Browsing Category

ଦେଶ ବିଦେଶ

ପିଏମ କିସାନ କିସ୍ତି ପୂର୍ବରୁ କୃଷିମନ୍ତ୍ରୀଙ୍କ ବଡ ଘୋଷଣା, ଶୁଣି ଆପଣ ମଧ୍ୟ ହୋଇଯିବେ ଖୁସି

ନୂଆଦିଲ୍ଲୀ: PM Kisan Samman Nidhi ର ୧୩ତମ କିସ୍ତି ପାଇଁ ଅପେକ୍ଷା ଶେଷ ହେବାକୁ ଯାଉଛି । ଫେବୃଆରୀ ୨୪ ରେ DBT ମାଧ୍ୟମରେ ସରକାର ଏହି କିସ୍ତି କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ ବୋଲି ଆଶା କରାଯାଉଛି ।…

ପାକିସ୍ତାନକୁ ସାହାଯ୍ୟର ହାତ ବଢାଇଲା ଚୀନ, ଋଣ ଦେବ ୭୦କୋଟି ଡଲାର

ଇସଲାମାବାଦ: ପାକିସ୍ତାନକୁ ୭୦୦ ମିଲିୟନ୍ ଡଲାରର ଋଣ ମଞ୍ଜୁର କରିଛି। ଏହି ରାଶି ଏହି ସପ୍ତାହରେ ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କକୁ ହସ୍ତାନ୍ତର କରାଯିବ। ବୁଧବାର ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ୍ ଦାର୍ ଏହି ସୂଚନା…

ପୂର୍ବତନ ବିଜେପି ବିଧାୟକଙ୍କୁ ୧୦ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ବିଜେପିର ଜଣେ ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୨୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ କୋର୍ଟ ଏହି ଶୁଣାଣି କରିଛନ୍ତି । ଏଥିସହିତ ଏକ ଲକ୍ଷର ଜରିମାନା ମଧ୍ୟ ଲାଗୁ କରାଯାଇଛି । ଏହି…

ଭୂକମ୍ପରେ ଥରିଲା ତାଜିକିସ୍ତାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୮

ତାଜିକିସ୍ତାନ: ତୁର୍କୀର ବିନାଶକାରୀ ଭୂକମ୍ପ ପରେ ବର୍ତ୍ତମାନ ଆଫଗାନିସ୍ତାନର ପୂର୍ବ ତାଜିକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିବା କଥା ସାମ୍ନାକୁ ଆସିଛି । ଭୂକମ୍ପର ପ୍ରବଳ କମ୍ପନ ଯୋଗୁଁ ଆଫଗାନିସ୍ତାନର ପୂର୍ବ…

ଥାନାରେ ଲାଗିବ ସିସିଟିଭି କ୍ୟାମେରା: ମାସେ ଭିତରେ ଆକ୍ଟିଭ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା ତଥା ଅନ୍ୟାନ୍ୟ ତଦନ୍ତକାରୀ ଏଜେନ୍ସି କାର୍ଯ୍ୟାଳୟଗୁଡିକ ପାଇଁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଣିକି ସିସିଟିଭି କ୍ୟାମେରା ତଳେ ହେବ ସମସ୍ତ କାର୍ଯ୍ୟ ।…

ପ୍ରଧାନମନ୍ତ୍ରୀଙ୍କ ‘ଏଗଜାମ ୱାରିୟର୍ସ’ ପୁସ୍ତକକୁ ଲାଇବ୍ରେରୀରେ ରଖନ୍ତୁ: ରାଜ୍ୟମାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ ନିର୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ 'ଏଗଜାମ ୱାରିୟର୍ସ' ପୁସ୍ତକକୁ ବିଦ୍ୟାଳୟ ଲାଇବ୍ରେରୀରେ ରଖନ୍ତୁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ…

୪ ଦିନରେ ୭ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ, ୫ ମାସରେ ସବୁଠାରୁ ବଡ କ୍ଷତି ସହିଲା ଭାରତୀୟ ସେୟାର ବଜାର

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଲଗାତାର ଚତୁର୍ଥ ଦିନ ପାଇଁ ନିମ୍ନମୁଖି ରହିଛି। ଯାହାଫଳରେ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। କେବଳ ବୁଧବାର ନିବେଶକମାନେ ୩.୮୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସେହିଭଳି…

ଆରବିଆଇ ରେ ଫାଟ : ରେପୋ ରେଟ୍ ବୃଦ୍ଧି ଠିକ୍ ନୁହେଁ …ବୈଠକରେ ବିରୋଧ, ୨ ସଦସ୍ୟଙ୍କ କ୍ରସ୍ ଭୋଟିଂ

ନୂଆଦିଲ୍ଲୀ : ଫେବୃଆରୀ ୮ ରେ ଆରବିଆଇ ର ରେପୋ ରେଟ୍‌ ହାର ବୃଦ୍ଧି ନିଷ୍ପତ୍ତିକୁ ବୁଧବାର ଏମପିସି ବୈଠକରେ ତୀବ୍ର ବିରୋଧ କରାଯାଇଛି। ଏମପିସିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟ ଏହା ବିରୋଧରେ ଭୋଟିଂ କରିଥିଲେ ।…

ମୋର୍ବି ବ୍ରିଜ ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା: ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଅହମ୍ମଦାବାଦ: ଗତ ଅକ୍ଟୋବରରେ ହୋଇଥିବା ମୋର୍ବି ବ୍ରିଜ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବ୍ରିଜ ଭୁଷୁଡି ପଡିବାରୁ ୧୩୫ ଜଣ ପ୍ରାଣ ହରାଇଥିବା ବେଳେ ୫୬ ଜଣ ଆହତ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ବ୍ରିଜ…

୬ ବର୍ଷ ପୂର୍ବରୁ ସ୍କୁଲ ଆଡମିଶନ ହେବ ନାହିଁ – ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏଣିକି ୬ ବର୍ଷ ପୂର୍ବରୁ ଛୁଆ ସ୍କୁଲରେ ଆଡମିଶନ ନେଇ ପାରିବ ନାହିଁ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ପିଲାଙ୍କ ସ୍କୁଲ ଆଡମିଶନ ପାଇଁ…