CHARIDHAM
Browsing Category

ଦେଶ

ଦୈନିକ ସଂକ୍ରମଣ ୮ ହଜାର ପାର୍: ୨୪ ଘଣ୍ଟାରେ ବାହାରିଲେ ୮୩୨୯ ପଜିଟିଭ, ୧୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ସକ୍ରିୟ ହେବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ୮ ହଜାର ପାର୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ୮୩୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୧୦ ପ୍ରତିଶତ…

ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷକୁ ମିଳିଲା ଆଇନଗତ ମାନ୍ୟତା, ଚାଷୀଙ୍କୁ ୧୦ ଲକ୍ଷ ମଞ୍ଜି ବାଣ୍ଟିଲେ ସରକାର

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷ କରିବା ଆଉ ବେଆଇନ୍‌ ନୁହେଁ । ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା । ଏଣିକି ଗଞ୍ଜେଇ ଉତ୍ପାଦନ କରିବା ,ଏହାକୁ ରଖିବା ଓ…

କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ! ଓଡ଼ିଶାରୁ ୨ ଜଣଙ୍କ ନାମ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ/ଭୁବନେଶ୍ୱର, = : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ…

ଏହି ରାଜ୍ୟରେ ଝିଅମାନଙ୍କୁ ମିଳିବ ମାଗଣାରେ ସ୍କୁଟି, ଜାଣନ୍ତୁ ରେଜିଷ୍ଟ୍ରେସନ ଓ ଯୋଗ୍ୟତା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ମାଗଣା ଜିନିଷ ମିଳିବା କଥା ଶୁଣିଲେ କାହାକୁ ବା ଭଲ ନ ଲାଗେ । ବିଶେଷ କରି ଝିଅଙ୍କୁ ମାଗଣାରେ ଉପହାର ବହୁତ ଭଲ ଲାଗିଥାଏ । ତେବେ ପୂର୍ବରୁ କେନ୍ଦ୍ର ଓ କିଛି ରାଜ୍ୟ ସରକାର ଝିଅମାନଙ୍କ ପାଇଁ ବିଭିନ୍ନ…

ପିଲାଙ୍କୁ ବିଭ୍ରାନ୍ତ କରୁଥିବା ବିଜ୍ଞାପନ ଉପରେ କଠୋର ହେଲେ ସରକାର, ହୋଇପାରେ ୫୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି । ଫଳରେ ବିଭ୍ରାନ୍ତିକର ବିଜ୍ଞାପନ ଦ୍ୱାରା ପ୍ରସାରିତ ହେଉଥିବା ବାର୍ତ୍ତାଦ୍ୱାରା ପ୍ରଭାବିତ…

ଗାଡି ଚାଳକ ଭୁଲରେ ବି କରନ୍ତୁ ନାହିଁ ଏମିତି କାମ: ନହେଲେ ଲାଗିବ ୧୦ ହଜାର ଜରିମାନା

ନୂଆଦିଲ୍ଲୀ: ରାସ୍ତାରେ ଯାତାୟତ ସମୟରେ ବିଭିନ୍ନ ନିୟମର ପାଳନ କରିବା ଆବଶ୍ୟକ । ଏହି ସବୁ ନିୟମକୁ ଅବମାନନା କଲେ ଚାଲାଣ କଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହି ନିୟମ ଗୁଡିକ ସହିତ ଏବେ ଆଉଏକ ନିୟମ ଯୋଡି ହୋଇଛି…

ଆକାଉଣ୍ଟ ଖାଲି କରିଦେଇଥାନ୍ତେ ଲୁଟେରା, ବଞ୍ଚାଇ ଦେଲା ମାତ୍ର ୧ ଟଙ୍କା!

ନୂଆଦିଲ୍ଲୀ: ଆଜିର ସମୟରେ ୧ ଟଙ୍କାରେ କିଛି ବି ହେବନାହିଁ । କିନ୍ତୁ ଏହି ୧ ଟଙ୍କାକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ଏକ ଟଙ୍କା ଜଣେ ବ୍ୟକ୍ତିଙ୍କୁ ୧୦…

ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ ଝିଅ: ଦେଖିଦେଲେ ବାପା, ଆଉ ତା ପରେ….

ନୂଆଦିଲ୍ଲୀ: ମେ ୨୮ ତାରିଖରେ ଜଣେ ଯୁବତୀଙ୍କ ହତ୍ୟା ନେଇ ହୋଇଥିବା ଅଭିଯୋଗର ଖୁଲାସା କରିଛି ପୋଲିସ । ପୋଲିସର ସୂଚନା ମୁତାବକ ୧୬ ବର୍ଷୀୟ ନାବାଳିକାଙ୍କୁ ପ୍ରେମିକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଉତ୍ୟକ୍ତ ହୋଇ…

କେମିତି ନିର୍ବାଚିତ ହୋଇଥାନ୍ତି ମହାମହିମ ରାଷ୍ଟ୍ରପତି? ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଗୁରୁବାର ଦେଶରେ ରାଷ୍ଟ୍ରପତି ନିର୍ବାଚନ ନେଇ ଘୋଷଣା କରିଛନ୍ତି । ଘୋଷଣା ଅନୂଯାୟୀ ୧୫ ଜୁନ୍ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଥିରେ ୨୯ ଜୁନ୍ ମଧ୍ୟରେ ନାମାଙ୍କନ ଶେଷ…

ପେଟ୍ରୋଲରେ ମିଶୁଛି ପାଣି: ଆପଣ ବି ହୋଇପାରନ୍ତି ଏମିତି ଠକାମିର ଶିକାର

ରାଜସ୍ଥାନ: ପେଟ୍ରୋଲରେ ପାଣି ମିଶାଇ କିଛି କମ୍ପାନୀ ଲୋକଙ୍କୁ ଠକୁଥିବା ଲୋକ ଦାବି କରିଛନ୍ତି । ପେଟ୍ରୋଲରେ ମିଶ୍ରଣ ହେଉଥିବା ମାମଲା ଏବେ ସାମନାକୁ ଆସିଛି । ରାଜସ୍ଥାନ ମଲାରନା ଅୟଲ ଷ୍ଟେସନରେ ଏଚପି କମ୍ପାନୀ ପେଟ୍ରୋଲ…