Browsing Category

ଦେଶ

ଆଜି ପୁଣି ୩ ଲକ୍ଷ ଟପିଲା ପଜିଟିଭଙ୍କ ସଂଖ୍ୟା: ୨୭୬୭ ଜଣଙ୍କ ମୃତ୍ୟୁ, ୩.୪୯ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ୨୫ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୨ ହଜାର ୩୧୧କୁ…

୧୦୪ ବର୍ଷରେ କରୋନକୁ ମାତ୍ ଦେଲେ ଏହି ସ୍ୱାଧୀନତା ସଂଗ୍ରାମୀ, କହିଲେ- ‘ଡର ନାହିଁ, ଲଢ’

ନୂଆଦିଲ୍ଲୀ,୨୫ ।୪: ପୁଣି ଥରେ ଘାଇଲା କରୁଛି କରୋନା ମହାମାରୀ । ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମନରେ ଭୟର ଛନକା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ବୈତୁଲରେ ୧୦୪ ବର୍ଷର ଜଣେ…

କରୋନା ରୋଗୀଙ୍କ ସେବା କରୁଛନ୍ତି ୪ ମାସର ଗର୍ଭବତୀ ନର୍ସ!

ଗୁଜୁରାଟ ୨୪ । ୪ (ଓଡିଶା ଭାସ୍କର) : ଦେଶରେ ଦ୍ରୁତ ବେଗରେ ବଢୁଥିବା କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢାଇବାରେ ଲାଗିଛି । ସେପଟେ କରୋନାର ଦ୍ୱିତୀୟ ଲହର ଅଧିକ କ୍ଷତିକାରକ ହୋଇ ଥିବାରୁ ସଂକ୍ରମିତଙ୍କ ସଂଖ୍ୟା…

ମହିଳା ମାନେ କେତେବେଳେ ନେଇପାରିବେ କରୋନା ଟୀକା ଜାଣନ୍ତୁ

ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିଚାଲିଛି । ଫଳରେ ପୁଣି ଥରେ ଦେଖାଦେଇଛି ସଂଙ୍କଟ । ଏଭଳି ପରିସ୍ଥିତିରେ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ନିକଟରେ ସରକାର ୧୮ ବୟସରୁ ଅଧିକ ସମସ୍ତଙ୍କୁ ଟିକା…

ମଦ ନ ମିଳିବାରୁ ସାନିଟାଇଜର୍ ପିଇ ୭ ମୃତ

ମୁମ୍ବାଇ, ୨୪ା୪ : ମହାରାଷ୍ଟ୍ରରେ କରୋନା ସଂକମ୍ରଣ ଦ୍ରୁତ ମାତ୍ରାରେ ବ୍ୟାପିବାରେ ଲାଗିଛି । ଏହି କାରଣରୁ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ତେଣୁ ରାଜ୍ୟର ସବୁ ମଦ ଦୋକାନ ବନ୍ଦ କରିଦିଆଯାଇଛି । ତେବେ ଏହା ଭିତରେ…

ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କରୋନା ପଜିଟିଭ ଚିହ୍ନଟ; କେନ୍ଦ୍ର ଗୃହମନ୍ତ୍ରୀ ବି ଥିଲେ ସାଥିରେ

ଗୁଜୁରାଟ ୨୪ । ୪ (ଓଡିଶା ଭାସ୍କର) : ଦେଶରେ ଦ୍ରୁତ ବେଗରେ ବଢୁଥିବା କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢାଇବାରେ ଲାଗିଛି । ସେପଟେ କରୋନାର ଦ୍ୱିତୀୟ ଲହର ଅଧିକ କ୍ଷତିକାରକ ହୋଇ ଥିବାରୁ ସଂକ୍ରମିତଙ୍କ ସଂଖ୍ୟା…

COVID ଟୀକାକରଣରେ ସାହାଯ୍ୟ କରିବାକୁ ଓଡିଶା ବିଜେଡି ସାଂସଦଙ୍କ ୨୦ ଧନୀ ଭାରତୀୟଙ୍କୁ ଆହ୍ୱାନ

ଭୁବନେଶ୍ୱର, ୨୪/୦୪: ଶନିବାର ବିଜେଡି ଜାତୀୟ ମୁଖପାତ୍ର ଡ.ଅମର ପଟ୍ଟନାୟକ ଶ୍ରେଷ୍ଠ ୨୦ ଧନୀ ଭାରତୀୟଙ୍କୁ ମାତୃଭୂମି ପ୍ରତି କର୍ତ୍ତବ୍ୟର ଅଂଶ ଭାବରେ ଅତି କମରେ ୨୫% ଭାରତୀୟଙ୍କୁ ଟୀକାକରଣର ଭାର ବହନ କରିବାକୁ ଆହ୍ୱାନ…