Browsing Category
ବିଦେଶ
ସମୁଦ୍ର ଭିତରେ ଯୁବକଙ୍କୁ ଗିଳିଦେଲା ତିମି, ଭିଡ଼ିଓ କରୁଥିଲେ ବାପା
ଓଡ଼ିଶା ଭାସ୍କର: ଆପଣମାନେ ଅନେକ ସମୟରେ ସମୁଦ୍ର ଭିତରେ କାୟାକିଂର ମଜା ନେବାକୁ ଚାହିଁଥିବେ। ବା ଆଉ କେହି କାୟାକିଂର ମଜା ନେବା ସମୟରେ ଆପଣ ଦୂରରେ ଥାଇ ସେ ଦୃଶ୍ୟ ଦେଖୁଥିବେ।
ହେଲେ ଭାବିଲେ ଠିକ୍ ସେହି ସମୟରେ…
ମୋଦୀ-ଟ୍ରମ୍ପଙ୍କ ବୈଠକ ଦେଖି ଚିନ୍ତାରେ ଚୀନ୍, କହିଦେଲା ଏହି ବଡ଼ କଥା…
ୱାଶିଂଟନ,୧୪ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକରେ ଶୁକ୍ରବାର ବେଜିଂ କହିଛି ଯେ, ଦ୍ୱିପାକ୍ଷିକ ସହଯୋଗରେ ଚୀନ୍କୁ କୌଣସି ପ୍ରସଙ୍ଗ କରାଯିବା…
ବାବର ଆଜମ ରଚିଲେ ଇତିହାସ, ଭାଙ୍ଗିଲେ ୱାଲର୍ଡ ରେକର୍ଡ, କୋହଲି ରହିଲେ ପଛରେ
ନୂଆଦିଲ୍ଲୀ: ପାକିସ୍ତାନର ଦମଦାର ଖେଳାଳି ବାବର ଆଜମ ଇତିହାସ ରଚିଛନ୍ତି। ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତ୍ରୀକୋଣୀୟ ସିରିଜର ଫାଇନାଲ ମ୍ୟାଚ କରାଚିରେ ଖେଳାଯାଉଛି।
ବାବର ଆଜମ ଏହି ମୁକାବିଲାରେ ୨୯ ରନ…
ବୋମା ବିସ୍ଫୋରଣରେ ଦୋହଲିଲା ପାକିସ୍ତାନ, ୯ ନାଗରିକଙ୍କ ମୃତ୍ୟୁ
ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନରେ ଏକ ଆତଙ୍କବାଦୀ ଆକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଠାରେ କୋଇଲା ଖନନ କରୁଥିବା ଏକ ଗାଡ଼ି ବୋମା ବିସ୍ଫୋରଣର ଶିକାର ହୋଇଛି। ଏଥିରେ ୯ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ…
ଏଲନ ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପରିବାର ସହ ସାକ୍ଷାତ କରି…
ୱାଶିଂଟନ୍,୧୩ା୨: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର-ଶୁକ୍ରବାର ୨:୩୦ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ହ୍ୱାଇଟ୍ ହାଉସରେ ପହଞ୍ଚିବେ। ଏହା ପରେ…
(Video) ବାପ-ପୁଅଙ୍କ Packraftingର ଭୟଙ୍କର ଦୃଶ୍ୟ, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ସମୁଦ୍ର ଦେଖିବାକୁ ଯେତିକି ସୁନ୍ଦର, ତା’ଠାରୁ ଅଧିକ ଭୟଙ୍କର । କାରଣ ଏହା ମଧ୍ୟରେ ବଡ଼ ବଡ଼ ଜୀବ ଅଛନ୍ତି । ତେବେ ବର୍ତ୍ତମାନ ସମୁଦ୍ରର ଏକ ଭୟଙ୍କର ଭିଡିଓ ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ଚିଲୀର…
‘ମୋତେ କିଙ୍ଗ କୁହନ୍ତୁନି’, ଜାଣନ୍ତୁ ନିଜ ଫ୍ୟାନ୍ସଙ୍କୁ କାହିଁକି ଏମିତି କହିଲେ ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ
ନୂଆଦିଲ୍ଲୀ: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମଙ୍କୁ ତାଙ୍କ ଫ୍ୟାନ୍ସ ‘କିଙ୍ଗ’ କୁହନ୍ତି ।ଏହାରି ମଧ୍ୟରେ ବାବର ଆଜମ ନିଜ ପ୍ରଶଂସକଙ୍କୁ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି ଯେ, ତାଙ୍କୁ କିଙ୍ଗ ନ କହିବା…
ବାଂଲାଦେଶ: ୪୫ ଦିନ ଆନ୍ଦୋଳନରେ ମରିଛନ୍ତି ୧୪୦୦ ଲୋକ, UN ରିପୋର୍ଟ
ନୂଆଦିଲ୍ଲୀ: ଗତବର୍ଷ ଜୁଲାଇ-ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ବାଂଲାଦେଶରେ ବିଦ୍ରୋହ ହୋଇଥିଲା। ଏହି ବିକ୍ଷୋଭରେ ଅନେକ ଲୋକଙ୍କ ଜୀବନ ଯାଇଥିଲା।
ମିଳିତ ଜାତିସଂଘ ମାନବାଧିକାର ବୁଧବାର ତତ୍କାଳୀନ ଶେଖ୍ ହସିନା ସରକାର…
ଆମେରିକା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଟ୍ରମ୍ପଙ୍କୁ ଭେଟି ଏହି ବିଷୟ ଉପରେ କରିବେ ଆଲୋଚନା
ନୂଆଦିଲ୍ଲୀ,୧୨ା୨: ଫ୍ରାନ୍ସ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ରେ ଆମେରିକା ଗସ୍ତ କରିବେ ଏବଂ ସେଠାରେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ବାଣିଜ୍ୟ, ସୁରକ୍ଷା,…
ରାତି ୧୧ଟାରେ ପାକିସ୍ତାନକୁ କାହିଁକି ଯାଇଥିଲେ ମୋଦୀ, ଏୟାରପୋର୍ଟ ଅଧିକାରୀଙ୍କ ମୁଣ୍ଡ ଗୋଲ!
ଇସଲାମାବାଦ: ଅଚାନକ ପାକିସ୍ତାନରେ ପ୍ରବେଶ କଲା ମୋଦୀଙ୍କ ବିମାନ। ପାଖାପାଖି ୪୬ ମିନିଟ୍ ପର୍ଯ୍ୟନ୍ତ ପାକିସ୍ତାନରେ ରହିଲେ। ଯାହାପରେ ଇସଲାମାବାଦରେ ଆରମ୍ଭ ହୋଇ ଯାଇଥିଲା ହଙ୍ଗାମା।
ଏୟାରପୋର୍ଟ ଅଧିକାରୀଙ୍କ ମୁଣ୍ଡ…