Browsing Category
ଦେଶ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ, ପୁଣିଥରେ ହାର୍ଟ ଆଟାକ୍ ଆସିବାରୁ ….
ମଣ୍ଡି: ହିମାଚଳ ରାଜନୀତିର ଚାଣକ୍ୟ କୁହାଯାଉଥିବା ପୂର୍ବତନ କେନ୍ଦ୍ର ସଞ୍ଚାର ରାଜ୍ୟ ମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଦିଲ୍ଲୀର ଏମ୍ସରେ ତାଙ୍କର ଦେହାନ୍ତ…
ବିଶ୍ୱର ସେୟାର ବଜାର ଉପରେ ଚଢ଼କ, ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ସଂପତ୍ତିରେ ୫୫ ବିଲିୟନ୍ ଡଲାରରୁ ଅଧିକ କ୍ଷତି
ନୂଆଦିଲ୍ଲୀ : ଆମେରିକା ସମେତ ସାରା ବିଶ୍ୱର ସେୟାର ବଜାର ଉପରେ ପଡ଼ିଛି ଚଡ଼କ । ଏହାର ସବୁଠୁ ଅଧିକ କ୍ଷତି ବିଶ୍ୱର ଶ୍ରେଷ୍ଠ ଧନୀଶ୍ରେଣୀୟ ବ୍ୟକ୍ତିଙ୍କୁ ଉଠାଇବାକୁ ପଡ଼ୁଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ୧୦…
ପାଣିରେ ପଡ଼ିଲା ୮୦ଲକ୍ଷ ଟଙ୍କା, ଉଦ୍ଘାଟନର ୩ ଦିନ ପରେ ଭାସିଗଲା ଭସା ପୋଲ
ବେଙ୍ଗାଲୁର: ଉଚ୍ଚ ଜୁଆର ମାଡ଼ରେ ଭାସିଗଲା ଭସା ପୋଲ । ପାଣିରେ ପଡ଼ିଲା ୮୦ଲକ୍ଷ ଟଙ୍କା । ଉଦ୍ଘାଟନର ୩ ଦିନ ପରେ ଭାସିଗଲା କର୍ଣ୍ଣାଟକର ଉଡୁପିଠାରେ ସମୁଦ୍ରରେ ନିର୍ମାଣ କରାଯାଇଥିବା ଭସାପୋଲ ନଷ୍ଟ ହୋଇଯାଇଛି । ୧୦୦…
ଆଜି ଦିଗ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗରେ ଗତି କରିବ ‘ଅସାନୀ’, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରବଳ ବର୍ଷିବା ସହ ୪୦ରୁ…
ନୂଆଦିଲ୍ଲୀ/ଭୁବନେଶ୍ୱର (ଭାସ୍କର ନ୍ୟୁଜ) : ଭୟଙ୍କର ରୂ ପଧାରଣ କରିଥିବା ବାତ୍ୟା ‘ଅସାନୀ’ ଏବେ ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ରସ୍ତର ଅତିକ୍ରମ କରିସାରିଛି । ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏନେଇ ଭାରତୀୟ…
ରେଳ ବିଭାଗର ସ୍ୱତନ୍ତ୍ର ଉପହାର: ମା’ ଓ ଛୁଆଙ୍କୁ ମିଳିବ ଏହି ଖାସ୍ ସୁବିଧା
ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ନେଇ ରେଳଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏକ ଭଲ ଖବର ଆଣିଛି ଭାରତୀୟ ରେଳବାଇ । ଭାରତୀୟ ରେଳବିଭାଗ ପକ୍ଷରୁ ନବଜାତ ଶିଶୁଙ୍କ ପାଇଁ ଲଞ୍ଚ ହୋଇଛି ସ୍ୱତନ୍ତ୍ର ସିଟ ।…
ଭୟାନକ କିଙ୍ଗ କୋବ୍ରାକୁ ଜବତ କଲେ ଯୁବକ: କ୍ଷେତରେ ପଶି ଆତଙ୍କ ମଚାଇଥିଲା ୧୩ ଫୁଟ ଲମ୍ବର ସାପ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଜଣେ ଚାଷୀଙ୍କ କ୍ଷେତରୁ ଏକ ଭୟଙ୍କର ବିଶାଳକାୟ ସାପ ଉଦ୍ଧାର କରାଯାଇଛି । ୧୩ ଫୁଟ ଲମ୍ବର ଏହି କିଙ୍ଗ କୋବ୍ରାକୁ ଚାଷୀ ଏବଂ ଅନଞ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଏହାପରେ ସେ ସ୍ନେକ…
ଦୁଷ୍କର୍ମ ଘଟଣାରେ ମୌଲବୀକୁ ଅଜୀବନ ଜେଲ ଦଣ୍ଡ ଦେଲେ ନ୍ୟାୟଧୀଶ: ପରେ କଲେ ଏମିତି କାମ
କୋଟା: ଦୁନିଆରେ ବଢୁଛି ଦୁଷ୍କର୍ମ । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସିବା ସହିତ କୋର୍ଟରେ ମଧ୍ୟ ଏମିତି ଅନେକ ମାମଲା ମଣିଷ ଜାତି ଏବଂ ମଣିଷତ୍ୱକୁ ନିନ୍ଦା କରୁଛି । ଯବତୀଙ୍କଠାରୁ ଆରମ୍ଭ କରି ବୃଦ୍ଧା ଏବଂ…
ACC- ଅମ୍ବୁଜା ସିମେଣ୍ଟ ଚୁକ୍ତି: ଲିଷ୍ଟର ସବୁଠୁ ଆଗରେ JSW ଏବଂ ଆଦାନୀ ଗ୍ରୁପ
ନୂଆଦିଲ୍ଲୀ: ଭାରତରେ ସ୍ୱିଜରଲ୍ୟାଣ୍ଡ ଆଧାରିତ ହୋଲସିମ ଏଜିର ସିମେଣ୍ଟ ବ୍ୟବସାୟକୁ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ଦେଶର ପ୍ରତିଷ୍ଠିତ କମ୍ପାନୀ । କିନ୍ତୁ ଅଦାନୀ ଗ୍ରୁପ ଅଫ କମ୍ପାନୀଜ ଏବଂ JSW ଏହି ତାଲିକାର…
ଏତେ ବଡ କଲମ, ଯାହାକୁ ଲେଖିବା ପାଇଁ ଦରକାର ହୁଅନ୍ତି ୫-୬ ଜଣ ବ୍ୟକ୍ତି: ଗିନିଜ ରେକର୍ଡରେ ପାଇଲା ସ୍ଥାନ
ନୂଆଦିଲ୍ଲୀ: ଗିନିଜ ବୁକରେ ରେକର୍ଡ କରିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଚେଷ୍ଟା କରିଥାନ୍ତି । ନୂଆ ନୂଆ ଜିନିଷ ଉଦ୍ଭାବନ କରି ବିଶ୍ୱ ରେକର୍ଡରେ ଏମିତି ନିଜ ନାମ ସାମିଲ କରିବାର ଥାଏ ସମସ୍ତଙ୍କ ଲକ୍ଷ୍ୟ । ଠିକ…
ଭାରତକୁ ଆସିବ କି କରୋନାର ଚତୁର୍ଥ ଲହର?: ଜାଣନ୍ତୁ ଉତ୍ତରରେ କ’ଣ କହିଲେ IIT କାନପୁରର ପ୍ରଫେସର
ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ । ଗତ ୮ ଦିନରୁ ପ୍ରତିଦିନ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଥିପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକ କରି କଟକଣା…