଲିସ ଆତଙ୍କବାଦୀ ଆକ୍ରମଣ ଭାବେ…
ଋଷ ଆଭିମୁଖ୍ୟକୁ ନେଇ ଭାରତକୁ ଜୋ ବାଇଡେନଙ୍କୁ କଟାକ୍ଷ: କହିଲେ ଆଭିମୁଖ୍ୟ ଗ୍ରହଣ କରିବାରେ ଅସ୍ଥିର ଭାରତ
ଋଷ ୟୁକେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ୨୭ ଦିନରେ ପହଞ୍ଚିଛି ଯୁଦ୍ଧ ବିଭୀଷିକା । ଋଷର ଲଗାତାର ଆକ୍ରମଣରେ ଗଲାଣି ହଜାର ହଜାର ଜୀବନ । ଯୁଦ୍ଧ ରୋକିବାକୁ କୂଟନୈତିକ ସ୍ତରରେ ଚେଷ୍ଟା ଚାଲିଥିଲେ ବି ତାହା ସମ୍ଭବ…
କରୋନାର ଖେଳ ସରି ନାହିଁ, ନୂଆ ଭାରିଆଣ୍ଟ BA.2 ପୁଣି ଆଣିବ ବିପଦ: ଆମେରିକା ବିଶେଷଜ୍ଞ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋଭିଡର ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ କିଛିଦିନ ଧରି ଚୀନ ସହ ଅନ୍ୟ କିଛି ରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ଏହି ପରିପ୍ରେକ୍ଷୀରେ କୋଭିଡକୁ ନେଇ ଏକ ନୂଆ ଅପଡେଟ୍…
ଦେଢ ମାସର ପିଲା ପାଇଁ ବାଜିରେ ଲାଗିଲା ଜୀବନ: ଝିଅକୁ ବଞ୍ଚାଇବାକୁ ଯାଇ ମାଆଙ୍କର ହେଲା ଏମିତି ଅବସ୍ଥା
ନୂଆଦିଲ୍ଲୀ: ୟୁକ୍ରେନ ଉପରେ କଳା ବାଦଲ ହୋଇ ଢାଙ୍କି ହୋଇଛି ଋଷ ସେନା । ଧମାଧମ ଆକ୍ରମଣରେ ଥରୁଛି ସାରା ୟୁକ୍ରେନ । ବାଜିରେ ଲାଗିଛି କୋଟି କୋଟି ସାଧାରଣ ଜୀବନ । ଏହି ସମୟରେ ୟୁକ୍ରେନରୁ ଆସିଛି ଏକ ଛାତିଥରା ଘଟଣା ।…
ଆସିବକି କରୋନାର ଆଉ ଏକ ଲହର: ବୁଷ୍ଟର ଡୋଜ୍ ବାଧ୍ୟତାମୂଳକ କଲେ ସରକାର
ନୂଆଦିଲ୍ଲୀ: ସମସ୍ତ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ପାଇଁ ଯୋଗ୍ୟ ବିବେଚନା କରିବାକୁ ଭାରତ ବିଚାର କରୁଛି, ସୋମବାର ଦିନ ଦୁଇଟି ସୂତ୍ରରୁ ଜଣାପଡିଛି ଯେ କେତେକ ଦେଶରେ ସଂକ୍ରମଣ ଚାଲିଛି ଏବଂ କେତେକ ଭାରତୀୟଙ୍କୁ ତୃତୀୟ ଡ଼ୋଜ…
ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ହେଲା କ୍ରାସ୍, ଅନେକଙ୍କ ମୃତ୍ୟୁ ଆଶଙ୍କା
ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଚୀନର ଗୁଆନ୍ସୀ ଅଞ୍ଚଳରେ ୧୩୩ ଲୋକଙ୍କ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚୀନର ସରକାରୀ ଗଣମାଧ୍ୟମ ସିଜିଟିଏନ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି । ରିପୋର୍ଟରେ…
ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଦିଲ୍ଲୀରୁ ଦୋହା ଯାଉଥିବା ବିମାନର କରାଚିରେ ଜରୁରୀକାଳୀନ ଅବତରଣ
ନୂଆଦିଲ୍ଲୀ: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି କାରଣରୁ କାତାର ଏୟାରଓ୍ଵେଜର କ୍ୟୁଆର ୫୭୯ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡିଛି। ଏହି ବିମାନ ଦିଲ୍ଲୀରୁ ଦୋହା ଅଭିମୁଖେ ଯାତ୍ରା…
ଋଷ ବିରୁଦ୍ଧରେ ୟୁକ୍ରେନର ଦାବି: ଯୁଦ୍ଧରେ ପୁତିନ ସେନାର ନଷ୍ଟ କରିଛି ଏତିକି ବିମାନ, ମାରିଛି ୧୪ ହଜାରରୁ ଅଧିକ ସୈନ୍ୟ
ନୂଆଦିଲ୍ଲୀ: ୟୁକ୍ରେନର ବିଦେଶୀ ମନ୍ତ୍ରାଳୟ ଋଷ ସୈନ୍ୟ ବିରୁଦ୍ଧରେ ଏକ ବଡ ଦାବି କରିଛି । ୨୫ ଦିନର ଏହି ଯୁଦ୍ଧ ଭିତରେ ଋଷର ମୋଟ ୧୪, ୭୦୦ ସୈନ୍ୟଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା କହିଛି ୟୁକ୍ରେନ ସେନା । କେବଳ ସେତିକି…