Browsing Category

ଦେଶ

ଜହ୍ନମାମୁଁ ର ଦାମ କେତେ ?

ଭୁବନେଶ୍ୱର:୧ ।୫(ଓଡିଶା ଭାସ୍କର): ପିଲାଟି ଦିନଠୁ ଚନ୍ଦ୍ର ବା ଜହ୍ନମାମୁଁ ସଭିଙ୍କ ମନରେ ଉକ୍ରଣ୍ଠା ସୃଷ୍ଟି କରେ । କେବେ ଭାବିଛନ୍ତି ଚନ୍ଦ୍ରର ଦାମ କେତେ । ଏହା କଣ ବିକ୍ରି ହେବ ? ଚନ୍ଦ୍ର ତ କିଣିବା ସମ୍ଭବ ନୁହେଁ…

ସୃଷ୍ଟି ହେଲା ଘୁର୍ଣ୍ଣି ବଳୟ,ଦୁଇ ଦିନରେ ବଡ ଲଘୁଚାପ

ଭୁବନେଶ୍ୱର:୧ ।୫(ଓଡିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଯାହା ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପର ରୂନ ନେବାକୁ ଯାଉଛି ।ପ୍ରଥମେ ଏହା ଉତ୍ତରରୁ ଉତ୍ତର ପଶ୍ଚିମ ଓ ୩ ରୁ…

ସ୍ତ୍ରୀ କୁ କରୋନା ପାଇଁ ସ୍ୱାମୀର ଆତ୍ମହତ୍ୟା

ଭୁବନେଶ୍ୱର:୧ ।୫(ଓଡିଶା ଭାସ୍କର):ସ୍ୱାମୀ ସ୍ତ୍ରୀ ର ସମ୍ପର୍କ । ସମ୍ପର୍କ ଯୁଗ ଯୁଗର । ସ୍ତ୍ରୀର କଷ୍ଟ ସହିପାରିଲାନି ସ୍ୱାମୀ । ସ୍ତ୍ରୀ କରୋନା ଆକ୍ରାନ୍ତ ହେବା ଜାଣିବା ପରେ ଆତ୍ମହତ୍ୟା କରିଛି ସ୍ୱାମୀ । ଏଭଳି…

ଭାରତକୁ ଆମେରିକାର ୩ମିଲିୟନ ଡଲାର ସହାୟତା

ନୂଆଦିଲ୍ଲୀ, ୩୦ା୪: କୋଭିଡ଼-୧୯ ଫଳରେ ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି । ଅନେକ ଦେଶ କରୋନା ମୁକାବିଲା ପାଇଁ ଅଧିକ ଅର୍ଥରାଶି ଆବଶ୍ୟକ କରୁଛନ୍ତି । ତେବେ ଭାରତ ପୂର୍ବରୁ ଆମେରିକାକୁ ହାଇଡ୍ରୋକ୍ଲୋରୋକୁଇନ ଔଷଧ…

ଯେତେଦିନ ପର୍ଯ୍ୟନ୍ତ ଟୀକା ଆସିନି, ଲକ୍-ଡାଉନ୍ ଜାରି ରହିବ

ଦେଶରେ କରୋନା ପାଇଁ ଲକ୍-ଡାଉନ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକ୍-ଡାଉନ୍ ମେ ୩ରେ ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଏହାକୁ ଆହୁରୀ ବୃଦ୍ଧି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।…

ପ୍ରଥମେ ଅମର ଓ ଏବେ ଆକବରଙ୍କ ଦେହାନ୍ତରେ ମର୍ମହତ ଆନ୍ଥୋନୀ

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର) : ୭୦ ଦଶକରେ ମୁକ୍ତିଲାଭ କରିଥିଲା ବଲିଉଡ ଚଳିଚିତ୍ର ଅମର,ଆକବର,ଆନ୍ଥୋନୀ । ସେତେବେଳେ ଚହଳ ସୃଷ୍ଟି କରିଥିଲା ଏହି ଫିଲ୍ମ । ଏତେ ଲୋକପ୍ରିୟ ଥିଲା ଯେ ସେତେବେଳ ୧୫ କୋଟିର ବ୍ୟବସାୟ…

ଅଧିକ ଦାମରେ ଚିକେନ ବିକୁଥିବାରୁ ଜୀବନରୁ ମାରିଦେଲେ

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର) : ବଢ଼ୁଛି ଅପରାଧ । ବଢ଼ୁଛି ଅପରାଧିକ ମାନସିକତା । ଛୋଟ ଛୋଟ ଘଟଣାରେ ଚାଲୁଛି ଚାଖୁ ,ଛୁରୀ । ଏବେ ସାମାନ୍ୟ ଚିକେନ ଦାମକୁ ନେଇ ଛୁରୀ ମାଡରେ ଜଣଙ୍କ ଜୀବନ ଯାଇଛି । ଘଟଣା ଘଟିଛି…

ମାସ୍କ ନ ବାନ୍ଧିଲେ ୫୦୦୦ ,ଦୋକାନୀ ହାତ ଧୋଇବାକୁ ବ୍ୟବସ୍ଥା ନକଲେ ୧୦୦୦ ଟଙ୍କା ଫାଇନ

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର) : ମୁହଁରେ ମାସ୍କନଥିଲେ ଏଣିକି ୫ହଜାର ଟଙ୍କାର ତଣ୍ଡ ଗଣିବେ । କରୋନା ଭୟଭୟତାକୁ ନଜରରେ ରଖି ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି । ତାଛଡା ଲକ ଡାଉନ ସମୟରେ ଲୋକଙ୍କ ଆବଶ୍ୟକତାକୁ…

ଭେଟେରାନ୍ ଅଭିନେତା ଋଷି କପୁରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୩୦ା୪(ଓଡ଼ିଶା ଭାସ୍କର): ଆଜି ବଲିଉଡ଼ ଅଭିନେତା ଋଷି କପୁରଙ୍କ ପରଲୋକ ଘଟିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…