Browsing Category
ଦେଶ
ଝିଅର ଅନଲାଇନ୍ କ୍ଲାସ୍ ପାଇଁ ପ୍ରବଳ ବର୍ଷାରେ ଘଣ୍ଟାଘଣ୍ଟା ଛତା ଧରି ରାସ୍ତାରେ ଠିଆ ହେଉଛନ୍ତି ବାପା
ବେଙ୍ଗାଲୁରୁ: ଆଜି ହେଉଛି ବିଶ୍ୱ ପିତୃ ଦିବସ । ଏହି ଅବସରରେ ପିଲାମାନେ ନିଜ ବାପାଙ୍କୁ ଖୁସି କରିବାକୁ ନାନା ପ୍ରକାରର ଉଦ୍ୟମ କରୁଛନ୍ତି । ହେଲେ ସବୁପରେ ବି ବାପାଙ୍କ ଋଣ ସୁଝିବା ଅସମ୍ଭବ । ତେବେ କିଛିଦିନ ହେବ…
ଦିଲ୍ଲୀରେ ‘ଅନ୍ଲକ୍’ ପ୍ରକ୍ରିୟା ଜାରି: ୫୦ ପ୍ରତିଶତ କ୍ଷମତା ସହିତ ଖୋଲିଲା ବାର୍, ଉଦ୍ୟାନ, ବଗିଚା
ନୂଆଦିଲ୍ଲୀ: ଦିଲ୍ଲୀରେ ‘ଅନ୍ଲକ୍’ ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରବିବାର ‘ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ (ଡିଡିଏମ୍ଏ) ରାଜଧାନୀ ନିମନ୍ତେ ଆହୁରି କିଛି କଟକଣାକୁ କୋହଳ କରିଛନ୍ତି…
ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବନି କରୋନା ଭ୍ୟାକ୍ସିନ୍, ଆସିଲା ଅଧ୍ୟୟନ ରିପୋର୍ଟ
ଭୁବନେଶ୍ୱର: କୋଭିଡ୍ ଭ୍ୟାକ୍ସିନ୍ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା । ତେବେ ଏହି ସମସ୍ୟା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଆମି ୟୁନିଭରସିଟି ପକ୍ଷରୁ…
ଋଣଭାରରେ ବୁଡ଼ି ରହିଥିବା ଅନିଲଙ୍କୁ ପୁଣି ୧୬୦ କୋଟିର ଝଟକା, ପ୍ରାଇଭେଟ୍ ବ୍ୟାଙ୍କ ନେଲା ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ପୂର୍ବରୁ ଋଣଭାରରେ ବୁଡ଼ି ରହିଥିବା ଅନିଲ ଅମ୍ବାନୀଙ୍କୁ ଲାଗିଛି ପୁଣି ଏକ ଝଟକା । ରିଲାଏନ୍ସ ହୋମ ଫାଇନାନ୍ସ ଓ ରିଲାଏନ୍ସ କମର୍ସିଆଲ ଫାଇନାନ୍ସରେ ୧୬୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ନେଇ…
କୋଭିଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ରାଶି ଦେଇପାରିବେନି ମୋଦୀ ସରକାର
ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, କରୋନାଭାଇରସ୍ ମହାମାରୀରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ…
ଅଯୋଧ୍ୟାରେ ଆଉ ଏକ ଜମି ବିବାଦ, ୨୦ ଲକ୍ଷ ଟଙ୍କାର ଜମି ଅଢେଇ କୋଟିରେ ବିକ୍ରି ହୋଇଥିବା ଅଭିଯୋଗ, ବଢିଲା ବିଜେପିର ମୁସ୍କିଲ
ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଜାରି ରହିଥିବା ବେଳେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଣା ଯାଇଥିବା ଏକ ଜମିକୁ ନେଇ ବିବାଦ ଦିନକୁ ଦିନ ଅଧିକ ଘନୀଭୁତ ହେବାରେ…
ଜମ୍ମୁ-କାଶ୍ମୀର ସର୍ବଦଳୀୟ ବୈଠକକୁ ନେଇ ଚିନ୍ତାରେ ପାକିସ୍ତାନ; ଭାରତକୁ ଦେଲା ଚେତାବନୀ
ନୂଆଦିଲ୍ଲୀ: ଜୁନ୍ ୨୪ରେ ରାଜଧାନି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏଥିରେ ଜାମ୍ମୁ କାଶ୍ମୀର ୧୪ ଜଣ ନେତାଙ୍କୁ ଡକାଯାଇଛି ।…
ମହାରାଷ୍ଟ୍ରରେ ମହାନାଟକ: ଉଦ୍ଧବ କହିଲେ- ଏକାକୀ ନିର୍ବାଚନ ଲଢିବା କଥା କହିଲେ, ଲୋକେ ଜୋତାରେ ପିଟିବେ
ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଜାରି ରହିଛି ମହାନାଟକ। ମହାବିକାଶ ଅଘାଡିରେ ଦିନକୁ ଦିନ ମତଭେଦ ବଢିବାରେ ଲାଗିଛି। ମେଣ୍ଟ ସରକାରରେ ଶିବସେନା ଓ କଂଗ୍ରେସ ମଧ୍ୟରେ ଫାଟ ରାଜନୀତିକୁ ଆହୁରି ସରଗରମ କରିଛି। ଶିବସେନା…
ଦିଲ୍ଲୀରେ ଭୁ-କମ୍ପର ଝଟକା, ତୀବ୍ରତା ୨.୧
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୁକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ ରେ ଭୁକମ୍ପର ତୀବ୍ରତା ୨.୧ ରହିଥିଲା । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ଭୁକମ୍ପର ଝଟକା ରବିବାର ୧୨ଟା…
ଭାରତରୁ ଦୁବାଇ ଯାଉଥିବା ଯାତ୍ରୀଙ୍କ ପାଇଁ କୋହଳ ହେଲା ପ୍ରତିବନ୍ଧକ; ଜାଣନ୍ତୁ କଣ ରହିଛି ସର୍ତ୍ତାବଳୀ..
ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ପୁଣି ଥରେ ପରିବହନ ଉପରୁ ପ୍ରତିବନ୍ଧକକୁ କୋହଳ କରାଯାଉଛି । ଏହି ପର୍ଯ୍ୟାୟରେ ଭାରତ ସହ ଅନ୍ୟାନ୍ୟ ଦେଶରୁ ଦୁବାଇକୁ ଆସୁଥିବା ଯାତ୍ରୀଙ୍କ ପାଇଁ…