Browsing Category

ଦେଶ

ଉତ୍ତର ପ୍ରଦେଶ ଏକ୍ଜିଟ ପୋଲରେ ଆଗୁଆ ବିଜେପି: ପ୍ରଭାବ ପକାଇଲାନି ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ: ଶେଷ ହୋଇଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ୫ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ବେଳେ ପ୍ରାର୍ଥୀଙ୍କ ଭାଗ୍ୟ ବାଲଟ ବକ୍ସରେ ଲକ୍ ହୋଇଯାଇଛି ।…

ମମତାଙ୍କ ବିମାନ ଭାରସାମ୍ୟ ହରାଇବା ଘଟଣା: ମୁଖ୍ୟମନ୍ତ୍ରୀ ବଖାଣିଲେ ଅନୁଭବ

ମଝି ଆକାଶରେ ଭାରସାମ୍ୟ ହରାଇବା ଘଟଣାର ଦୁଇଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଖରାପ ପାଣିପାଗ କାରଣୁ ବିମାନ ଭାରସାମ୍ୟ ହରାଇ ନଥିଲା ବରଂ ବିମାନ ସାମ୍ନାରେ…

ନିର୍ବାଚନ ଶେଷ ହେବା ପରେ ଆସିଲା ଏକ୍ଜିଟ୍ ପୋଲ୍ ରିପୋର୍ଟ: ବିଜେପି ହାତରେ ୟୁପି, ପଞ୍ଜାବରେ କେଜ୍ରିୱାଲଙ୍କ ପଲ୍ଲା ଭାରି

ନୂଆଦିଲ୍ଳୀ: ୫ଟି ରାଜ୍ୟକର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଭୋଟ ବାକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୧୦ ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ଏକ୍ସିଟ୍ ପୋଲ୍ ରିପୋର୍ଟ…

ମହଙ୍ଗା ମାଡର ମୁକାବିଲା: ରେପୋ ରେଟ୍ ବୃଦ୍ଧି କରିପାରେ ରିଜର୍ଭ ବ୍ୟାଙ୍କ, ମହଙ୍ଗା ହେବ ଲୋନ୍

ନୂଆଦିଲ୍ଳୀ: ଭାରତୀୟ ଅର୍ଥନୈତିକ ବଜାର ବିଗତ କିଛି ଦିନ ଧରି ଗଭୀର ଅର୍ଥନୈତକ ସଙ୍କଟର ସମ୍ମୁଖୀନ ହେଉଛି । କରୋନା କାରଣରୁ ଅର୍ଥନୈତିକ ସଙ୍କଟ ଦେଖା ଦେଇଥିବା ବେଳେ ବର୍ତ୍ତମାନ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁର…

ଦରକାର ନାହିଁ ଏମିତି ଚାକିରି: ୧୩ ବର୍ଷ ହେଲାଣି ସରକାରୀ ଚାକିରିଆଙ୍କୁ ମିଳୁଛି ୭୫ ଟଙ୍କା ଦରମା

ନୂଆଦିଲ୍ଳୀ: ସରକାରୀ ଚାକିରି ପ୍ରତି ରହିଥାଏ ସମସ୍ତଙ୍କର ଦୁର୍ବଳତା । ତେବେ ଏମିତି ଜଣେ ସରକାରୀ ଚାକିରିଆ ଅଛନ୍ତି ଯିଏ ବିଗତ ୧୩ ବର୍ଷ ମଧ୍ୟରେ ମାତ୍ର ୭୫ ଟଙ୍କାର ଦରମା ପରାଉଛନ୍ତି । ସରକାରୀ କଳ ଏବଂ ନାଲି ଫିତାର…

ପୁଟିନଙ୍କ ସହ କଥା ହେଲେ ମୋଦୀ: ଜେଲେନସ୍କୀଙ୍କ ସହ ସିଧା କଥା ହେବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ସଙ୍କଟକୁ ନେଇ ଋଷ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନ ସଙ୍କଟକୁ ନେଇ ଉଭୟ…

ବଡ଼ ଖବର: ମେଡିକାଲ୍ ଆଡମିଶନ୍ ନେଇ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ମେଡିକାଲ୍ କଲେଜ୍ ରେ ଆଡମିଶନ୍ ନେଇ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି । ଘରୋଇ ମେଡିକାଲ୍ କଲେଜ୍ ରେ ଆଡମିଶନ୍ ପ୍ରସଙ୍ଗରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏଣିକି…

୭୫ ବର୍ଷ ବୟସର ନେତାଙ୍କୁ ବିଜେପି ଟିକେଟ ଦେବନି: ତେବେ ୨୦୨୪ରେ ମୋଦୀ ନିର୍ବାଚନ ଲଢ଼ିବେ ନା ନାହିଁ?

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ନିଶ୍ଚିତ ଭାବେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । କାରଣ ଏହି ବର୍ଷ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ହ୍ୟାଟ୍ରିକ୍ ହାସଲ କରିପାରନ୍ତି ବା ଦେଶ ଜଣେ ନୂଆ…

ମନି ଲଣ୍ଡରିଂ ମାମଲା: ୧୪ ଦିନ ନ୍ୟାୟିକ ହେପାଜତରେ ଗଲେ ନୱାବ ମଲିକ

ନୂଆଦିଲ୍ଲୀ: ଦାଉଦ୍ ଇବ୍ରାହିମ୍ ମନ ଲଣ୍ଡ୍ରିଂ ମାମଲାରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ୍ ମଲିକଙ୍କୁ ମୁମ୍ବାଇର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ସୂଚନାଯୋଗ୍ୟ…

ଫଳାଫଳ ପୂର୍ବରୁ ଏହି ରାଜ୍ୟରେ ପରାଜୟ ସ୍ଵିକାର କଲା ବିଜେପି, ନେତା କହିଲେ- ୪ ରାଜ୍ୟରେ ଗଢିବୁ ସରକାର

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଜାରି ହେବ ଏକଜିଟ୍ ପୋଲ। ଏଥିରୁ ଅନୁମାନ କରାଯାଇ ପାରିବ ଯେ, କେଉଁ ରାଜ୍ୟରେ କାହାର ସରକାର ହେବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ଜନତା…