CHARIDHAM
Browsing Category

ଦେଶ ବିଦେଶ

୧୨୫ ଲକ୍ଷ କୋଟି ଟଙ୍କାର ଉତ୍ତରାଧିକାରୀ କିଏ ହେବ, ଏବେ ଏମାନେ ସମ୍ଭାଳିବେ ଅମ୍ବାନୀ-ଆଦାନୀଙ୍କ ବ୍ୟବସାୟ

ମୁମ୍ୱାଇ: ଏବେକା ସମୟରେ ଭାରତର କର୍ପୋରେଟ୍ ହାଉସଗୁଡିକରେ ଏକ ବଡ଼ ପରିବର୍ତ୍ତନ ଘଟୁଛି।  ଦେଶର ବଡ଼ ବଡ଼ କମ୍ପାନୀଗୁଡ଼ିକର ମାଲିକମାନେ ଏବେ ସେମାନଙ୍କର ବ୍ୟବସାୟକୁ ସେମାନଙ୍କର ପରବର୍ତ୍ତୀ ପିଢିକୁ ହସ୍ତାନ୍ତର…

କିଛି ନକହି ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମୋଦୀ, ଭାରତ ବୃଦ୍ଧି କଲା ରୁଷର ତୈଳ ଆମଦାନୀ, ଏବେ ଚୀନ୍ ସହିତ ବଡ଼ ପ୍ରତିଯୋଗିତା

ନୂଆଦିଲ୍ଲୀ: କିଛି ନକହି ଆମେରିକାକୁ ଉଚିତ୍ ଜବାବ ଦେଇଛି ଭାରତ। ଏକଥା କହିବାର ଅର୍ଥ ଆମେରିକାର ଶୁଳ୍କ ଚାପକୁ ଅଣଦେଖା କରି ଭାରତ ଲଗାତାର ଭାବରେ ରୁଷୀୟ ତେଲ ଆମଦାନୀ ବୃଦ୍ଧି କରୁଛି। ଭାରତ ଅଗଷ୍ଟ ମାସରେ ରୁଷରୁ…

ହସ୍ପିଟାଲ ସାଜିଲା ବାହାଘର ମଣ୍ଡପ… ବେଡରେ ଶୋଇଥିଲା ବର ୭ ଫେରା ନେଲା କନିଆଁ

ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ସବୁଠାରୁ ଖାସ ଦିନ।  ଲୋକମାନେ ମାସ ମାସ ଧରି ଏଥିପାଇଁ ପ୍ରସ୍ତୁତି କରନ୍ତି, ମଣ୍ଡପ ସଜାନ୍ତି, ଅତିଥିମାନଙ୍କୁ ନିମନ୍ତ୍ରଣ କରନ୍ତି ଏବଂ ବିବାହକୁ ମହା ଆଡମ୍ୱରରେ ପାଳନ କରନ୍ତି।…

New Rule: ସରକାର ଆଣୁଛନ୍ତି ନୂଆ ନିୟମ , ଏଥର କମ ବୟସରୁ ପିଇପାରିବେ ବିୟର…  

Delhi Beer Drinking Age Limit:ଦିଲ୍ଲୀ ସରକାର ବିୟର ପିଇବା ପାଇଁ ବୟସ ହ୍ରାସ କରିବା ବିଷୟରେ ବିଚାର କରୁଛନ୍ତି। ଯଦି ପ୍ରସ୍ତାବଟି ଗୃହୀତ ହୁଏ, ତେବେ ଦିଲ୍ଲୀରେ ବିୟର ପିଇବା ପାଇଁ ବୟସ  ୨୫ବର୍ଷରୁ ହ୍ରାସ ପାଇ ୨୧…

‘ସାରା ଦେଶରେ ବାଣ ବନ୍ଦ କରାଯିବା ଜରୁରୀ’, ବାୟୁପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ବି ଆର ଗଭାଇ କହିଛନ୍ତି ଯେ, ଯଦି ଏନସିଆର ସହରଗୁଡ଼ିକର ବାୟୁ ସଫା କରିବାର ଅଧିକାର ଅଛି, ତେବେ ଅନ୍ୟ ସହରର ଲୋକମାନଙ୍କୁ କାହିଁକି…

ଯୁବକଙ୍କ ଅଜବ ହରକତ, ପୁଅରୁ ଝିଅ ହେବା ପାଇଁ ବ୍ଲେଡରେ ନିଜେ ନିଜର ଗୁପ୍ତାଙ୍ଗ କାଟିଦେଲେ

ଉତ୍ତରପ୍ରଦେଶ: ଯୁବକଙ୍କ ଆଶ୍ଚର୍ଯ୍ୟକର ହରକତ। ପୁଅରୁ ଝିଅ ହେବା ପାଇଁ ଇଚ୍ଛା। ସେଥିପାଇଁ ନିଜକୁ ପ୍ରଥମେ ଇଞ୍ଜେକ୍ସନ ଦେଇ ନିସ୍ତେଜ କଲେ ପରେ ନିଜେ ନିଜର ଗୁପ୍ତାଙ୍ଗ କାଟିଦେଲେ। ହେଲେ ଯେତେବେଳେ ନିସ୍ତେଜକର…

ଦେଶରୁ ବିଦାୟ ନେବ ମୌସୁମୀ, ପାଣିପାଗ ବିଭାଗ ଦେଲା ସୂଚନା

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟରେ ବର୍ତ୍ତମାନ ବର୍ଷା ଲାଗିରହିଛି । ଏହି ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏବେ ଖବର ଆସିଛି ଯେ, ଦେଶରୁ ଖୁବଶୀଘ୍ର ବିଦାୟ ନେବାକୁ ଯାଉଛି…

Ind vs Pak: ରଣହୁଙ୍କାରରେ ଦୁଲୁକିବ ଦୁବାଇ, ଏଥର ଭାତରେ ନୁହେଁ ଏମିତି ପାକିସ୍ତାନକୁ ହାତରେ ମାରିବ ଭାରତ, ବିଗ୍ ଫାଇଟରେ କିଏ ସାଜିବ…

ଓଡ଼ିଶା ଭାସ୍କର: ସୁପର ସଣ୍ଡେ ସୁପର ମୁକାବିଲା । ବିଗ୍ ଫାଇଟରେ କିଏ ହେବ ବିଜୟୀ! ପ୍ରତିଶୋଧ ସହ ହେବ ଘମାଘୋଟ ଲଢ଼େଇ । ବାଜି ଯିଏ ଜିତିବ ଇଜ୍ଜତ ତାହାର ହେବ ।  ନୋଟ କରିନିଅନ୍ତୁ ଏ ତାରିଖ- 14…

ଦେଶରେ ହିଂସା ପଡିଲା ମହଙ୍ଗା, ହରାଇଲା ଅଧିକାର; ନେପାଳରୁ ସ୍ଥାନାନ୍ତର ହେଲା T20 ବିଶ୍ଵକପର ଏହି ମ୍ୟାଚ୍

କାଠମାଣ୍ଡୁ: ଚଳିତ ବର୍ଷ ନଭେମ୍ବରରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ମହିଳା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ 2025 ପାଇଁ ନେପାଳର ରାଜଧାନୀ କାଠମାଣ୍ଡୁକୁ ଏକ ନିରପେକ୍ଷ ସ୍ଥାନ ଭାବରେ ହଟାଇ ଦିଆଯାଇଛି। ନେପାଳରେ…

(Video)ଆମେରିକାରେ ଅସୁରକ୍ଷିତ ଭାରତୀୟ; ପରିବାର ସମ୍ମୁଖରେ ଭାରତୀୟଙ୍କୁ ହତ୍ୟା, କୁରାଢୀରେ ମୁଣ୍ଡ-ଗଣ୍ଡି ଅଲଗା

ୱାଶିଂଟନ: ଆମେରିକାରେ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ତାଙ୍କ କର୍ମଚାରୀ ଏକ କୁରାଢ଼ିରେ ମୁଣ୍ଡ କାଟି ହତ୍ୟା କରିଛି। କୁହାଯାଉଛି ଯେ ମୋଟେଲରେ ୱାସିଂ ମେସିନ୍ ନେଇ ଉଭୟଙ୍କ ମଧ୍ୟରେ ଏକ ଛୋଟ ବିବାଦ ହୋଇଥିଲା, ଯାହା ପରେ…