Browsing Category

ଦେଶ ବିଦେଶ

Jharkhand Cabinet Expansion: ଦୁଇ ଜଣ ଡେପୁଟି ସିଏମ୍, ମନ୍ତ୍ରୀ ପଦକୁ ନେଇ ଚାଲିଛି ଅଙ୍କକଷା

ରାଞ୍ଚି: ଫେବୃଆରୀ ୧୬ରେ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ କ୍ୟାବିନେଟ ବିସ୍ତାର ହେବ । ଏହି କ୍ୟାବିନେଟ୍ ବିସ୍ତାରରେ ନୂତନ ଚେହେରାଙ୍କୁ ସୁଯୋଗ ଦିଆଯିବାର ସମ୍ଭାବନା ରହିଛି । ଏନେଇ ରାଜନୈତିକ ହଟଚମଟ…

‘ମହାଭାରତ’ର ଶ୍ରୀକୃଷ୍ଣ ଥାନାର ଦ୍ୱାରସ୍ଥ: IAS ପତ୍ନୀଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତା ନୀତିଶ ଭରଦ୍ୱାଜ

ନୂଆଦିଲ୍ଲୀ: ଟିଭି ସିରିୟଲ ‘ମହାଭାରତ’ରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଜଣାଶୁଣା ଅଭିନେତା ନୀତିଶ ଭରଦ୍ୱାଜ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନୀତିଶ ତାଙ୍କ ଆଇଏଏସ ପତ୍ନୀ ସ୍ମିତା ଭରଦ୍ୱାଜଙ୍କ ବିରୋଧରେ…

BIG BREAKING: ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ

ଓଡ଼ିଶା ଭାସ୍କର: ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ। ବୌଦ୍ଧରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଛି। କଣ୍ଟାମାଳ ଥାନା ନାଲିକୁମ୍ପା…

ନିର୍ବାଚନୀ ବଣ୍ଡ ଯୋଜନା ଉପରେ କଟକଣା ଲାଗୁ କଲେ ସୁପ୍ରିମକୋର୍ଟ: ବଣ୍ଡ କ୍ରୟଧାରୀଙ୍କ ଲିଷ୍ଟ ସାର୍ବଜନିକ ହେବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଲେକ୍ଟୋରାଲ ବଣ୍ଡର ବୈଧତା ନେଇ ଦେଶର ସର୍ବୋଚ୍ଚ ଅଦାଲତ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ଇଲେକ୍ଟୋରାଲ ବଣ୍ଡ ସୂଚନା ଅଧିକାର ଉଲ୍ଲଂଘନ । ଦଳମାନଙ୍କର ଫଣ୍ଡିଂ ବିଷୟରେ…

ଗୃହ ମନ୍ତ୍ରଣାଳୟଙ୍କୁ ଚିଠି ଲେଖିଲେ ନିର୍ବାଚନ କମିଶନ, ନିର୍ବାଚନ ପାଇଁ ଲେଡ଼ିଛନ୍ତି ୩.୪ ଲକ୍ଷ CAPF ଯବାନ

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତି ଦଳ ପକ୍ଷରୁ ନିର୍ବାଚନୀ ପ୍ରାକ୍ ପ୍ରସ୍ତୁତି ଜୋରଦାର ଚାଲିଛି । ଜନସଂଖ୍ୟା ଏବଂ ଲୋକସଭା ଆସନକୁ ଦୃଷ୍ଟିରେ ରଖି ନିର୍ବାଚନ ପାଇଁ ସୁରକ୍ଷା…

ଫ୍ରେଶର୍ସଙ୍କ ପାଇଁ ଚାକିରି: ଆସନ୍ତା ୬ ମାସରେ ୪୦ ହଜାରରୁ ଅଧିକ ନିଯୁକ୍ତି ଦେବେ ଭାରତୀୟ ଆଇଟି କମ୍ପାନୀ- ରିପୋର୍ଟ

ନୂଆଦିଲ୍ଲୀ: ଯଦି ଆପଣ ନିକଟରେ ଶିକ୍ଷା ସମାପ୍ତ କରିଛନ୍ତି, ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ ଓ ଚାକିରି ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ୪୦…

୧୬ ଫେବୃଆରୀରେ ଭାରତ ବନ୍ଦ, ସାରା ଦେଶରେ ସ୍କୁଲ ବନ୍ଦ ରହିବ କି?

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଏବଂ ଏସକେଏମ ଫେବୃଆରୀ ୧୬ ରେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି । ଏହି ଧର୍ମଘଟ ମାଧ୍ୟମରେ ତାଙ୍କର ଲକ୍ଷ୍ୟ…

୧୪୦ କୋଟି ଭାରତୀୟଙ୍କ ହୃଦୟ ଜିତିଛି UAE, ଆବୁଧାବିରେ BAPS ସ୍ୱାମୀ ନାରାୟଣ ମନ୍ଦିର ଉଦଘାଟନ ପରେ ଏମିତି କହିଲେ ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉଦଘାଟିତ ହୋଇଛି ସଂଯୁକ୍ତ ଆରବ ଏମିରେଟସ୍ (UAE) ରାଜଧାନୀ ଆବୁଧାବି ସ୍ଥିତ BAPS ସ୍ୱାମୀ ନାରାୟଣ ମନ୍ଦିର। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ମନ୍ଦିର ଉଦଘାଟନ ହୋଇଛି। ଏହି ଅବସରରେ…

ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡିର ସମନ, ଏହା ପରେ ହେବେ କି ଗିରଫ?

ନୂଆଦିଲ୍ଲୀ: ଥରେ କିମ୍ବା ୨ ଥର ନୁହେଁ ଆଜକୁ ଲଗାଇଲେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। କିନ୍ତୁ ଏହି ସମନକୁ ବେଆଇନ ବୋଲି କହି…

(Video) ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ପଥର ଉପରେ “ବସୁଧୈବ କୁଟୁମ୍ବକମ୍” ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟସ୍ (UAE) ଭଳି ଏକ ମୁସଲମାନ ବହୁଳ ରାଷ୍ଟ୍ରରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ଆଉ ବିଶେଷକରି ବିଦେଶ ମାଟିରେ ଭାରତର ପ୍ରଧାନମନ୍ତ୍ରୀଙ୍କ…