Browsing Category

ଦେଶ

‘ପାପା-ମମି, ମୁଁ ଫେଲ୍ ହୋଇଯାଇଛି, ସେଥିପାଇଁ ମୁଁ ବିଷ ପିଇ ଆତ୍ମହତ୍ୟା କରୁଛି..’, ବିଏସସି ନର୍ସିଂ ଛାତ୍ରୀଙ୍କ ଭିଡ଼ିଓ ହେଲା…

ଉତ୍ତରପ୍ରଦେଶ: ପରୀକ୍ଷାରେ ଫେଲ ହେଲେ ବୋଲି ବିଷ ପିଇ ଭିଡ଼ିଓ କଲେ, ଯାହା ଏବେ ବେଶ ଭାଇରାଲ ହେଉଛି। ଉତ୍ତର ପ୍ରଦେଶର ବରେଲିରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାକୈନିଆ ଗାଁର ବାସିନ୍ଦା ଧର୍ମେନ୍ଦ୍ର କୁମାର…

Viral Video: ଗରାରେ ଫସିଗଲା କୁନିପୁଅ, ହାତୁଡ଼ିରେ ପିଟିପିଟି ଏମିତି ବାହାର କଲେ ଜେଜେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି ଯେ, ଏକ କୁନି ପିଲାଟି ପିତଳ ଗରାରେ ଫସିଯାଇଛି। ଘର ଲୋକେ ତାକୁ ବାହାର କରିବା ପାଇଁ ଅନେକ ପ୍ରୟାସ…

ଏମିତି ବି ଆସେ ମୃତ୍ୟୁ…30 ବର୍ଷୀୟ ସୈନିକଙ୍କୁ ଆସିଲା ହାର୍ଟ ଆଟାକ୍, ସେ ନିଜେ ବାଇକ୍ ଚଳାଇ ହସ୍ପିଟାଲ ଯାଇଥିଲେ ହେଲେ ….

ନୂଆଦିଲ୍ଲୀ: ଆଜିକାଲି ହୃଦଘାତର ମାମଲା ବହୁତ ବଢ଼ିଯାଇଛି । ସୁସ୍ଥ ଦେଖାଯାଉଥିବା ବ୍ୟକ୍ତି ଗୋଟିଏ ଷ୍ଟ୍ରୋକରେ ମୃତ୍ୟୁବରଣ କରିପାରନ୍ତି । ନିକଟରେ, ଲକ୍ଷ୍ନୌରେ ସମାନ ଏକ ଘଟଣା ଦେଖିବାକୁ ମିଳିଥିଲା ଯେଉଁଠାରେ…

ଆମେରିକାର ଶୁଳ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ପରିଷଦ (UNGA)ର ବାର୍ଷିକ ଉଚ୍ଚସ୍ତରୀୟ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି। UNGAର 80ତମ ଅଧିବେଶନ ସେପ୍ଟେମ୍ବର 9 ତାରିଖରେ ଆରମ୍ଭ…

ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ବଢ଼ିଲା ସମସ୍ୟା, ଏହି ମାମଲାରେ ସମନ ପଠାଇଲା ED

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଭିଜ୍ଞ ବ୍ୟାଟସମ୍ୟାନ୍ ସୁରେଶ ରାଇନା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ରାଡାରକୁ ଆସିଛନ୍ତି । ଅବୈଧ ବେଟିଂ ପ୍ଲାଟଫର୍ମ ଉପରେ ଚାଲିଥିବା ତଦନ୍ତ ସହିତ ଜଡିତ ତାଙ୍କୁ ଅଗଷ୍ଟ…

Accident: ଛାତିଥରା ଦୁର୍ଘଟଣା, ମନ୍ଦିରରୁ ଫେରୁଥିବା ବେଳେ ଶିଶୁ ସମେତ ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନର ଦୌସାରୁ ଏକ ବଡ଼ ଖବର ଆସିଛି । ଏଠାରେ ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରାଜସ୍ଥାନର ସାଲାସର ବାଲାଜୀ ମନ୍ଦିରରୁ ଫେରୁଥିବା…

‘ଆବେ ହଟ୍’, ଟ୍ରାଫିକ ପୋଲିସକୁ ବିଧାୟକ ପୁଅଙ୍କ ଏମିତି ବ୍ୟବହାର, କେବେ ଦେଖି ନଥିବେ, ଦେଖନ୍ତୁ ଏ ଭିଡିଓ…

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାରୁ ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ବିଜେପି ଏମ୍ଏଲସି ଋଷିପାଲ ସିଂହଙ୍କ ପୁଅ ଜଣେ ଟ୍ରାଫିକ ପୋଲିସଙ୍କ ସହ ଝଗଡ଼ା କରିଥିଲେ। ରାସ୍ତାରୁ ଗାଡ଼ି ହଟାଇବାକୁ କୁହାଯିବାରୁ,…

‘ଆଧାର କାର୍ଡ ନୁହେଁ ନାଗରିକତାର ପ୍ରମାଣ’, SIR ବିବାଦରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ପାଟଣା: ବିହାରରେ ଭୋଟର ତାଲିକା ସଂଶୋଧନ ଅର୍ଥାତ୍ SIR ବିବାଦରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଆଧାର କାର୍ଡକୁ ନାଗରିକତା ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ମଙ୍ଗଳବାର…

୩୦ ବର୍ଷ ପରେ ଶନିଙ୍କ ବିରଳ ନବପଞ୍ଚମ ରାଜଯୋଗ, ଏହି ୪ ରାଶିଙ୍କର ଆରମ୍ଭ ହେବ ଗୋଲ୍ଡେନ ଟାଇମ୍

ଓଡ଼ିଶା ଭାସ୍କର: ମଙ୍ଗଳ ପରେ ଶନି ହେଉଛନ୍ତି ଗ୍ରହମାନଙ୍କ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ଗ୍ରହ । ଜୀବନରେ ଶନିଙ୍କ ଚଳନ ବେଶ ଗୁରୁତ୍ବ ବହନ କରିଥାଏ । ଆଉ ରାଶିଙ୍କ ମଧ୍ୟରେ ଶନିଙ୍କ ପ୍ରବେଶ  ଖରାପ ଓ ଭଲ ଉଭୟ ପ୍ରଭାବ…

ଶାଶୁ ସହ ବୋହୂର ନାରକୀୟ କାଣ୍ଡ, ବିରହ ବେଦନାରେ କାନ୍ଦୁଛି ନାତି, ଦେଖନ୍ତୁ ଭାଇରାଲ ଭିଡିିଓ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଇଟବାରେ ଏଭଳି ଘଟଣା ଘଟିଛି ଯାହାକୁ ଆପଣ ମଧ୍ୟ ଶୁଣିଲେ ବିଚଳିତ ହେବେ। ସ୍ୱାମୀ ସାମ୍ନାରେ ମହିଳା ଶାଶୁଙ୍କ ଅତି ନିର୍ମମ ଭାବେ ମାଡ଼ ମାରୁଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…