Browsing Category

ଦେଶ ବିଦେଶ

ବିବାହିତ ପୁରୁଷ ଅନ୍ୟ ମହିଳାଙ୍କୁ ବିବାହ ନ କରି ଏକତ୍ର ରୁହନ୍ତି, ତେବେ ତାହା ଦ୍ୱିତୀୟ ବିବାହର ଅପରାଧ ହେବନି : ହାଇକୋର୍ଟ

ଜୟପୁର: ଯଦି ଜଣେ ବିବାହିତ ପୁରୁଷ ଅନ୍ୟ ମହିଳାଙ୍କୁ ବିବାହ ନ କରି ତାଙ୍କ ସହିତ ଏକତ୍ର ରହନ୍ତି ତେବେ ତାହା ଦ୍ୱିତୀୟ ବିବାହର ଅପରାଧ ହେବ ନାହିଁ । ରାଜସ୍ଥାନ ହାଇକୋର୍ଟ ନିକଟରେ ଏହି ରାୟ ଦେଇଛନ୍ତି । ଜଣେ ବିବାହିତ…

ଜୁନ୍ ପହିଲାରୁ ବଦଳିବ ଡ୍ରାଇଭିଂ ଲାଇସେନ୍ସ ନିୟମ: ଏଣିକି RTO ନଯାଇ ନିକଟତମ କେନ୍ଦ୍ରରେ ଦେଇପାରିବେ ଗାଡ଼ିଚାଳନା ପରୀକ୍ଷା

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ସମସ୍ୟା ଦୂର ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯିବ । ଜୁନ ମାସ ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ । ଦେଶରେ…

ମଣିଷକୁ ବାର୍ଡ ଫ୍ଲୁ: ପ୍ରଥମ ଥର ପାଇଁ ମଣିଷ ଶରୀରରୁ ଚିହ୍ନଟ ହେଲା H5N1 ଭୂତାଣୁ

ନୂଆଦିଲ୍ଲୀ: ମଣିଷ ଶରୀରରୁ ଚିହ୍ନଟ ହୋଇଛି ବାର୍ଡ ଫ୍ଲୁ ଭୂତାଣୁ । ଅଷ୍ଟ୍ରେଲିଆରେ ପ୍ରଥମ ଥର ମଣିଷ ଦେହରୁ ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଶିଶୁ ଭାରତରୁ ଅଷ୍ଟ୍ରେଲିଆ ଯାଇଥିବା ବେଳେ ସେଠାରେ…

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଗାଇଡଲାଇନ୍: ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ ଆବେଦନ ଆରମ୍ଭ ହୋଇଛି । ଉଚ୍ଚ ଶିକ୍ଷାନୁଷ୍ଠାନ ଓ ପଲିଟେକନିକର ଶିକ୍ଷକମାନଙ୍କୁ ଏହି ପୁରସ୍କାର ଦିଆଯିବାକୁ ଥିବାବେଳେ ଏହା ଜୁନ୍ ୨୦ ପର୍ଯ୍ୟନ୍ତ ଚାଲିବ । ଜାତୀୟ…

ମେକ୍ସିକୋର ନିର୍ବାଚନ ରାଲିରେ ମୃତ୍ୟୁର ତାଣ୍ଡବ: ଷ୍ଟେଜ୍ ଭୁଶୁଡ଼ିବା କାରଣରୁ ୫ ଜଣଙ୍କର ମୃତ୍ୟୁ, ଦେଖନ୍ତୁ ହୃଦୟ ବିଦାରକ Video

ନୂଆଦିଲ୍ଲୀ: ମେକ୍ସିକୋର ନୁଭୋ ଲିଓନ୍ ରାଜ୍ୟରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସାନ ପେଡ୍ରୋ ଗାରଜା ଗାର୍ସିଆ ସହରରେ ନାଗରିକ ଆନ୍ଦୋଳନ ପାର୍ଟିର ଏକ ରାଜନୈତିକ ସମାବେଶରେ ହଠାତ୍ ମଞ୍ଚ ଭୁଶୁଡି ପଡି ପାଞ୍ଚ…

କେଜ୍ରିୱାଲଙ୍କ ବଡ଼ ଦାବି; ଆସନ୍ତାକାଲି ମୋ ବୃଦ୍ଧ-ଅସୁସ୍ଥ ବାପା-ମା’ଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଏକ ଦାବି କରିଛନ୍ତି । ଯେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ଦିଲ୍ଲୀ ପୋଲିସ ତାଙ୍କ ପିତାମାତାଙ୍କୁ…

BIG BREAKING…ଜୁଲାଇ ୪ରେ ବ୍ରିଟେନରେ ହେବ ସାଧାରଣ ନିର୍ବାଚନ: ଋଷି ସୁନାକ

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ଘୋଷଣା କରିଛନ୍ତି ଯେ ଜୁଲାଇ ୪ରେ ଦେଶରେ ସାଧାରଣ ନିର୍ବାଚନ ହେବ। "ଗତ ପାଞ୍ଚ ବର୍ଷ ଦେଶ ପାଇଁ ସବୁଠାରୁ ଆହ୍ବାନପୂର୍ଣ୍ଣ ଥିଲା। ଆଗାମୀ ଦିନରେ ମୁଁ ତୁମର ପ୍ରତ୍ୟେକ…

୨୩ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏକ ପକ୍ଷୀର ପର, ଜାଣନ୍ତୁ ଏତେ ମହଙ୍ଗା ହେବାର କାରଣ…

ନୂଆଦିଲ୍ଲୀ: ବିଲୁପ୍ତ ହୋଇଯାଇଥିବା ନ୍ୟୁଜିଲାଣ୍ଡ୍ ହୁଆ ପକ୍ଷୀର ଏକ ପର ୨୮,୪୧୭ ଡଲାରରେ ନିଲାମ ହୋଇଛି। ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ପାଖାପାଖି ୨୩ ଲକ୍ଷ ଟଙ୍କା । ନିଲାମକାରୀ କହିଛନ୍ତି ଯେ ସେମାନେ ୩,୦୦୦ ଡଲାର…

ପାଲେଷ୍ଟାଇନକୁ ରାଷ୍ଟ୍ର ମାନ୍ୟତା!; ନରୱେ, ସ୍ପେନ୍ ଓ ଆୟର୍ଲାଣ୍ଡର ନିଷ୍ପତ୍ତିକୁ ସ୍ୱାଗତ କଲା ମୁସଲିମ ୱାର୍ଲ୍ଡ ଲିଗ୍

ନୂଆଦିଲ୍ଲୀ: ପାଲେଷ୍ଟାଇନକୁ ଏକ ରାଷ୍ଟ୍ର ଭାବେ ମାନ୍ୟତା ଦେବା ପାଇଁ ସ୍ପେନ୍, ନରୱେ ଓ ଆୟର୍ଲାଣ୍ଡର ନିଷ୍ପତ୍ତିକୁ ସ୍ୱାଗତ କରିଛି ମୁସଲିମ୍ ୱାର୍ଲ୍ଡ ଲିଗ୍ (ଏମ୍ ଡବ୍ଲ୍ୟୁଏଲ୍)। ସଂଗଠନର ମହାସଚିବ ମହମ୍ମଦ ବିନ୍…

ଗୃହ ମନ୍ତ୍ରଣାଳୟ କୋଠାକୁ ବମ୍‌ରେ ଉଡାଇଦେବାକୁ ମଳିଲା ଧମକ; MHA ଅଧିକାରୀଙ୍କୁ ଆସିଛି ଇ-ମେଲ୍‌

ନୂଆଦିଲ୍ଲୀ:ଦିଲ୍ଲୀରେ ସ୍କୁଲ ପରେ ଏବେ ଗୃହ ମନ୍ତ୍ରଣାଳୟ କୋଠାକୁ ବମ୍‌ରେ ଉଡାଇ ଦେବାକୁ ଧମକଭରା ଇମେଲ୍ ଆସିଛି । ଏହାପରେ ସୁରକ୍ଷାକର୍ମୀ ପୁଣି ତତ୍ପର ହୋଇ ଉଠିଛନ୍ତି । ଏହି ଇମେଲ୍ ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ…