Browsing Category

ଦେଶ

ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା, ୧୦ ସେକେଣ୍ଡ ପାଇଁ ଭୟରେ କମ୍ପିଲେ ଲୋକେ

ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା। ୧୦ ସେକେଣ୍ଡ ପାଇଁ ଅନୁଭୂତ ହେଲା ଝଟକା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ମପାଯାଇଛି। ସକାଳ ୯ଟା ୪ ମିନିଟ୍ ସମୟରେ ଝଟକା ଅନୁଭୂତ ହୋଇଛି।…

ନିର୍ବାଚନ କମିଶନ ‘X’ ରେ ପୋଷ୍ଟ କଲେ ସମ୍ବିଧାନର ଧାରା ୩୨୬, ଜାଣନ୍ତୁ ଏଥିରେ କଣ ହୋଇଛି ଲେଖା

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ ନିଜ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଭାରତୀୟ ସାମ୍ବିଧାନର ଧାରା ୩୨୬ର ଫଟୋ ଜାରି କରିଛନ୍ତି। ଏହି ପୋଷ୍ଟ ରାଜନୈତିକ ପରିସରରେ ଚର୍ଚ୍ଚା ଆରମ୍ଭ କରିଦେଇଛି, ଖାସକରି ବିହାରରେ…

IND W vs ENG W: ଭାରତୀୟ ମହିଳା ଟିମ୍ ଇଂଲଣ୍ଡରେ ରଚିଲେ ଇତିହାସ, ପ୍ରଥମ ଥର ଜିତିଲେ ଟି-୨୦ ସିରିଜ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ଇତିହାସ ରଚିଛନ୍ତି। ପ୍ରଥମଥର ଇଂଲଣ୍ଡରେ ଟି-୨୦ ସିରିଜ୍ ଜିତିଛନ୍ତି ଭାରତୀୟ ମହିଳା ଟିମ୍‌। ଏହି ବିଜୟ ଏଥିପାଇଁ ମଧ୍ୟ ଖାସ୍‌, କାରଣ ବର୍ତ୍ତମାନ ବର୍ଷସାରା ମଝିରେ ମଝିରେ…

ଆଜିଠୁ ଲର୍ଡସରେ ଭାରତ-ଇଂଲଣ୍ଡ ମୁହାଁମୁହିଁ, ଟିମକୁ ଫେରିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଐତିହାସିକ ଲର୍ଡସ ଷ୍ଟାଡିୟମରେ ଆଜିଠୁ ଭାରତ-ଇଂଲଣ୍ଡ ମୁହାଁମୁହିଁ । ଆଜିଠୁ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍ । 5 ମ୍ୟାଚ୍ ବିଶିଷ୍ଟ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ…

ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ; ଗୁରୁ ପୂର୍ଣ୍ଣିମାରେ ଏହି 5 ରାଶି ଉପରେ ବର୍ଷିବ ମାତା ଲକ୍ଷ୍ମୀଙ୍କ କୃପା…

ଓଡ଼ିଶା ଭାସ୍କର: ଆଜି ଗୁରୁବାର, ଆଷାଢ଼ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି। ଆଜି ପୂର୍ଣ୍ଣିମା ତିଥି ରାତି 2:07 ପର୍ଯ୍ୟନ୍ତ ରହିବ। ଇନ୍ଦ୍ର ଯୋଗ ଆଜି ରାତି 9:38 ପର୍ଯ୍ୟନ୍ତ ରହିବ। ଏହା ସହିତ, ପୂର୍ବାଷାଢ ନକ୍ଷତ୍ର…

ଆଜି ରାତିରେ ଭାରତ-ଆମେରିକା ମଧ୍ୟରେ ବଡ଼ ବାଣିଜ୍ୟ ଚୁକ୍ତି ଘୋଷଣା: ଜାଣନ୍ତୁ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ…

ନୂଆଦିଲ୍ଲୀ/ୱାଶିଂଟନ,୯ା୭: ଭାରତ ଏବଂ ଆମେରିକା ମଧ୍ୟରେ ଏକ ସୀମିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆମେରିକାର ଶୁଳ୍କ ସମୟସୀମା ବୁଧବାର ଆସୁଛି। ଅନ୍ୟ ଦେଶଗୁଡ଼ିକ ପାଇଁ ଏହି ସମୟସୀମା…

CA ଙ୍କୁ ହନି ଟ୍ରାପ୍‌ରେ ଫସାଇ ଲୁଟିନେଲେ 3 କୋଟି ଟଙ୍କା, ପ୍ରାଇଭେଟ ଭିଡ଼ିଓ ଭାଇରାଲ ପାଇଁ ଦେଉଥିଲେ ଧମକ

ମୁମ୍ବାଇ: ହନି ଟ୍ରାପରେ ଫସିଗଲେ ଚାର୍ଟାର୍ଡ ​​​​ଆକାଉଣ୍ଟାଣ୍ଟ। ଶେଷରେ କରିବାକୁ ପଡିଲା ଆତ୍ମହତ୍ୟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ସାନ୍ତାକ୍ରୁଜରେ। ଏଠାରେ ଜଣେ 32 ବର୍ଷୀୟ ଚାର୍ଟାର୍ଡ…

ଇତିହାସ ରଚିବାକୁ ଋଷଭ ପନ୍ତଙ୍କୁ କରିବାକୁ ପଡ଼ିବ ଏହି ଛୋଟ କାମ, ପଛରେ ପଡ଼ିଯିବେ ସେୱାଗ-ରୋହିତ

ନୂଆଦିଲ୍ଲୀ: ଯେତେବେଳେ ବି ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସ ମ୍ୟାନ୍ ଋଷଭ ପନ୍ତ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଆସନ୍ତି, ତାଙ୍କ ଟାର୍ଗେଟରେ ସବୁବେଳେ କିଛି ନା କିଛି ରେକର୍ଡ ରହିଥାଏ। ଇଂଲଣ୍ଡ ବିପକ୍ଷରେ ଚାଲିଥିବା…

କାହିଁକି ବିଭିନ୍ନ ସ୍ଥାନରେ ବାରମ୍ବାର ଭୁଶୁଡୁଛି ବ୍ରିଜ୍? ଏହା ପଛରେ ରହିିଛି ବଡ଼ କାରଣ…

ନୂଆଦିଲ୍ଲୀ,୯ା୭: ଥରେ ଭାବିଲେ ଆପଣ ଏକ ବ୍ରିଜ୍ ଉପରେ ଯାଉଥିବେ ତାହା ହଠାତ୍ ଭୁଶୁଡ଼ି ପଡ଼ିବ । ପରିସ୍ଥିତି କ’ଣ ହେବ? ନିଶ୍ଚିତ ଏକ ଭୟଙ୍କର ପରିସ୍ଥିତି ଦେଇ ଗତି କରିବେ ନଚେତ୍ ପ୍ରାଣ ବି ଯାଇପାରେ । ବୁଧବାର ଗୁଜରାଟର…

ୟେ କି ଆଶ୍ଚର୍ଯ୍ଯ ! ସ୍ବର୍ଗରୁ ଓହ୍ଲାଇ ଆସିଲା ଆତ୍ମା, ତିଆରି କଲା ରାସ୍ତା, ଆଉ ତା ପରେ…

ଲକ୍ଷ୍ନୌ :  ମୃତ ଲୋକ ବନିଲା ଶ୍ରମିକ । ତିଆରି କଲେ ରାସ୍ତା ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଦେଓରିଆରେ। 3 ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ଶ୍ରମିକଙ୍କୁ ମନରେଗା ଅଧୀନରେ…