Browsing Category

ଦେଶ

‘ପ୍ୟାଡ୍ ଓମେନ୍’ ସମ୍ପର୍କରେ ଜାଣନ୍ତୁ, ବାଣ୍ଟୁଛନ୍ତି ସାନିଟାରୀ ନାପକିନ୍

ଭୁବନେଶ୍ୱର: ଘାତକ କରୋନା ଭୂତାଣୁ ଭୟରେ ରହିଛି ସାରା ଦେଶ । ସବୁ ପ୍ରାଣୀଙ୍କ ଜୀବନ ସୁରକ୍ଷା ନେଇ ମଧ୍ୟ ଉପୁଜିଛି ବିଭିନ୍ନ ସମସ୍ୟା । ଏଭଳି ସ୍ଥିତିରେ ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ରାଜ୍ୟରେ ଲାଗିଛି…

ନାରଦା କେସ୍: ୪ ଟିଏମସି ନେତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ

କୋଲକାତା: ନାରଦା ମାମଲାରେ ୪ ଟିଏମସି ନେତାଙ୍କୁ କୋଲକାତା ହାଇକୋର୍ଟ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତେବେ କୋଲକାତା ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ଜାମିନ ପ୍ରଦାନ ଅବସରରେ ଏହି ନେତାମାନଙ୍କୁ ସାମ୍ବାଦିକଙ୍କ ସହ…

ଏହି ଅଭିନେତ୍ରୀଙ୍କ ବ୍ରାଇଡାଲ୍ ଲୁକ୍ ସତେଯେମିତି ଐଶ୍ୱର୍ଯ୍ୟା ରାୟଙ୍କ ଜେରକ୍ସ କପି, ଚିହ୍ନନ୍ତୁ, ଫଟୋରେ ଥିବା ଅଭିନେତ୍ରୀ ଜଣକ କିଏ?

ନୂଆଦିଲ୍ଲୀ: ୨୦୦୫ ମସିହାରେ ସଲମାନଙ୍କ ଖାନଙ୍କ ସହ ‘ଲକି: ନୋ ଟାଇମ୍ ଫର୍ ଲଭ୍’ରେ ବଲିଉଡରେ ଡେବ୍ୟୁ କରିଥିଲେ ସେ । ଆଜିକାଲି ଏହି ଅଭିନେତ୍ରୀଙ୍କ ବିବାହ ପୂର୍ବର ଫଟୋସୁଟକୁ ନେଇ ଚାରିଆଡ଼େ ଚାଲିଛି ଚର୍ଚ୍ଚା । ସୋସିଆଲ…

କମ୍ ସମୟରେ ଚଢ଼ିଲେ ଏଭରେଷ୍ଟ୍, ୪୪ ବର୍ଷ ବୟସରେ କଲେ ରେକର୍ଡ, ଜାଣନ୍ତୁ ପୂରା ରିପୋର୍ଟ

ସାଙ୍ଗ୍ ପୂର୍ବରୁ ୨୦୧୭ରେ ଏଭରେଷ୍ଟ୍ ଶିଖର ଛୁଇଁବାରେ ପ୍ରଥମ ହଂକଂ ମହିଳା । ଗତ ରବିବାର କରିଥିବା ରେକର୍ଡକୁ ମିଶାଇ ସାଙ୍ଗ ତୃତୀୟଥର ପାଇଁ ଏଭରେଷ୍ଟ୍ ଆରୋହଣ କରିଛନ୍ତି ।

ବାତ୍ୟାଞ୍ଚଳ ଅଲଗା ଅଲଗା ପରିଦର୍ଶନ କରିବେ ମୋଦୀ-ମମତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ୟଶ୍ ଦ୍ୱାରା ପ୍ରଭାବିତ ହୋଇଥିବା ଦୁଇ ରାଜ୍ୟ; ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ସମୀକ୍ଷା କରିବେ । ବର୍ତ୍ତମାନ ସେ ଓଡିଶାରେ ପହଞ୍ଚି ସାରିଛନ୍ତି । ଆଉ କିଛି…

ଚାଲିଗଲା ସାମୁଦ୍ରିକ ଝଡ଼ ‘ୟଶ୍’, ଏବେ ଆସିବ ମୌସୁମୀ: ଆସନ୍ତା ୪ ଦିନ ମଧ୍ୟରେ କେରଳ ଛୁଇଁବ ବୋଲି ସୂଚନା ଦେଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: : ଆସନ୍ତା ୩୧ ତାରିଖରେ କେରଳ ଛୁଇଁବ ମୌସୁମୀ । ‘ତଉକ୍ତେ’, ‘ୟଶ୍’ ଭଳି ଭୟଙ୍କର ସାମୁଦ୍ରିକ ଝଡ଼ ପାଇଁ ପାଗରେ କିଛିମାତ୍ରାରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସୋମବାର ଦିନ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ…

ଯୋଗ ଓ ଆୟୁର୍ବେଦରେ ସୁସ୍ଥ ହୋଇଛନ୍ତି ୯୦%, ଏଲୋପାଥିକରେ ସୁସ୍ଥ ହୋଇଛନ୍ତି ୧୦%: ବାବା ରାମଦେବ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ମଧ୍ୟରେ ଆୟୁର୍ବେଦିକ ଏବଂ ଏଲୋପାଥିକ୍ ମଧ୍ୟରେ ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଯୋଗଗୁରୁ ବାବା ରାମଦେବ ଏବଂ ଆଇଏମଏ ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ।…

ଭାରତକୁ ଝଟକା, ମେହୁଲ ଚୋକସିର ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହା ଦୁର୍ନୀତିର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିର ପ୍ରତ୍ୟର୍ପଣ ପାଇଁ ଭାରତର ପ୍ରୟାସକୁ ଝଟକା ଲାଗିଛି । ଚୋକସିର ପ୍ରତ୍ୟର୍ପଣ ଉପରେ ଡୋମିନିକା…

ଦେଢ଼ମାସ ପରେ ମହାମାରୀ କରୋନାରୁ ମିଳିଲା ବଡ଼ ଆଶ୍ୱସ୍ତି, ଦେଶରେ ସୁସ୍ଥ ହେଲେ ଅଢ଼େଇ ଲକ୍ଷ ବ୍ୟକ୍ତି

ଦେଶରେ ଅଦ୍ୟାବଧି ୨୦.୫୭ କୋଟି ଲୋକ ଟିକା ନେଇସାରିଲେଣି । ଏଥିସହ ଦୈନିକ କରୋନା ପରୀକ୍ଷଣ ପ୍ରାୟ ୨୦ ଲକ୍ଷ ରହିଛି । କ୍ରମାଗତ ପରୀକ୍ଷଣ ଓ ଟିକାକରଣ ଦ୍ୱାରା କରୋନା ସଂକ୍ରମଣରେ ନିୟନ୍ତ୍ରଣ ଆସିଥିବା କୁହାଯାଉଛି ।

ଭାରତରେ ଆଜି ୩୬୬୦ କରୋନା ରୋଗୀଙ୍କ ମୃତ୍ୟୁ, ୧.୮ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ :ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି ।  ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୬୬୦ ଜଣଙ୍କ ମୃତ୍ୟୁ…