Browsing Category

ଦେଶ

ବୟସ ମାତ୍ର ୧୪, ହେଲେ ମନେ ରଖିଛନ୍ତି ୯୧ ଦେଶର ରାଷ୍ଟ୍ରୀୟ ସଙ୍ଗୀତ

ନୂଆଦିଲ୍ଲୀ: ସାଧାରଣତଃ ଆମେ ଅନ୍ୟ ଦେଶର ଭାଷାକୁ ସହଜରେ ବୁଝି ପାରିନଥାନ୍ତି । ଏହାକୁ ବୁଝିବାକୁ ମଧ୍ୟ ଆମକୁ ସମୟ ଲାଗିଥାଏ । ତେବେ ଆମେ ଏମିତି ଜଣେ ବାଳକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ବିଭିନ୍ନ ଦେଶର…

ଅଶ୍ଲୀଳ କଣ୍ଟେଣ୍ଟ ପ୍ରତ୍ୟାହାର ନକଲେ କାର୍ଯ୍ୟାନୁଷ୍ଠାନ; ଟ୍ୱିଟ୍ଟରକୁ ମହିଳା କମିଶନଙ୍କ ଚେତାବନୀ

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଟ୍ୱିଟ୍ଟର ନିମନ୍ତେ ଏକ ପତ୍ର ଲେଖିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ରହିଥିବା ସମସ୍ତ ଅଶ୍ଲୀଳ ଶୀର୍ଷକ ହଟାନଗଲେ…

ସାଧାରଣ ଲୋକଙ୍କୁ ବଡ଼ ଝଟକା: ବଢ଼ିଲା ଅମୁଲ କ୍ଷୀରର ଦାମ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କରୋନା କାଳରେ ପେଟ୍ରୋଲ-ଡିଜେଲ, ଖାଇବା ତେଲ ଦର ମହଙ୍ଗା ହେଉଥିବା ବେଳେ ଏବେ ସାଧାରଣ ଲୋକଙ୍କୁ ଲାଗିଛି ବଡ଼ ଝଟକା । ଏଣିକି ଲୋକମାନଙ୍କୁ ମହଙ୍ଗା ଦରରେ କ୍ଷୀର କିଣିବାକୁ ପଡ଼ିବ । ଅମୁଲ କମ୍ପାନୀ କ୍ଷୀରର…

ହତ୍ୟା ଧମକ ଦେଇ ଅଡୁଆରେ ଶଶୀକଳା: ଥାନାରେ ରୁଜୁ ହେଲା ମାମଲା

ଚେନ୍ନାଇ: ଦିବଙ୍ଗତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭି କେ ଶଶୀକଳା ହତ୍ୟା ଧମକ ପାଇଁ ଅଡୁଆରେ ପଡିଛନ୍ତି । ପୂର୍ବତନ ତାମିଲନାଡୁ ଆଇନମନ୍ତ୍ରୀ ତଥା ଏଆଇଡିଏମକେ ନେତା ସି ଭି ସନମୁଗମ…

ଦିଲିପ କୁମାର ଓ ନସୀରୁଦ୍ଦିନ ଶାହଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ; କେମିତି ଅଛନ୍ତି ଜାଣନ୍ତୁ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଦିଲୀପ କୁମାର ପୁଣି ଅସୁସ୍ଥ । ରିପୋର୍ଟ ଅନୁଯାୟୀ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ସମୟରେ ୯୮ ବର୍ଷୀୟ ଦିଲୀପ କୁମାର ମୁମ୍ବାଇର ପି.ଡି…

ଭାରତରେ ପୁରୁଷଙ୍କ ତୁଳନାରେ କମ୍ ମହିଳା ନେଉଛନ୍ତି କରୋନା ଟିକା

ନୂଆଦିଲ୍ଲୀ: ଭାରତରେ ଜାନୁଆରୀ ୧୬ ଠାରୁ ଆରମ୍ଭ ହୋଇଛି ଟିକାକରଣ । ୧୨ରୁ ୨୯ ଜୁନ ମଧ୍ୟରେ ଆଠ ଦିନରେ ଭାରତରେ କାନାଡାର ଜନସଂଖ୍ୟାଠାରୁ ଅଧିକ ଲୋକଙ୍କୁ ଟିକା ଦଆଯାଇଛି । ଏବେ କେନ୍ଦ୍ର ସରକାର ଭାକ୍ସିନ୍ ନିର୍ମାତାଙ୍କ…

ଖୁସି ଖବର : DELTA ଭାରିଆଣ୍ଟ ବିପକ୍ଷରେ ପ୍ରଭାବଶାଳୀ କୋଭାକ୍ସିନ୍

ହାଇଦ୍ରାବାଦ: ପ୍ରଥମ ଭାରତୀୟ କରୋନା ଟିକା କୋଭାକ୍ସିନକୁ ନେଇ ଆଉ ଏକ ଖୁସି ଖବର । କରୋନା ଭାଇରସର ପରିବର୍ତ୍ତିତ ରୂପ DELTA ଭାରିଆଣ୍ଟ ବିପକ୍ଷରେ ଲଢିବାରେ ଏହି ସ୍ୱଦେଶୀ ଟିକା ସଫଳ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…

ସବୁଦିନ ପାଇଁ ବନ୍ଦ ହୋଇଯିବ ଗୋଆର ପ୍ରସିଦ୍ଧ TITO’S କ୍ଲବ୍, ବିକ୍ରି ପାଇଁ କରାଗଲା ଘୋଷଣା

ନୂଆଦିଲ୍ଲୀ: ଭାରତବର୍ଷରେ ଗୋଆ ହେଉଛି ଏକ ପ୍ରସିଦ୍ଧ ଭ୍ରମଣସ୍ଥଳ । ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ଗୋଆ ବୁଲିବାକୁ ଯିବା ସମୟରେ ପ୍ରସିଦ୍ଧ ନାଇଟ୍ କ୍ଲବ ଟିଟୋକୁ ଯାଇ ଆନନ୍ଦ ଉଠାଇ ଥାଆନ୍ତି । ତେବେ ପର୍ଯ୍ୟଟନ…

କରୋନାରେ ମୃତ୍ୟୁ ହେଲେ ପରିଜନଙ୍କୁ ମିଳିବ କ୍ଷତିପୂରଣ, ସୁପ୍ରିମକୋର୍ଟଙ୍କ ଆଦେଶ- ରାଶି ନିର୍ଦ୍ଧାରଣ କରନ୍ତୁ ସରକାର

ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ କ୍ଷତିପୂରଣ ଦାବିରେ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଉପରେ ବୁଧବାର ବଡ ନିଷ୍ପତ୍ତି ଆସିଛି। ସର୍ବୋଚ୍ଚ ନ୍ୟାୟାଳୟ କରୋନାରେ ମୃତ୍ୟୁ ଘଟିଥିବା ମୃତକଙ୍କ…

କ୍ୟାପଟେନ ବନାମ କ୍ରିକେଟର: ସିଦ୍ଧୁଙ୍କ ସହ ରାହୁଲ-ସୋନିଆଙ୍କୁ ଭେଟିଲେ ପ୍ରିୟଙ୍କା,  ପଞ୍ଜାବ ବିବାଦରେ ଶୀଘ୍ର ପଡିବ ପୂର୍ଣ୍ଣଛେଦ ?

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସରେ ଜାରି  କଳହ ଥମିବାର ନାଁ ଧରୁନାହିଁ। ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ବନାମ କ୍ରିକେଟର ମଧ୍ୟରେ ଜାରି ବିବାଦ ପାର୍ଟି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପାର୍ଟି…