Browsing Category
ଦେଶ
ଜଣେ ଶିକ୍ଷାମନ୍ତ୍ରୀଙ୍କ ୩ ସମ୍ପର୍କୀୟଙ୍କୁ ରାଜ୍ୟ ପ୍ରଶାସନିକ ସେବା ପାଇଁ କରାଗଲା ଚୟନ, ଇଣ୍ଟରଭ୍ୟୁ ମାର୍କକୁ ନେଇ ଜୋର୍ ଧରିଲା ଚର୍ଚ୍ଚା
ନୂଆଦିଲ୍ଲୀ: ଜଣେ ଶିକ୍ଷା ମନ୍ତ୍ରୀଙ୍କ ୩ ଜଣ ସମ୍ପର୍କୀୟଙ୍କୁ ରାଜ୍ୟ ପ୍ରଶାସନିକ ପରୀକ୍ଷାରେ ଚୟନ କରାଯିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟସରା ଏହି ଘଟଣାକୁ ନେଇ…
କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ! ୟେଦ୍ଦୁରାପ୍ପା ଆୟୋଜନ କରିଛନ୍ତି ବିଦାୟକାଳୀନ ଭୋଜି
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତ ବର୍ଷରେ ରାଜନୀତି ସରଗରମ ରହିଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ପରେ ଏବେ ବିଭିନ୍ନ ରାଜ୍ୟରେ ମଙ୍ଗୁଆଳ ଚେଞ୍ଜ ହେବାରେ ଲାଗିଛି…
ଭାରତ କଲା ବିଶ୍ୱ ରେକର୍ଡ: ମାତ୍ର ୨୪ ଘଣ୍ଟାରେ ନିର୍ମାଣ କଲା ୨.୫ କିଲୋମିଟରର ୪ ଲେନ୍ କଂକ୍ରିଟ ରାସ୍ତା
ନୂଆଦିଲ୍ଲୀ: କୋଭିଡ କଟକଣା ମଧ୍ୟରେ ଜାତୀୟ ରାଜପଥ ନିର୍ମାଣରେ ତୀବ୍ର ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ଟ୍ୱିଟରରେ ସେ କହିଛନ୍ତି ଯେ ୨୦୨୦-୨୧ ମଧ୍ୟରେ ରାଜପଥ…
କଙ୍ଗନାଙ୍କ ଫିଲ୍ମ ପାଇଁ ବିଜେପି-କଂଗ୍ରେସ ମୁହାଁମୁହିଁ, ତେଜିଲା ରାଜନୀତି
ନୂଆଦିଲ୍ଲୀ: ବଲିଉଡର ପଙ୍ଗା କ୍ୱିନ୍ ତଥା କଣ୍ଟ୍ରାଭର୍ସି କ୍ୱିନ୍ ଭାବେ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଇମର୍ଜେନ୍ସୀ' ସମ୍ପ୍ରତି ରାଜନୀତିକ ଝଡ଼ ସୃଷ୍ଟି କରିସାରିଲାଣି । ଏହି ପ୍ରସଙ୍ଗକୁ ନେଇ…
୨୦୨୪ ଲୋକସଭା ପର୍ଯ୍ୟନ୍ତ ସୋନିଆ ହିଁ ରହିବେ କଂଗ୍ରେସର ବସ୍, ବିଦ୍ରୋହୀଙ୍କୁ ମିଳିପାରେ ପ୍ରମୋସନ
ନୂଆଦିଲ୍ଲୀ : ଦୀର୍ଘ ସମୟ ଧରି କଂଗ୍ରେସରେ ନେତୃତ୍ଵ ପରିବର୍ତ୍ତନ ଦାବି ଉଠି ଆସିଛି। ଏନେଇ ଦଳରେ ବିରୋଧର ସ୍ଵର ମଧ୍ୟ ଉଠିଛି। ସାଂଗଠନିକସ୍ତରରେ ନିର୍ବାଚନ କରିବାକୁ ବରିଷ୍ଠ ନେତା ମଧ୍ୟ ଦାବି କରି ଆସିଛନ୍ତି। ହେଲେ…
ଶୀର୍ଷକୁ ଉଠିଲେ ମିତାଲି, ଖସିଲେ ଷ୍ଟାଫାନି ଟେଲର୍
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ମଧ୍ୟ ବିଶ୍ୱ ସ୍ତରରେ ଭଲ ମାନ୍ୟତାରେ ରହିଛି । ପୁରୁଷ ଖେଳାଳିଙ୍କଠାରୁ ମହିଳାମାନେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପୁଣିଥରେ ପ୍ରମାଣିତ କରିଛନ୍ତି । ଏହିକ୍ରମରେ ଭାରତୀୟ…
ପଞ୍ଜାବ ଫାଇଟ୍: କ୍ରିକେଟରଙ୍କ ପାୱାର ଧମାକା, ପଛରେ ପଡ଼ିଲେ କ୍ୟାପଟେନ୍, ସିଦ୍ଧୁଙ୍କ ବାସଭବନରେ ଏକାଠି ହେଲେ ୬୨ କଂଗ୍ରେସ ବିଧାୟକ
ନୂଆଦିଲ୍ଲୀ: ପଞ୍ଜାବ ରାଜନୀତି ସମାପ୍ତ ହେବାର ନାଁ ଧରୁନାହିଁ । ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରଦାନ ପରେ କ୍ୟାପଟେନ-କ୍ରିକେଟର ଫାଇଟ୍ ସମାପ୍ତ ହେବ ବୋଲି ଆଶା କରାଯାଉଥିଲା । ମାତ୍ର…
ଆସିଲା କି ତୃତୀୟ ଲହର! ଦେଶରେ ପୁଣି ରେକର୍ଡ ସ୍ତରରେ ମୃତ୍ୟୁ ସଂଖ୍ୟା, ଜାଣନ୍ତୁ ଆଜି କେତେ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଆଜି ପୁଣି ବଢ଼ିଯାଇଛି । ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଆଜିର ମୃତ୍ୟୁସଂଖ୍ୟା ତୃତୀୟ ଲହର ଡରକୁ ଆହୁରି ବଢ଼ାଇଦେଇଛି । ଗତ କିଛି ଦିନ ହେବଦେଶରେ ମୃତ୍ୟୁସଂଖ୍ୟା…
ବାର୍ଡ ଫ୍ଲୁରେ ପ୍ରାଣ ହରାଇଲା ୧୨ ବର୍ଷର ବାଳକ, କରୋନା ପଜିଟିଭ୍ ହୋଇଥିଲା ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାକୁ ନେଇ ଆଶଙ୍କା ଥମିନଥିବା ବେଳେ ଏହି ସମୟରେ ବାର୍ଡ ଫ୍ଲୁର ଆବିର୍ଭାବ ହୋଇଛି । ଜଣେ ୧୨ ବର୍ଷର ବାଳକ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ଅକାଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।…
ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ନିର୍ବାଚନରେ ନାମାଙ୍କନ ଦାଖଲ କରିଥିବା RJ ଅନନ୍ୟାଙ୍କ ଆତ୍ମହତ୍ୟା: ଫ୍ଲାଟରୁ ମିଳିଲା ଶବ, ଜାଣନ୍ତୁ କାରଣ
କୋଚ୍ଚି: କେରଳ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ତଥା ରାଜ୍ୟର ପ୍ରଥମ ଟ୍ରାନ୍ସ ରେଡିଓ ଜକି ଅନନ୍ୟା କୁମାରୀ ଆଲେକ୍ସ ଆତ୍ମହତ୍ୟା କରିଛନ୍ତି । ଅନନ୍ୟାଙ୍କ ମୃତଦେହ…