Browsing Category
ଦେଶ ବିଦେଶ
ସର୍ଜରୀ ପରେ ସୁସ୍ଥ ହେଉଛନ୍ତି ସଦଗୁରୁ, ‘ଏକ୍ସ’ରେ ଭିଡ଼ିଓ ଜାରି କରି ଦେଲେ ହେଲ୍ଥ ଅପଡେଟ୍
ନୂଆଦିଲ୍ଲୀ: ଇଶା ଫାଉଣ୍ଡେସନର ସଂସ୍ଥାପକ ତଥା ଆଧ୍ୟାତ୍ମକ ଜଗତର –ଜଣାଶୁଣା ବ୍ୟକ୍ତିତ୍ୱ ସଦଗୁରୁ ଜଗ୍ଗୀ ବାସୁଦେବ(Sadhguru)ଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସଦଗୁରୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧିରେ ଧିରେ…
ବେଜିଂକୁ ପଛରେ ପକାଇ ଏସିଆର କୋଟିପତି ରାଜଧାନୀ ପାଲଟିଲା ମୁମ୍ବାଇ
ନୂଆଦିଲ୍ଲୀ: ସାଂଘାଇସ୍ଥିତ ହୁରୁନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ କୋଟିପତି ରାଜଧାନୀ କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ ମୁମ୍ବାଇ ଏବେ କୋଟିପତି ରାଜଧାନୀ ପାଲଟିଛି। ପୂର୍ବରୁ ବେଜିଂ ଏହି…
ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରିବ ଆପ୍, ଦିଲ୍ଲୀ ପୋଲିସ ଜାରି କଲା ଟ୍ରାଫିକ୍ ଆଡ୍ଭାଇଜରି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଆରବିନ୍ଦ କେଜରିୱାଲଙ୍କ ଗିରଫକୁ ବିରୋଧ କରି ଆଜି ଦଳ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ । ଆପ୍ ନେତା ଓ କର୍ମୀମାନେ ସକାଳ ୧୦ଟାରେ ଦିଲ୍ଲୀ ରାସ୍ତାରେ…
ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ନାଭାଲ ଏୟାର ବେସକୁ ଟାର୍ଗେଟ
ଇସଲାମାବାଦ: ପାକିସ୍ତାନ ଉପରେ ହେଉଥିବା କ୍ରମାଗତ ଆକ୍ରମଣ ଥମିବାର ନାଁ ଧରୁନି । ନିକଟରେ ବାଲୁଚିସ୍ତାନର ଗ୍ୱାଦର ପୋର୍ଟ(Gwadar Port) ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ବର୍ତ୍ତମାନ ବାଲୁଚିସ୍ତାନର…
ଆଃ କି ମନଲୋଭା ଦୃଶ୍ୟ… ରଙ୍ଗରେ ରଙ୍ଗୀନ ପ୍ରଭୁ ଶ୍ରୀରାମ: ୫ ଶତାବ୍ଦୀ ପରେ ରାମ ମନ୍ଦିରରେ ପାଳନ ହେଉଛି ପ୍ରଥମ ହୋଲି
ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି । ଏହି ପର୍ବ ପାଇଁ ସାରା ଦେଶ ଆଜି ଉତ୍ସବମୁଖର ହୋଇଛି । ଏହାସହିତ ଉତ୍ସବମୁଖର ହୋଇଉଠିଛି ପବିତ୍ର ରାମ ମନ୍ଦିର । ୫ ଶତାବ୍ଦୀ ପରେ ଆଜି ପ୍ରଥମ ଥର ରାମ ମନ୍ଦିରରେ ପାଳନ ହେବ ହୋଲି…
ICUରେ ଭର୍ତ୍ତି ହେଲେ କୁଖ୍ୟାତ ଡନ୍ ମୁଖ୍ତାର ଅନସାରୀ, ଖାଦ୍ୟରେ ବିଷ ଦିଆଯାଉଥିବା ଅଭିଯୋଗ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସ୍ଥିତ ବାନ୍ଦା ଜେଲରେ ବନ୍ଦି ଥିବା କୁଖ୍ୟାତ ଡନ୍ ମୁଖ୍ତାର ଅନସାରୀ(Mukhtar Ansari)ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ବର୍ତ୍ତମାନ ସେ ବାନ୍ଦା ସ୍ଥିତ ହସ୍ପିଟାଲ ICUରେ ତାଙ୍କର…
ସର୍ବନିମ୍ନ ମଜୁରୀ ସମସ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍; ଆଉ ବର୍ତ୍ତି ପାରିବେନି କଂପାନୀ-ଶିଳ୍ପ ପ୍ରତିଷ୍ଠାନ
ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ମଧ୍ୟ ଜୀବନଧାରଣ ମଜୁରି ବ୍ୟବସ୍ଥାକୁ ସମର୍ଥନ କରିଥିଲା। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଇଏଲଓ ନିର୍ଦ୍ଦେଶ ଦେଇଥିଲା। ଆଇଏଲଓ ଚାହୁଁଛି ଯେ ଜୀବନ୍ତ ମଜୁରି…
ହୋଲିରେ ନିରାଶ: ମାର୍ଚ୍ଚ ୨୬ରେ ସ୍କୁଲକୁ ଯିବେ ୧୯ ହଜାର ଶିକ୍ଷକ, ଯେଉଁମାନେ ନଯିବେ ସେମାନଙ୍କର ଦରମା କଟିବ
ନୂଆଦିଲ୍ଲୀ: ସାଧାରଣ ଭାବେ ରଙ୍ଗର ପର୍ବ ହୋଲିରେ ସମସ୍ତେ ନିଜ ପରିବାର, ବନ୍ଧୁ ପରିଜନଙ୍କ ସହ ମିଶି ହୋଲି ଖେଳିବାକୁ ଚାହିଁ ବସିଥାନ୍ତି । ତେବେ ଏପରି ସ୍ଥିତିରେ ଯଦି ଆପଣଙ୍କୁ ଛୁଟି ଦିନରେ ଅଫିସ ଯିବାକୁ କୁହାଯିବ,…
୫ ଜଣଙ୍କୁ ଡମ୍ପର ଚଢ଼ାଇ ହତ୍ୟା ଘଟଣା, ୨ ଜଣଙ୍କୁ ଗିରଫ କଲା ପୋଲିସ
ଝାଲୱାର: ରାଜସ୍ଥାନର ଝାଲାଓ୍ଵାର ଜିଲ୍ଲାର ଭବାନୀ ମଣ୍ଡି ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା। ନିଷ୍ଠୁରତାର ପରିଚୟ ଦେଲେ ଦୁଇ ସାଙ୍ଗ। ଡମ୍ପର ଚଡାଇ ୫ ଜଣଙ୍କୁ ହତ୍ୟା । ଭବାନୀ ମଣ୍ଡି ର ପାଗରିଆ ଥାନା ଅନ୍ତର୍ଗତ ବିନୟଗା…
ଭୂଟାନ ଗସ୍ତର ସୁନ୍ଦର ଫଟୋ: ରାଜା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ସ୍ପେଶାଲ ଡିନର, ପରିବାର ସହ ବିତାଇଲେ ସମୟ
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଭୂଟାନ ଗସ୍ତରେ ଯାଇଥିଲେ । ସେ ୨୨ ଏବଂ ୨୩ ମାର୍ଚ୍ଚରେ ଭୂଟାନ ଯାତ୍ରା କରିଥିଲେ । ଏହି ସମୟରେ ଭୂଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ବାଙ୍ଗଚୁକ…