Browsing Category

ବିଦେଶ

ପିଲା କାନ୍ଦିବା ପରି ଶବ୍ଦ କରେ ଏହି ପକ୍ଷୀ, ଆଖିରେ ନଦେଖିଲେ ବିଶ୍ୱାସ ହେବନି; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମଣିଷ ମାନଙ୍କ ପରି ପଶୁପକ୍ଷୀ ମାନଙ୍କର ବି ଏକ ଅଲଗା ଦୁନିଆ ରହିଥାଏ । ଯେଉଁଠାରେ ସେମାନେ କାନ୍ଦନ୍ତି, ଦୁହେଁ ଦୁହିଁଙ୍କ ଭାଷା ବୁଝିଥାନ୍ତି । ଆହୁରି ଅନେକ ପ୍ରକାରର କାର୍ଯ୍ୟ କରିଥାନ୍ତି । ତେବେ…

ISISର ଆତଙ୍କୀ ହମଲା; ୧୩ ପୋଲିସ କର୍ମୀ ନିହତ

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ପକ୍ଷରୁ ଆଉ ଏକ ବର୍ବର ଆକ୍ରମଣ କରାଯାଇଛି । ପୋଲିସ ବାହିନୀ ଉପରେ ଆଇଏସଆଇଏସ ପକ୍ଷରୁ ଆକ୍ରମଣ କରାଯିବାରୁ ୧୩ ଜଣ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି । ଉତ୍ତର ଇରାକରେ ଏକ…

ପାକିସ୍ତାନ ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୨୦ ଆହତ: ତେହରିକ-ଏ-TALIBANକୁ ଦୋଷ ଦେଲେ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର କ୍ୱେଟ୍ଟା ପ୍ରଦେଶରେ ଏକ ମୋଟର ବାଇକରେ ଆସି ସୁଇସାଇଡ ବମ୍ବର ଜଣକ ନିଜକୁ…

ସ୍ତ୍ରୀ ସହିତ ଝଗଡ଼ା କରିବା ପରେ ସୁନ୍ଦର ପିଚଇ ତିଆରି କରିଥିଲେ Google Map! ପଢ଼ନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଆଜିକା ସମୟରେ ଯଦି କୌଣସି ସ୍ଥାନ ସମ୍ପର୍କରେ ଆମେ ଜାଣି ନଥାଉ ତାହେଲେ ଖୁବ୍ ସହଜରେ ଆମେ ଗୁଗୁଲ ମ୍ୟାପ୍ ସାହାଯ୍ୟ ପତା ଲଗାଇପାରୁ । ସ୍ଥାନଟି ଯେଉଁଠି ବି ହେଉ ନାହ କାହିଁକି ଗୁଗୁଲ ମ୍ୟାପ୍ ଖୁବ୍…

ଆଉ ଏକ ନୂଆ ଭୁତାଣୁ: ଦେଶରେ ଚିନ୍ତା ବଢ଼ାଇଲାଣି ‘ମ୍ୟାଡ୍ କାଓ ଡିଜିଜ୍’, ଚିହ୍ନଟ ହେଲା ୨ଟି ମାମଲା

ସାଓ ପାଉଲୋ: ବ୍ରାଜିଲ ରେ ଚିନ୍ତା ବଢ଼ାଇଛି ମ୍ୟାଡ୍ କାଓ ଡିଜିଜ୍ । ଏହି ପରିପ୍ରେକ୍ଷୀରେ ବ୍ରାଜିଲ୍ ରେ ଦୁଇଟି ପୃଥକ ଘରୋଇ ମାଂସ କାରଖାନାରେ ମ୍ୟାଡ୍ କାଓ ଡିଜିଜ୍ର ଦୁଇଟି ମାମଲା ଚିହ୍ନଟ ହେବା ପରେ ଚାଇନାକୁ ଗୋମାଂସ…

ଏବେ କ୍ଷମତା ପାଇଁ ନିଜ ଭିତରେ ଲଢେଇ, ହକ୍କାନୀ ଗୁଳିରେ ତାଲିବାନ ନେତା ବରାଦର ଆହତ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଅକ୍ତିକାର କରିବାର ଦୁଇ ସପ୍ତାହ ବିତି ସାରିଛି । ତଥାପି ଏ ପର୍ଯ୍ୟନ୍ତ ସରକାର ଗଠନକୁ ନେଇ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ । ଏବେ ଆଫଗାନିସ୍ତାନରେ କ୍ଷମତାକୁ ନେଇ…

ଆଇନକୁ ବିରୋଧ; ବେଟ୍ଟେ ମିଡଲରଙ୍କ ଆହ୍ୱାନ, ଦାବି ପୂରଣ ନହେବା ଯାଏଁ ସ୍ୱାମୀ ସହ ରଖନି ଯୌନ ସମ୍ପର୍କ

ନୂଆଦିଲ୍ଲୀ: ଗର୍ଭପାତ ନିରୋଧି ଆଇନକୁ ବିରୋଧ କରିବାକୁ ଯାଇ ଆମେରିକାର ଟେକ୍ସାସ୍ ର ଜଣେ ଗାୟିକା ତଥା ଅଭିନେତ୍ରୀ ବେଟ୍ଟେ ମିଡଲର୍ ମହିଳା ମାନଙ୍କୁ ସେକ୍ସ ଷ୍ଟ୍ରାଇକ୍ କରିବାକୁ ପ୍ରୋତ୍ସାହିତ କରିଛନ୍ତି । ଟେକ୍ସାସ୍ ର…

ପଞ୍ଜଶୀରଠାରୁ ପଙ୍ଗା ନେବା ପଡ଼ିଲା ମହଙ୍ଗା; ୭୦୦ ତାଲିବାନି ନିପାତ, ୬୦୦ ବନ୍ଦୀ

ପଞ୍ଜଶୀର: ଆଫଗାନିସ୍ତାନରେ ଏବେ ତାଲିବାନିଙ୍କ ହୁକୁମ୍ ଜାରି ରହିଛି । ହେଲେ ତାଲିବାନି ମାନେ ପଞ୍ଜଶୀର ଉପରେ କବଜା କରିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ସେମାନେ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ହେଲେ…

କୁକୁର ସହିତ ମହିଳା ରଖିଲେ ଅପ୍ରାକୃତିକ ଯୌନ ସମ୍ବନ୍ଧ, ଏବେ କୋର୍ଟ ଦେବ ସଜ୍ଜା: ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଆୟର୍ଲାଣ୍ଡରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ଜଣେ ୨୯ ବର୍ଷୀୟ ମହିଳାଙ୍କ ଉପରେ କୁକୁର ସହିତ ଶାରୀରିକ ସମ୍ପର୍କ ରଖିବା ଏବଂ ଅପ୍ରାକୃତିକ ଯୌନ ସମ୍ବନ୍ଧ…

ପଞ୍ଜଶିର କବଜା କରିଥିବା ଭାବି ଉତ୍ସବ ମନାଉଥିଲା ତାଲିବାନ, ଫାଙ୍କା ଗୁଳି ଚାଳନାରେ ଚାଲିଗଲା ୧୭ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଏବେ ପଞ୍ଜଶିରକୁ ନେଇ ରକ୍ତାକ୍ତ ସଂଘର୍ଷ ଜାରି ରହିଛି । ୨୦ ବର୍ଷ ପରେ ଦେଶର କ୍ଷମତାକୁ ଫେରିଥିବା ତାଲିବାନକୁ ପଞ୍ଜଶିର ଦଖଲ କରିବାକୁ ନାକେଦମ ହେବାକୁ ପଡିଛି । ତାଲିବାନ ଶୁକ୍ରବାର…