Browsing Category
ଦେଶ
ଡିଜିଟାଲ୍ ପ୍ଲାଟଫର୍ମକୁ I&B ଦେଲା ଦୁଇ ସପ୍ତାହର ମହଲତ
ନୂଆଦିଲ୍ଲୀ: ନ୍ୟୁଜ୍ ୱେବସାଇଟ୍ ଓ ଓଟିଟି ପ୍ଲାଟଫର୍ମ ସମେତ ଡିଜିଟାଲ୍ ମିଡିଆ ପବ୍ଲିଶର୍ସଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି ଦୁଇ ସପ୍ତାହର ମହଲତ । ଏହି ୧୫ ଦିନ ମଧ୍ୟରେ ସରକାରଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଦାଖଲ…
୧୨୦୦ ଟଙ୍କାରେ ମିଳିବ ବ୍ଲାକ ଫଙ୍ଗସ ଔଷଧ
ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଏବେ ଦେଶରେ ବ୍ଲାକ ଫଙ୍ଗସର ବଢୁଥିବା ମାମଲାକୁ ସମସ୍ୟା ସୃଷ୍ଟି କରିଛି । ସରକାର ଏହାକୁ ରୋକିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହାରି ମଧ୍ୟରେ ଏକ ଉତ୍ସାହଜନକ ଖବର ସାମ୍ନାକୁ…
ଦେଶର ପ୍ରଥମ ‘ହଲ୍ ଥ୍ରଷ୍ଟର୍’ ପ୍ରସ୍ତୁତ, ସାଟେଲାଇଟକୁ ଯୋଗାଇବ ଶକ୍ତି
ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ଉଦ୍ଭାବନ କରିଛି ଭାରତ । ସାରା ବିଶ୍ୱକୁ ଚମକାଇ ଦେବା ଭଳି ନୂଆ ଇଞ୍ଜିନ୍ ପ୍ରସ୍ତୁତ କରାଯାଇପାରିଛି । ଯାହାକି ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଗୋଟିଏ ପାଦ…
ପୁଣିଥରେ ‘ଆହେ ନୀଳ ଶଇଳ’ ଗାଇଲେ ସୋନା ମହାପାତ୍ର
ଭୁବନେଶ୍ୱର: ପୁଣିଥରେ ‘ଆହେ ନୀଳ ଶଇଳ’ ଭଜନ ଗାଇଛନ୍ତି ଗାୟିକା ସୋନା ମହାପାତ୍ର । ତେବେ ସେ ଏହି ସଂଗୀତକୁ ମାତୃଭୂମି ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରାୟ ଦୁଇବର୍ଷ ତଳେ ସୋନା ମାହାପାତ୍ର ସାଲବେଗଙ୍କ ଦ୍ୱାରା ରଚିତ ଏହି…
ହାଇକୋର୍ଟର ଦ୍ୱାରସ୍ଥ ହେଲେ ସୁଶୀଲଙ୍କ ମା, କହିଲେ- ପୁଅ ବିରୋଧରେ ଚାଲିଛି ମିଡିଆ ଟ୍ରାଏଲ
ନୂଆଦିଲ୍ଲୀ : ଛତ୍ରସାଲ ଷ୍ଟାଡିୟମରେ ସାଗର ଧନକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ସଂପ୍ରତି ପୋଲିସର ଛଅ ଦିନିଆ ରିମାଣ୍ଡରେ ଅଛନ୍ତି । ଅନ୍ୟପଟେ ପହିଲମାନଙ୍କ ମା ଦିଲ୍ଲୀ…
ପୀଡିତାଙ୍କୁ ସୁପ୍ରିମକୋର୍ଟ ବିଚାରପତିଙ୍କ ପ୍ରଶ୍ନ- ରାତି ୮ଟାରେ ଭେଟିବାକୁ କ’ଣ ପାଇଁ ହୋଟେଲ ଯାଇଥିଲେ ?
ନୂଆଦିଲ୍ଲୀ : ପୀଡିତା ରାତି ୮ଟାରେ ଭେଟିବାକୁ କଣ ପାଇଁ ହୋଟେଲ ଯାଇଥିଲେ ? ଏହା କହି ସୁପ୍ରିମକୋର୍ଟ ସେନାର ଜଣେ ଯବାନଙ୍କୁ ଗିରଫଦାରୀରୁ ଆଶ୍ୱସ୍ତି ଦେଇଛନ୍ତି । ଯବାନ ସଂପ୍ରତି ଜାମ୍ମୁ-କାଶ୍ମୀରରେ ମୁତୟନ ଅଛନ୍ତି ।…
ଆସନ୍ତା ୩ ଦିନ ମଧ୍ୟରେ ଦେଶକୁ ଆସିବ ୧୧ ଲକ୍ଷ ଡୋଜ୍ ଟିକା
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୧.୮୪ କୋଟି ଟିକା ମହଜୁଦ୍ ଥିବା ବେଳେ ଆହୁରି ୧୧…
ଜାନୁଆରୀ ୨୬ ହିଂସା: ‘ଲାଲ କିଲାକୁ କବଜା କରି ମୋଦୀ ସରକାରଙ୍କୁ ବଦନାମ କରିବାକୁ ହୋଇଥିଲା ଷଡଯନ୍ତ୍ର’
ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ସମୟରେ ଜାନୁଆରୀ ୨୬ରେ ରାଜଧାନୀ ଦିଲ୍ଲୀ ସ୍ଥିତ ଲାଲ କିଲା ପରିସରରେ ଘଟିିଥିବା ହିଂସା ମାମଲାରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ପୋଲିସ ଅନେକ…
‘ସୋସିଆଲ୍ ମିଡିଆର ଅପବ୍ୟହାରରୁ ସୁରକ୍ଷା ଦେବ ନୂଆ ଆଇଟି ନିୟମ’
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ ନୂଆ ନିୟମ ଅନୁସାରେ ସୋସିଆଲ୍ ମିଡିଆ କମ୍ପାନିମାନେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରିବାକୁ ହେବ । ଏଥିପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ…
କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ କମ୍ପାନୀମାନଙ୍କ ମଧ୍ୟରେ ଥମୁନି ବିବାଦ, ଜାଣନ୍ତୁ କଣ ଏହି ବିବାଦୀୟ ନୂତନ ଆଇଟି ନିୟମ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ସୋସିଆଲ ମିଡିଆ କମ୍ପାନୀ ମାନଙ୍କ ଭିତରେ ନୂତନ ଆଇଟି ନିୟମକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହା ଭିତରେ ସରକାରଙ୍କ ନୁତନ ଆଇଟି ନିୟମ ବିରୋଧରେ ଫେସବୁକ୍ ମାଲିକାନାରେ ଥିବା…