Browsing Category
ଦେଶ
ଓଡ଼ିଶାରୁ ଟଳିନି ବାତ୍ୟା ଭୟ, ଘନଉଛି ଏକ ଝଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଲୋକେ କଲବଲ ହେଉଥିବାବେଳେ ପୁଣି ଏକ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି ହୋଇଛି । ଆରବ ସାଗରରୁ ବାତ୍ୟା ତଉକ୍ତେ ଭୀଷଣ ରୂପ ନେଇ ଗୁଜରାଟ ଓ ମହାରାଷ୍ଟ୍ରର ସ୍ଥିତି…
କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ସହ ମିଳିବ ରାସନ, ବଡ଼ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଦିଲ୍ଲୀରେ କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି । ଏହାସହ ପେନସନ ପାଇଁ…
ବହୁରୂପୀ କରୋନା, ସିଙ୍ଗାପୁର ଷ୍ଟ୍ରେନ୍ ନେଇ ଚିନ୍ତା
ନୂଆଦିଲ୍ଲୀ: ବାରମ୍ବାର ରୂପ ବଦଳାଉଛି ମହାମାରୀ କରୋନା ଭାଇରସ୍ । ଏହାରି ମଧ୍ୟରେ ସିଙ୍ଗାପୁରରେ ଦେଖାଦେଇଛି ଏହି ଭୂତାଣୁର ନୂଆ ଷ୍ଟ୍ରେନ୍ । ଏଥିପ୍ରତି ସତର୍କ ନହେଲେ ଭାରତ ପାଇଁ ତୃତୀୟ ତରଙ୍ଗର ଆଶଙ୍କା ରହିଥିବା…
ଦେଶରେ ୧୫-୨୦ ଦିନରେ କେମିତି ଦୂର ହେବ ଭ୍ୟାକ୍ସିନର ଅଭାବ, ପ୍ରସ୍ତାବ ଦେଲେ ରୋଡ୍ ମ୍ୟାନ ନୀତିନ ଗଡକରୀ
ନୂଆଦିଲ୍ଲୀ ୧୯ ।୦୫: କରୋନାର ଦ୍ୱିତୀୟ ଲହରରେ ଦେଶର ସ୍ୱାସ୍ଥ୍ୟବସ୍ଥା ଭୁଷୁଡି ପଡିଛି । ଅନେକ ରାଜ୍ୟରେ ଭ୍ୟାକ୍ସିନର ଅଭାବ ଏବେ ବି ଜାରି ରହିଛି । ଏହାକୁ ନେଇ କେନ୍ଦ୍ର ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି…
ବିଜୟ ମାଲ୍ୟାଙ୍କୁ ଝଟକା: ବ୍ରିଟେନ ହାଇକୋର୍ଟରେ ଖାରଜ ହେଲା ପିଟିସନ, ନିଲାମ ହେବ ସମ୍ପତ୍ତି
ଲଣ୍ଡନ, ୧୯ା୫: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲାଗିଛି ଝଟକା । ମାଲ୍ୟା ଦେବାଳିଆ ସଂଶୋଧନ କରିବା ନେଇ ଆଗତ କରିଥିବା ପିଟିସନକୁ ଲଣ୍ଡନ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଭାରତରେ ଥିବା ମାଲ୍ୟାଙ୍କର ସମ୍ପତ୍ତିର…
ପୁଣି କଡ଼ ଲେଉଟାଇଲା ଗେହଲଟ-ପାଇଲଟ୍ ବିବାଦ: ବିଧାୟକଙ୍କ ଇସ୍ତଫାଙ୍କୁ ନେଇ ରାଜନୀତି ସରଗରମ୍
ନୂଆଦିଲ୍ଲୀ, ୧୯ା୫: ଦେଶରେ କରୋନାର ପ୍ରକୋପ ଭୟଙ୍କର ଭାବେ ଜାରି ରହିଥିବା ବେଳେ ରାଜସ୍ଥାନର କଂଗ୍ରେସରେ ସଙ୍କଟ ଦେଖାଦେଇଛି । ପୂର୍ବରୁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ଶୀତଳ ଯୁଦ୍ଧ ହାଇକମାଣ୍ଡଙ୍କ ପର୍ଯ୍ୟନ୍ତ…
ଦେଶରେ ବଢ଼ିଲା ମୃତ୍ୟୁସଂଖ୍ୟା, ଆଜି ୨.୬୭ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ, ୧୯ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୫୨୯ ଜଣଙ୍କ…
ଆଉ କିଛି ଘଣ୍ଟା ପରେ ‘ତଉକ୍ତେ’ର ଖେଳ ସରିବ, ବର୍ତ୍ତମାନ ସୁଦ୍ଧା ନେଇସାରିଲାଣି ୨୯ ଜଣଙ୍କ ଜୀବନ
ନୂଆଦିଲ୍ଲୀ, ୧୯ା୫ (ଓଡିଶା ଭାସ୍କର): ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ ୨୯ ଜଣଙ୍କ ଜୀବନ ନେଇଛି । ଏଥିସହ ମହାରାଷ୍ଟ୍ର, କେରଳ, ଗୁଜରାଟ, ଗୋଆ ଆଦି ରାଜ୍ୟମାନଙ୍କରେ ତାଣ୍ଡବ ରଚିବା ସହ ବିପୁଳ କ୍ଷୟକ୍ଷତି ଘଟାଇଛି ।…
କରୋନାର ଦ୍ୱିତୀୟ ଲହର କେତେ ଭୟଙ୍କର! ପ୍ରାଣ ହରାଇଲେଣି ୩୦୦ରୁ ଅଧିକ ସାମ୍ବାଦିକ
ନୂଆଦିଲ୍ଲୀ, ୧୯ା୫: କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ସାମ୍ବାଦିକମାନେ ଗ୍ରାଉଣ୍ଡକୁ ଯାଇ ରିପୋର୍ଟ ସଂଗ୍ରହ କରିବା ସହ ନିୟମିତ ଅଫିସ ଯାଇ କାର୍ଯ୍ୟ କରିଆସୁଥିଲେ । ସେଥିପାଇଁ ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧାର…
ସାବଧାନ! ‘ତଉକ୍ତେ’ ପରେ ଆସୁଛି ପୁଣି ଏକ ଭୟଙ୍କର ସାମୁଦ୍ରିକ ଝଡ଼ ‘ୟାଶ’
ନୂଆଦିଲ୍ଲୀ, ୧୯ା୫: ସାମୁଦ୍ରିକ ଝଡ଼ ‘ତଉକ୍ତେ’ର ପ୍ରଭାବରେ ଗୁଜରାଟ, ମହାରାଷ୍ଟ୍ର, କେରଳ, ଗୋଆ ଆଦି ରାଜ୍ୟରେ ଅନେକଙ୍କ ମୃତ୍ୟୁ ଘଟିବା ସହ ପ୍ରବଳ କ୍ଷୟକ୍ଷତି ହୋଇଥିଲା । ତେବେ ଏହି ଝଡ଼ବାତ୍ୟା ପରେ ପୁଣି ଏକ ଭୟଙ୍କର…