Browsing Category

ଦେଶ

ହାଡ ଉପରେ ପ୍ରଭାବ ପକାଉଛି କରୋନା ଭାଇରସ: ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀକୁ ନେଇ ଲୋକଙ୍କ ମନରେ ଭୟ ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନର ରିପୋର୍ଟ ପୁଣି ଥରେ ଲୋକଙ୍କ ଭୟକୁ ଫେରାଇ ଆଣିପାରେ । ସଂକ୍ରମଣରୁ ସୁସ୍ଥ ହେବା…

ଶ୍ୱଶୁରଙ୍କ ବିରୋଧରେ ବୋହୂ ଆଣିଲେ ଯୌନ ଶୋଷଣ ଅଭିଯୋଗ, ସହି ନପାରି ପୋଲିସ ସାମ୍ନାରେ ଛାତରୁ ଡେଇଁ ଜୀବନ ହାରିଲେ ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ: ବୋହୂ ଆଣିଲେ ସଙ୍ଗୀନ ଅଭିଯୋଗ, ସହ୍ୟ କରି ପାରିଲେନି ଶ୍ୱଶୁର । ପୋଲିସ ସାମ୍ନାରେ ଛାତରୁ ଡେଇଁ କଲେ ଆତ୍ମହତ୍ୟା । ଉତ୍ତରପ୍ରଦେଶରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କ…

୪ ମାସରେ ନିଖୋଜ ୧୯୦୦ ପିଲା, ଏଥିପାଇଁ ଦାୟୀ କିଏ?

ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗତ ୪ମାସରେ ନିଖୋଜ ହୋଇଛନ୍ତି ୧୮୭୯ ପିଲା । ଦିଲ୍ଲୀ ପୋଲିସର ତଥ୍ୟ ଅନୁସାରେ ନିଖୋଜ ହୋଇଥିବା ଅଧିକାଂଶ ପିଲା ୧୨ ରୁ ୧୮ ବର୍ଷ ମଧ୍ୟରେ ହୋଇଥିବା ବେଳେ ଏହି ବୟସର ପିଲା ମାନଙ୍କ…

ପ୍ରେମର କଠୋର ପରିଣାମ: ଅନ୍ୟ ଧର୍ମରେ ଭଲ ପାଇବାରୁ ହିନ୍ଦୁ ଯୁବକଙ୍କୁ ହତ୍ୟା

କର୍ଣ୍ଣାଟକ: ପ୍ରେମ ଏକ ସାସ୍ୱତ ଏବଂ ଚିର ପୂଜନୀୟ ସମ୍ପର୍କ । ପ୍ରେମରେ ଜାତି, ଧର୍ମ, ବୟସ, ରଙ୍ଗ କିମ୍ବା ଧନୀ ଗରିବ ଦେଖାଯାଇନଥାଏ । ଗୋଟିଏ ହୃଦୟ ସହ ଆଉ ଗୋଟିଏ ହୃଦୟକୁ ଯୋଡିଥାଏ ଏହି ପ୍ରେମ ଆଉ ଭଲ ପାଇବା । କିନ୍ତୁ…

ବନ୍ଦେ ଭାରତ ଏକ୍ସପ୍ରେସକୁ ଅଟକାଇଛି ଋଷ-ୟୁକ୍ରେନ ଯୁଦ୍ଧ

ନୂଆଦିଲ୍ଲୀ: ଭାରତୀୟ ରେଳ ଉପରେ ଦେଖିବାକୁ ମିଳିଛି ଋଷ-ୟୁକ୍ରେନ ବିପକ୍ଷ ଯୁଦ୍ଧର ପ୍ରଭାବ । ଇଣ୍ଡିଆନ ରେଲୱେର ସବୁଠୁ ଲୋକପ୍ରିୟ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଯୁଦ୍ଧ ପାଇଁ ବିଳମ୍ବ ହୋଇଛି । ଏକ୍ସପ୍ରେସ ଚଳାଚଳ…

ଲଦ୍ଦାଖରେ ବଡ଼ଧରଣର ସଡ଼କ ଦୁର୍ଘଟଣା: ନଦୀକୁ ଖସିପଡ଼ିଲା ବସ୍, ୭ ଯବାନଙ୍କ ମୃତ୍ୟୁ (Video)

ନୂଆଦିଲ୍ଲୀ: ଲଦ୍ଦାଖରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀ ଗର୍ଭକୁ ଖସି ପଡ଼ିଛି । ଫଳରେ ଘଟଣାସ୍ଥଳରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ବସରେ ମୋଟ ୨୬ ଜଣ ଯବାନ ଯାଉଥିବା…

୩୨ ବର୍ଷିୟା ମହିଳାଙ୍କ ପସନ୍ଦକୁ ମାନିବାକୁ ପଡ଼ିବ, ପୂର୍ବରୁ ଦୁଇଥର ମ୍ୟାରେଜ୍ କରିଥିଲେ, ଏବେ ଥାର୍ଡ ଇନିଂସରେ ୧୬ ବର୍ଷର ଟୋକା ସାଥୀରେ ଛୁ

ନୂଆଦିଲ୍ଲୀ: ଆଜିକାଲିର ସମାଜରେ ପ୍ରେମ ବ୍ୟାପାରକୁ ନେଇ ଅଜବ ପ୍ରକାରର ଘଟଣା ସବୁ ଦେଖିବାକୁ ମିଳୁଛି । କେଉଁଠି ତିନିଟା ଛୁଆର ମାଆ ପାଞ୍ଚଟା ଛୁଆର ବାପା ସାଥିରେ ଫେରାର ହୋଇଗଲାଣି ତ କେଉଁଠି ୪୫ ବର୍ଷର କନିଆକୁ ୨୦…

ଦିଲ୍ଲୀ ସଡକରେ ଗାଡି ଚଳାଇବେ ହରିୟାଣାର ୩ ଯୁବତୀ

ନୂଆଦିଲ୍ଲୀ: ରାଜଧାନୀର ରାଜରାସ୍ତାରେ ବସ ଚଳାଇବେ ମହିଳା । ମୁଖ୍ୟତଃ ପୁରୁଷ ଏହି ଗାଡି ଚାଳନା ବୃତ୍ତିକୁ ଆପଣେଥାନ୍ତି । କିନ୍ତୁ ଏବେ ୩ ଜଣ ଯୁବତୀ ଏହି ବୃତ୍ତିକୁ ନିଜର କରି ପାଲଟିଛନ୍ତି ଉଦାହରଣ । ହରିୟାଣାର ଚରଖୀ…

ଜୁନ୍ ମାସରୁ ବଦଳିବାକୁ ଯାଉଛି ଏହି ୫ଟି ନିୟମ, ସିଧାସଳଖ ଆପଣଙ୍କ ପକେଟକୁ କରିପାରେ ପ୍ରଭାବିତ

ନୁଆଦିଲ୍ଲୀ: ଶେଷ ହେବାକୁ ଯାଉଛି ମେ ମାସ। ଜୁନ୍ ମାସ ଆରମ୍ଭରୁ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟରେ ପଡ଼ିବ। ଆସନ୍ତୁ ଜାଣିବା ଆସନ୍ତା ମାସରୁ ବଦଳିବାକୁ ଯାଉଥିବା କିଛି…

ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ଓମ ପ୍ରକାଶ ଚୌଟାଲାଙ୍କୁ ୪ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ । ଏହା ସହ ତାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । କୋର୍ଟ…