CHARIDHAM
Browsing Category

ଦେଶ ବିଦେଶ

ପୋଲିସ କନେଷ୍ଟବଳଙ୍କ ପାଇଁ ବଞ୍ଚିଗଲା ଚାଷୀଙ୍କ ଜୀବନ: ତେଲେଙ୍ଗାନାରୁ ଆସିଲା ମଣିଷପଣିଆର ବାସ୍ତବ ଚିତ୍ର

କରିମନଗର: ପୋଲିସ କର୍ମଚାରୀଙ୍କ ଉଦ୍ୟମ ବଳରେ ବଞ୍ଚିଗଲା ଜଣେ ଚାଷୀଙ୍କ ଜୀବନ। ତେଲେଙ୍ଗାନାରେ ଦେଖିବାକୁ ମିଳିଛି ମଣିଷପଣିଆର ଏଭଳି ଏକ ବାସ୍ତବ ଚିତ୍ର। ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ…

Fastag KYC ର ବଢିଲା ଡେଡଲାଇନ, NHAI ଦେଲା ଆଶ୍ୱସ୍ତି- ଜାଣନ୍ତୁ ଅପଡେଟର ଶେଷ ତାରିଖ

ନୂଆଦିଲ୍ଲୀ: ଫାଷ୍ଟଟ୍ୟାଗ କେୱାଇସିର ଶେଷ ତାରିଖ ପୁଣି ଥରେ ବଢାଯାଇଛି । ଫାଷ୍ଟଟ୍ୟାଗ କେୱାଇସି ଅପଡେଟ କରିବା ଲାଗି ଆଜି ଶେଷ ତାରିଖ ଥିଲା, ଯାହାକୁ ଜାତୀୟ ରାଜପଥ ପ୍ରାଧିକରଣ ବଢାଇଦେଇଛି । ବର୍ତ୍ତମାନ ମାର୍ଚ୍ଚର…

ଧର୍ମେନ୍ଦ୍ର ଓ ଅଶ୍ଵିନୀଙ୍କ ବଢୁଛି ଲୋକପ୍ରିୟତା: ଇଣ୍ଡିଆନ ଏକ୍ସପ୍ରେସ ସର୍ଭେ ରିପୋର୍ଟ

ଓଡ଼ିଶା ଭାସ୍କର: ପ୍ରାୟତଃ ଅନେକ ସମୟରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ଅନେକ ସାରା ସର୍ଭେ କରାଯାଇଥାଏ । ଏହିପରି ଦେଶର ଏକ ପ୍ରମୁଖ ଗଣମାଧ୍ୟମ 'ଇଣ୍ଡିଆନ ଏକ୍ସପ୍ରେସ' ନିକଟରେ ଗୋଟିଏ ସର୍ଭେ କରିଥିଲା। ଯାହାର ନାମ…

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ଉପାଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍‌ ଉପାଧିରେ ସମ୍ମାନିତ କରାଯାଇଛି । ବିଶ୍ୱବିଦ୍ୟାଳୟ…

Union Cabinet Meeting: ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ମିଳିଲା ମଞ୍ଜୁରୀ, ତିଆରି ହେବ ୩୦୦ କୋଟି ଚିପ୍ସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଛାତର ସୌର ପ୍ରକଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଅନେକ…

Jioର ଧମାକାଦାର ରିଚାର୍ଜ ପ୍ଲାନ: ପ୍ରତିଦିନ ୮ ଟଙ୍କା ଖର୍ଚ୍ଚରେ ଅନଲିମିଟେଡ କଲିଂ ସହିତ ୨ଜିବି ଡାଟା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଦୀର୍ଘ ବୈଧତା ସହିତ ଏକ ଯୋଜନା ଅଫର କରୁଛି। ଏହି ପ୍ରିପେଡ୍ ଯୋଜନାରେ, ଉପଭୋକ୍ତାମାନେ ଅନଲିମିଟେଡ କଲିଂ ସହିତ ଦୈନିକ ୨ ଜିବି…

(Video) ୪ଟି ବଡ଼ ବଡ଼ ଲଗେଜ, ହାତୀ ପ୍ରିଣ୍ଟିଙ୍ଗ ଗାଡ଼ି, ଦେଖନ୍ତୁ କିପରି ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଙ୍ଗ ପାଇଁ ପହଞ୍ଚିଲେ ରିହାନା

ମୁମ୍ବାଇ: ବିଜନେସମ୍ୟାନ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଚଳିତ ବର୍ଷ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ଏହାପୂର୍ବରୁ ଅମ୍ବାନୀ ପରିବାରର ହୋମଟାଉନ ଜାମନଗରରେ…

ଇଣ୍ଟେଲ ଇଣ୍ଡିଆର ପୂର୍ବତନ ଚିଫ ଅବତାର ସାଇନିଙ୍କର ଦୁର୍ଘଟଣାରେ ମୃତ୍ୟୁ, ସାଇକେଲ ଚଲାଇବା ସମୟରେ କ୍ୟାବ ମାରିଲା ଧକ୍କା

ନୂଆଦିଲ୍ଲୀ: ସଫ୍ଟୱେବର ପ୍ରସ୍ତୁତ କରୁଥିବା ବରିଷ୍ଠ କମ୍ପାନୀ ଇଣ୍ଟେଲର ପୂର୍ବତନ ପ୍ରମୁଖ ଅବତାର ସାଇନିଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅଧିକାରୀ କହିଛନ୍ତି ଯେ, ନାଭି ମୁମ୍ବାଇରେ ସାଇକେଲ ଚଳାଉଥିବା ସମୟରେ…

‘ଭରଣ-ପୋଷଣ ରାଶି ପାଇଁ ହକଦାର ହେବେନି ପତ୍ନୀ’: maintenance କୁ ନେଇ ହାଇକୋର୍ଟଙ୍କ ବଡ଼ ଶୁଣାଣି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ରାଞ୍ଚି: ସ୍ୱାମୀଙ୍କ ଠାରୁ ସ୍ତ୍ରୀ ଅଲଗା ରହିବା କ୍ଷେତ୍ରରେ ସ୍ୱାମୀଙ୍କୁ ଯେଉଁ ଭରଣ-ପୋଷଣ ରାଶି ଦେବାକୁ ପଡେ ଏନେଇ ଏକ ବଡ଼ ନିଷ୍ପତ୍ତି ଝାରଖଣ୍ଡ ହାଇକୋର୍ଟ ନେଇଛନ୍ତି । ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ, ଯଦି…

ମହଙ୍ଗା ପଡିଲା ହ୍ବିଲ ଚେୟାର: ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା DGC

ନୂଆଦିଲ୍ଲୀ : ହ୍ବିଲ ଚେୟାର ଯୋଗୁଁ ଏୟାର ଇଣ୍ଡିଆ ଉପରେ ଲାଗିଲା ୩୦ ଲକ୍ଷ ଟଙ୍କାର ଜରିମାନା। ହ୍ବିଲ ଚେୟାର ନ ମିଳିବା ଯୋଗୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ…