Browsing Category

ଦେଶ ବିଦେଶ

୧୦ ବର୍ଷର ରେକର୍ଡ ଭାଙ୍ଗିଲା ବେଙ୍ଗାଲୁରୁ ସହର; ଛୁଇଁଲା ୪୧.୮ ଡିଗ୍ରି ସେଲସିୟସ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେଙ୍ଗେରିରେ ମଙ୍ଗଳବାର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମନିଟରିଂ ସେଣ୍ଟର (କେଏସ୍ଏନ୍ଡିଏମ୍ସି) ଅନୁଯାୟୀ,…

ଆସିଲା ଭାରତୀୟ ରେଲୱେର ବଡ ନିୟମ, ଏହାର ପରିସରକୁ ଆସିଥିବା ଯେକୌଣସି ବ୍ୟକ୍ତିର ମାଗଣାରେ ହେବ ଚିକିତ୍ସା

ନୂଆଦିଲ୍ଲୀ: ରେଳଷ୍ଟେସନ କିମ୍ବା ଏହାର ପରିସରରେ ଯଦି କାହା ସହ କିଛି ବି ଦୁର୍ଘଟଣା ଘଟି ବ୍ୟକ୍ତି ଆହତ ହେବ ତେବେ ତାଙ୍କର ଚିକିତ୍ସା ଏଣିକି ଭାରତୀୟ ରେଲୱେ କରାଇବ । ପୀଡିତ ନିକଟରେ ରେଲୱେର କୌଣସି ଟିକେଟ୍ ଥାଉ କି ନ…

ସଲମାନ ଖାନ୍ ଫାୟାରିଂ କେସ୍‌ରେ ଅଭିଯୁକ୍ତର ଆତ୍ମହତ୍ୟା, ଶୁଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ନେଇ ହୋଇଥିଲା ଅଭିଯୋଗ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ଘର ବାହାରେ ଫାୟାରିଂ କେସ୍‌ରେ ଧରାପଡିଥିବା ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି । ଅଭିଯୁକ୍ତ ଜଣକ ଥାନା ହାଜତରେ ଥିଲେ । ତାଙ୍କ ସହ ୨ ଜଣ ଅନ୍ୟ ଅଭିଯୁକ୍ତ ବି ଥିଲେ…

ଚାଇନାରେ ଭୟଙ୍କର ଦୁର୍ଘଟଣା; ହଠାତ୍ ଭୁଶୁଡ଼ିଲା ରାସ୍ତା, ପୋତି ହୋଇଗଲା ଅନେକ ଗାଡ଼ି, ଚାପିହୋଇ ୧୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚାଇନାରେ ଭୟଙ୍କର ଦୁର୍ଘଟଣା, ହଠାତ୍ ଭୁଶୁଡ଼ି ପଡ଼ିଲା ରାସ୍ତା। ପୋତି ହୋଇଗଲା ଗାଡ଼ି, ୧୯ ମୃତ । ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ବୁଧବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏଠାରେ ହଠାତ୍ ଏକ ରାଜପଥର ପୂରା…

ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସୁପରସୋନିକ୍‍ କ୍ଷେପଣାସ୍ତ୍ର ସ୍ମାର୍ଟର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭଦ୍ରକ ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସୁପରସୋନିକ୍‍ ମିସାଇଲ୍‍ ଆସିଷ୍ଟେଡ୍‍ ରିଲିଜ୍‍ ଅଫ୍‍ ଟର୍ପେଡୋ-ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା…

ହିନ୍ଦୁ ବିବାହ ହେଉଛି ଏକ ସଂସ୍କାର, ନାଚ ଓ ଗୀତର ଆୟୋଜନ ନୁହେଁ: ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ, ହିନ୍ଦୁ ବିବାହ ଏକ ସଂସ୍କାର, ଯାହାକି ଭାରତୀୟ ସମାଜରେ ଏକ ପବିତ୍ର ସଂସ୍ଥାର ମାନ୍ୟତା ହାସିଲ କରିିଛି । ଏହା ନୃତ୍ୟ ଏବଂ ଗୀତର ଆୟୋଜନ ନୁହେଁ । ସୁପ୍ରିମକୋର୍ଟ ସ୍ପଷ୍ଟ…

୩ୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୧୦ ଜଣ ଧନୀ ପ୍ରାର୍ଥୀଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ପଲ୍ଲବୀ ଶ୍ରୀନିବାସ, ଜାଣନ୍ତୁ ତାଲିକାରେ କିଏ କିଏ…

ନୂଆଦିଲ୍ଲୀ: ନିର୍ବାଚନକୁ ନେଇ ଚଳଚଞ୍ଚଳ ପଲ୍ଲୀରୁ ସହର । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜମୁଛି ପ୍ରଚାର କାର୍ଯ୍ୟ । ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ…

କାହିଁକି ମେ’ ୧ରେ ପାଳନ କରାଯାଏ ଶ୍ରମିକ ଦିବସ, ଜାଣନ୍ତୁ ଏହାର ମହତ୍ତ୍ୱ

ଓଡ଼ିଶା ଭାସ୍କର: ସାରା ଦୁନିଆରେ ୧ମେ ରେ ପାଳନ ହୁଏ ଶ୍ରମିକ ଦିବସ । ଏହି ଦିନ ଶ୍ରମିକଙ୍କ ପାଇଁ ଖାସ ହୋଇଥାଏ । ଆଜିର ଦିନ ଶ୍ରମିକଙ୍କ ଅଧିକାର, ତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ପାଳନ କରାଯାଇଥାଏ । ଶ୍ରମିକଙ୍କ ସହ…

ମିମିକ୍ରୀ କଳାକାର ଶ୍ୟାମ ରଙ୍ଗୀଲା ଦେବେ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର, ବାରଣାସୀରେ ମୋଦୀଙ୍କ ବିରୁଦ୍ଧରେ ହେବେ ପ୍ରାର୍ଥୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିମିକ୍ରୀ ଲାଗି ଚର୍ଚ୍ଚିତ ଶ୍ୟାମ ରଙ୍ଗିଲା ଉତ୍ତରପ୍ରଦେଶ ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । ଶ୍ୟାମ ରଙ୍ଗିଲା ଏବେ ପ୍ରଧାନମନ୍ତ୍ରୀ…

ଏ କି ଚମତ୍କାର ଘଟିଲା! ଆମାଜନ ବକ୍ସ ଭିତରୁ ପ୍ରଡକ୍ଟ ବାହାରିବା ବଦଳରେ ବାହାରିଲା ଏକ ଜୀଅନ୍ତା ବିଲେଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅଧିକାଂଶ ଲୋକ ଅନଲାଇନରେ ଖାଦ୍ୟ, ଡ୍ରେସ ପରି ଅନେକ ପ୍ରକାରର ସାମଗ୍ରୀ ଅର୍ଡର କରିଥାନ୍ତି । ତେବେ ଅନେକ ସମୟରେ ଜଣେ ବ୍ୟକ୍ତି ପନିର ମଗାଇଥିବା ବେଳେ ଘରେ ଆସି ପହଞ୍ଚିଥାଏ…