Browsing Category
ଦେଶ
ଦେଶରେ ଆଜି ୨,୮୮୭ ସଂକ୍ରମିତଙ୍କ ପ୍ରାଣ ନେଲା କରୋନା
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨ ହଜାର ୮୮୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୮୯ କୁ ବୃଦ୍ଧି ପାଇଛି ।…
ଶିଶୁଙ୍କ ଉପରେ ‘କୋଭାକ୍ସିନ୍’ର ଟ୍ରାଏଲ୍ ଆରମ୍ଭ, ପିଲାଙ୍କ ଉପରେ ଟିକା ଫଳପ୍ରଦ ସାବ୍ୟସ୍ତ ହେଲେ ଖୁବ୍ଶୀଘ୍ର ୨ରୁ ୧୮ ବର୍ଷୀୟଙ୍କୁ ଦିଆଯିବ…
ନୂଆଦିଲ୍ଲୀ/ ପାଟନା: କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଏବେ ଶିଶୁଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କ୍ରମରେ ବୁଧବାର…
ୟୁଏଇରେ ଟି-୨୦ ବିଶ୍ୱକପ୍ କରିବାକୁ ଆଇସିସିର ଇଛା, ସବୁ ଦିଗ ଉପରେ ଚାଲିଛି ବିଚାର ବିମର୍ଷ
ଲଣ୍ଡନ (ଓଡ଼ିଶା ଭାସ୍କର) : ଭାରତରେ କରୋନା ପରିସ୍ଥିତି ଭୟଙ୍କର ରୂପ ଧାରଣ କରି ଥିବାରୁ ଶୀଘ୍ର ଏହା ସମ୍ପୂର୍ଣ୍ଣ ହଟିବା ସମ୍ଭବ ନୁହେଁ ବୋଲି ସମସ୍ତଙ୍କର ଅନୁମାନ ।
ତେଣୁ ଗତ ମଙ୍ଗଳବାର ଦିନ ଦୁବାଇରେ ଅନୁଷ୍ଠିତ ଆଓସି…
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ତ୍ରାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ଆତଙ୍କବାଦୀମାନେ ରାକେଶ ପଣ୍ଡିତ ନାମକ କାଉନସଲରଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । କୁହାଯାଉଛି ଯେ,…
ବିହାରରେ ଇଞ୍ଜିନିୟରିଂ ଓ ମେଡିକାଲ୍ କଲେଜ୍ରେ ଛାତ୍ରୀଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ, ନୀତିଶଙ୍କ ବଡ ଘୋଷଣା
ପାଟନା: ବିହାରରେ ଯୁବତୀଙ୍କ ଉଚ୍ଚ ଶିକ୍ଷାକୁ ନେଇ ନୀତିଶ ସରକାର ବଡ ଘୋଷଣା କରିଛନ୍ତି। ରାଜ୍ୟର ଇଞ୍ଜିନିୟରିଂ ଓ ମେଡିକାଲ କଲେଜ୍ରେ ଛାତ୍ରୀଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯିବ ବୋଲି ରାଜ୍ୟ ସରକାର…
୫ଜି ବିରୋଧରେ ଜୁହି ଚାୱଲାଙ୍କ ଯାଚିକାର ଶୁଣାଣିବେଳେ ଗୀତ ଗାଇଲେ ବ୍ୟକ୍ତି, ଆଉ ତା’ପରେ…
ନୂଆଦିଲ୍ଲୀ: ସାରା ଦେଶରେ ୫ଜି ନେଟୱାର୍କ ସ୍ଥାପନ ବିରୋଧରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୁହି ଚାୱଲା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ବୁଧବାର ଦିନ ଅନଲାଇନ୍ ଶୁଣାଣି ମଧ୍ୟ…
ବାତ୍ୟା ‘ୟଶ୍’ କ୍ଷୟକ୍ଷତି ୬୧୦ କୋଟି, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାତ୍ୟା ୟଶ୍ ଜନିତ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ବାତ୍ୟା…
ମେହୁଲ ଚୋକସିଙ୍କ ପତ୍ନୀ ଆଣିଲେ ଅଭିଯୋଗ, କହିଲେ ସ୍ୱାମୀଙ୍କୁ ଦିଆଯାଉଛି ଶାରୀରିକ ନିର୍ଯ୍ୟାତନା
ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି କୁ ଗିରଫ କରିଛି ଡୋମିନିକାନ ପୋଲିସ । ତେବେ ଭାରତରୁ ଠକେଇ କରି ବିଦେଶରେ ଲୁଚିଥିବା ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ସିବିଆଇର ଏକ ଟିମ ଡୋମିନିକାନରେ…
ଟିକାକରଣ ନୀତି ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ମାଗିଲେ ଭ୍ୟାକ୍ସିନ୍ କିଣାର ସମସ୍ତ ତଥ୍ୟ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଟିକାକରଣ ପଲିସି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଏହା ସହ କେନ୍ଦ୍ର ସରକାରଙ୍କୁ ପଲିସି ସହ ଜଡିତ ସମସ୍ତ ଦଲାଲ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିୱାଇ…
ଚଳନ୍ତା ଟ୍ରେନ୍ ରେ ଯୁବତୀଙ୍କୁ ଗଳାକାଟି ହତ୍ୟା, ଖେଳିଗଲା ଆତଙ୍କ…
ଭୋପାଳ: ପୁଣି ଏକ ବୀଭତ୍ସ ହତ୍ୟା। ଚଳନ୍ତା ଟ୍ରେନରେ ଯୁବତୀଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ। ରକ୍ତ ରଞ୍ଜିତ ହେଲା ଷ୍ଟେସନ। ମଧ୍ୟପ୍ରଦେଶ ସିହୋର ଷ୍ଟେସନରେ ଘଟିଛି ଏଭଳି ଲୋମଟାଙ୍କୁରା କାଣ୍ଡ। ମଙ୍ଗଳବାର ରାତିରେ…