Browsing Category

ବିଦେଶ

ବାହାଘର ଖୁସିରେ ଉଛୁଳି ପଡୁଥିଲା ଘର, ଗୋଟିଏ ମିନିଟରେ ସବୁ ସରିଗଲା, ବିଦ୍ୟୁତ୍ ଆଘାତରେ ଚାଲିଗଲା ବରର ଜୀବନ

ନୂଆଦିଲ୍ଲୀ: ବିବାହ ହେଉଛି ଜୀବନର ଏକ ଖୁବ୍ ସୁନ୍ଦର ମୁହୁର୍ତ୍ତ । ଯାହାକୁ ପ୍ରତିଟି ବ୍ୟକ୍ତି ସ୍ମରଣୀୟ କରିବାକୁ ଚାହେଁ । ତେବେ ବିବାହ ପରେ ଏବଂ ପୂର୍ବରୁ କପଲ୍ ମାନେ ଫଟୋସୁଟ୍ କରିଥାନ୍ତି । ଏବେ ଏକ ଏପରି ମାମଲା…

ଦେଢ଼ଶ’ ଡ୍ରାଇଭରଙ୍କୁ ସମ୍ମାନିତ କଲେ ଚାନୁ, ଜାଣନ୍ତୁ କାହିଁକି…

ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଭାରତର ରୁପା ଝିଅ ତଥା ମଣିପୁର ମଣି ମୀରାବାଈ ଚାନୁ ଚମକିବା ପରେ ଚାରିଆଡୁ ମିଳୁଛି ଶୁଭେଚ୍ଛା-ସମ୍ମାନ । ତେବେ ମୀରାବାଈ ମଧ୍ୟ ଭୁଲି ନାହାନ୍ତି ତାଙ୍କ କଷ୍ଟ-ସାଧନାବେଳରେ…

‘କୁଛ୍ ତୋ ଲୋଗ୍ କହେଙ୍ଗେ’

ହିନ୍ଦୀରେ ଗୋଟିଏ ଲୋକକଥା ଅଛି ‘କୁଛ୍ ତୋ ଲୋଗ୍ କହେଙ୍ଗେ, ଲୋଗୋଁ କା କାମ ହୈ କେହନା ।’ ଏହି ଉକ୍ତିଟି ସମସ୍ତ ମଣିଷଙ୍କ ପାଇଁ ଯଥାର୍ଥ । ସେ ସାଧାରଣ ଲୋକଟିଏ ହୋଇଥାଉ କି ସମ୍ବିଧାନର ସର୍ବୋଚ୍ଚ ପଦରେ ଅଧିଷ୍ଠିତ…

ବୈଜ୍ଞାନିକଙ୍କ ଚେତାବନୀ- ‘ଡେଲ୍ଟା ଭାରିଆଣ୍ଟ ଦେଖାଇବ ପ୍ରଚଣ୍ଡ ରୂପ, ଅଧିକ ବିଗିଡ଼ିପାରେ ସ୍ଥିତି’

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଶେଷ ହେଉଥିବା ବେଳେ ଖୁବଶୀଘ୍ର ଆସିବାକୁ ଯାଉଛି ସମ୍ଭାବ୍ୟ ତୃତୀୟ ଲହର । ଏହାରି ମଧ୍ୟରେ ଆମେରିକାର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ‘କରୋନାର ଡେଲ୍ଟା ଭାରିଆଣ୍ଟ କାରଣରୁ ବିଶ୍ୱର…

ଆଫଗାନ୍ ସରକାରଙ୍କ ଗଣମାଧ୍ୟମ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲେ ତାଲିବାନ ସେନା

କାବୁଲ୍: ଆଫଗାନିସ୍ତାନ ସରକାର ଏବଂ ତାଲିବାନ ସେନା ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି । ଧୀରେ ଧୀରେ ତାଲିବାନ ସେନା ଆଫଗାନିସ୍ତାନର ଅଧିକାଂଶ ରାଜ୍ୟ ଉପରେ କବଜା କରିବାରେ ଲାଗିପଡ଼ିଛନ୍ତି । ଏହି…

ଖରାପ ପାଣିପାଗ କାରଣରୁ ଆଲାସ୍କାରେ ବିମାନ ଦୁର୍ଘଟଣା, ସମସ୍ତେ ମୃତ

ଆଲାସ୍କା: ଆମେରିକାର ଆଲାସ୍କାରେ ଖରାପ ପାଣିପାଗ ଯୋଗୁଁ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ଜଣ ଯାତ୍ରୀ ଏବଂ ଜଣେ ପାଇଲଟ ରହିଛନ୍ତି । ସୂଚନା ଅନୁଯାୟୀ,…

କେବଳ ହିରୋସୀମା ଓ ନାଗାସାକି ଉପରେ କାହିଁକି ପରମାଣୁ ବୋମା ପକାଇଥିଲା ଆମେରିକା ?

ନୂଆଦିଲ୍ଲୀ: ଆଜି ହେଉଛି ହିରୋସୀମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । କେବଳ ଜାପାନ ଏହା ଦ୍ୱାରା ଚକିତ…

ଏଠାରେ ୫ ଲିଟର୍ ପାଣି ବୋତଲ ପାଇଁ ଦେବାକୁ ପଡ଼େ ୭୪ ଲକ୍ଷ

ନୂଆଦିଲ୍ଲୀ: ଭେନେଜୁଏଲାରେ ଦରବୃଦ୍ଧି ସବୁ ରେକର୍ଡ ପାର୍ କରିଛି । ଯାହାଫଳରେ ବୋଲୀଭର୍ ର ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ଏଠାରେ ୫ ଲିଟର ପାଣିର ମୂଲ୍ୟ ଗୁରୁବାର ୭୪ ଲକ୍ଷ ଟଙ୍କା ହୋଇଯାଇଛି । ଅର୍ଥାତ୍ ୧.୮୪…

ବୁର୍ଖା ନ ପିନ୍ଧିବାରୁ ୨୧ ବର୍ଷୀୟ ମହିଳାଙ୍କୁ ଗୁଳି କରି ମାରିଦେଲେ ତାଲିବାନ ଆତଙ୍କବାଦୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀ ଆତଙ୍କବାଦୀଙ୍କ ଆତଙ୍କ ଜାରି ରହିଛି । ଦେଶର ଅଧିକାଂଶ ରାଜ୍ୟ ଉପରେ ତାଲିବାନ ମାନେ କବଜା କରିସାରିଲେଣି । ଫଳରେ ଦେଶରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି । ଇତି ମଧ୍ୟରେ ଅନେକ…

ଇବ୍ରାହିମ ରଇସୀ ହେଲେ ଇରାନର ନୂଆ ରାଷ୍ଟ୍ରପତି, ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଇବ୍ରାହିମ ରଇସୀ ଆଜି ଅର୍ଥାତ ଅଗଷ୍ଟ ୫ରେ ଇରାନର ନୂଆ ରାଷ୍ଟ୍ରପତି ପଦ ପାଇଁ ଶପଥ ନେବାକୁ ଯାଉଛନ୍ତି । ରଇସୀ ଇରାନର ୮ମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି । ଏହି ଶପଥ ସମାରୋହରେ ଭାରତୀର ବିଦେଶ…