Browsing Category
ଦେଶ
୮୬ ବର୍ଷରେ ଦଶମ ପାସ୍ କଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା, ରଖିଲେ ଏତିକି ପ୍ରତିଶତ ମାର୍କ
ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା ଇଂରାଜୀ ବିଷୟରେ ପାସ ହେବା ସହିତ ଦଶମ ଶ୍ରେଣୀରେ ପାସ ହୋଇଛନ୍ତି । ୮୬ ବର୍ଷୀୟ ଚୌଟାଲା ଗତ ଅଗଷ୍ଟ ୧୮ ତାରିଖରେ ଇଂରାଜୀ ପରୀକ୍ଷା ଦେଇଥିଲେ । ଏହାର…
୮ ମାସର ଗର୍ଭବତୀ ମହିଳା ପୋଲିସ ଅଫିସରଙ୍କୁ ବୀଭତ୍ସ ହତ୍ୟା; ବର୍ବରତାର ସୀମା ଲଂଘିଲେ ତାଲିବାନୀ
ନୂଆଦିଲ୍ଲୀ: ତାଲିବାନୀ ମାନେ ଆଫଗାନିସ୍ତାନ କବଜା କରିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଆଫଗାନିସ୍ତାନର ଘୋର ପ୍ରଦେଶରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଅତ୍ୟନ୍ତ ବୀଭତ୍ସ…
ବିଶ୍ୱର ଟପ ଲିଡରଙ୍କୁ ପଛରେ ପକାଇଲେ ମୋଦୀ : Among all adults ସର୍ଭେରେ ଏକ ନମ୍ବର
ନୂଆଦିଲ୍ଲୀ: ବିଶ୍ୱରେ ବଢିଲା ମୋଦୀଙ୍କ ଲୋକପ୍ରିୟତା । ଜୋ ବାଇଡେନ, ବୋରିସ୍ ଜନସନ, ଆଞ୍ଜେଲା ମର୍କେଲ, ଜଷ୍ଟିନ ଟ୍ରୁଡୋ ଏବଂ ଅନ୍ୟ ହେଭିୱେଟଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଟପ ଲିଡର…
୭ ଘଣ୍ଟାରେ ୧୦୦ ବନ୍ଧ୍ୟାକରଣ ଅସ୍ତ୍ରୋପଚାର; ଡାକ୍ତରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ମାତ୍ର ୭ ଘଣ୍ଟାରେ ୧୦୦ରୁ ଅଧିକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତର । ଶୁଣିବାକୁ ଅବାସ୍ତବ ଲାଗୁଥିଲେ ମଧ୍ୟ ଏମିତି ଏକ ଘଟଣା ଘଟିଛି ଛତିଶଗଡରେ । ଛତିଶଗଡର ସୁରଗୁଜାରେ ଏକ ସରକାରୀ କ୍ୟାମ୍ପରେ…
ପୂର୍ବତନ ଆଫଗାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ISI ମୁଖ୍ୟ: ମିଳିତ ସରକାର ଗଠନ ସମ୍ଭାବନା
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ପାକ ଗୁଇନ୍ଦା ସଂସ୍ଥା ଆଇଏଆଇ ମୁଖ୍ୟ ଜେନେରାଲ ଫୈଜ ଅହମ୍ମଦ ପୂର୍ବତନଗ ଆଫଗାନ ପ୍ରଧାନମନ୍ତ୍ରୀ ଗୁଲବୁଦ୍ଦିନ ହେକମାତ୍ୟାରଙ୍କୁ ଭେଟିଛନ୍ତି । ଫୈଜ ଅହମ୍ମଦ କାବୁଲ…
ISISର ଆତଙ୍କୀ ହମଲା; ୧୩ ପୋଲିସ କର୍ମୀ ନିହତ
ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ପକ୍ଷରୁ ଆଉ ଏକ ବର୍ବର ଆକ୍ରମଣ କରାଯାଇଛି । ପୋଲିସ ବାହିନୀ ଉପରେ ଆଇଏସଆଇଏସ ପକ୍ଷରୁ ଆକ୍ରମଣ କରାଯିବାରୁ ୧୩ ଜଣ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି । ଉତ୍ତର ଇରାକରେ ଏକ…
ପାକିସ୍ତାନ ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୨୦ ଆହତ: ତେହରିକ-ଏ-TALIBANକୁ ଦୋଷ ଦେଲେ ଇମ୍ରାନ ଖାନ
ନୂଆଦିଲ୍ଲୀ: ପାକିସ୍ତାନରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର କ୍ୱେଟ୍ଟା ପ୍ରଦେଶରେ ଏକ ମୋଟର ବାଇକରେ ଆସି ସୁଇସାଇଡ ବମ୍ବର ଜଣକ ନିଜକୁ…
କେବଳ ୬୦ ଟଙ୍କା ପାଇଁ ସାଙ୍ଗକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା, ୧୧ ଖଣ୍ଡରେ ମିଳିଲା ଶବ
ହମୀରପୁର: ମାତ୍ର ୬୦ ଟଙ୍କା ପାଇଁ ମୃତ୍ୟୁର ଦ୍ୱାର ଦେଖାଇଲା ସାଙ୍ଗ । ମୃତକ ଓ ଅଭିଯୁକ୍ତ ଦୁଇଜଣ ସାଙ୍ଗ ହୋଇଥିବା ବେଳେ ୬୦ ଟଙ୍କା ମାଗିବାରୁ ୧୩ ବର୍ଷର ସାଙ୍ଗ ନିଜର ୧୧ ବର୍ଷର ସାଙ୍ଗକୁ ପଥର ମାରି ହତ୍ୟା କରିଛି ।…
ଆପଣଙ୍କୁ ଦିଆଯାଉଥିବା ଭ୍ୟାକ୍ସିନ ଅସଲି କି ନକଲି, କେମିତି ଚିହ୍ନିବେ ? କେନ୍ଦ୍ର କହିଲା ଫର୍ମୁଲା
ନୂଆଦିଲ୍ଲୀ : କରୋନା ଲଢେଇ ପାଇଁ ଦୁନିଆରେ ଅଧିକରୁ ଅଧିକ ଟିକାକରଣ କରାଯାଉଛି । ହେଲେ ଏହା ମଧ୍ୟରେ ଖବର ଆସିଛି ଯେ, ଅନେକ ସ୍ଥାନରେ ନକଲି ଟିକା ଦିଆଯାଉଛି । ଏପରିକି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ନକଲି ଟିକା କାରବାରର…
ତୃତୀୟ ଲହର ମୁଁହା ଭାରତ, ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୦୮ ମୃତ
ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ୪୨ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩ ଶହରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ…