Browsing Category
ଦେଶ ବିଦେଶ
କାଲି ପଞ୍ଜାବରେ ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳ ରାସ୍ତା ଜାମ୍ , ଭାରତୀୟ କୃଷକ ସଂଗଠନର ବଡ ଘୋଷଣା
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ହଜାର ହଜାର ସଂଖ୍ୟାରେ କୃଷକ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି । ଏମଏସପି ଓ ଋଣ ଛାଡ ଆଇନର ଗ୍ୟାରେଣ୍ଟି, ସ୍ୱାମୀନାଥନ ଆୟୋଗଙ୍କ ରିପୋର୍ଟ ଲାଗୁ କରିବା ଓ ଲଖିମପୁର ଖିରି ଘଟଣା ଉପରେ ଦୃଢ…
ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କୁ ବଡ଼ ପୁରସ୍କାର: ଦଳରେ ମିଶିବାର ୨୪ ଘଣ୍ଟା ମଧ୍ୟରେ ବିଜେପି ଦେଲା ରାଜ୍ୟସଭା ଟିକେଟ୍
ନୂଆଦିଲ୍ଲୀ: ଗତ ୧୨ ତାରିଖ ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡ଼ିଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଅଶୋକ ପଦ୍ମ ଧରିଥିଲେ । ତେବେ ଗତ ୧୩ ତାରିଖରେ ପଦ୍ମ ଦଳରେ…
ସୂର୍ଯ୍ୟ ନମସ୍କାର ଉପରେ ମୁସଲିମ୍ ସଂଗଠନକୁ ବଡ ଝଟ୍କା, କ’ଣ କହିଲେ କୋର୍ଟ ଜାଣନ୍ତୁ
ଜୟପୁର: ସୂର୍ଯ୍ୟ ନମସ୍କାର ମାମଲାରେ ମୁସଲିମ୍ ସଂଗଠନକୁ ରାଜସ୍ଥାନ ହାଇକୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ସପ୍ତ ସପ୍ତମୀ ଅବସରରେ ୧୫ ଫେବୃୟାରୀରେ ପ୍ରଦେଶର ସମସ୍ତ ସ୍କୁଲରେ କରାଯିବାକୁ ଥିବା ସୂର୍ଯ୍ୟ ନମସ୍କାର ଆୟୋଜନ…
କୋଟି କୋଟି ଟଙ୍କାର ଘରେ ରହୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ନାତାଶା, ଦେଖନ୍ତୁ ଭାଲେନଟାଇନ୍ସ ଡେ’ ରେ କିପରି କଲେ ୱିସ
ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ ଏବଂ ସେବେଠାରୁ ସେ ଟିମ୍ ଇଣ୍ଡିଆ ବାହାରେ ଅଛନ୍ତି। ତେବେ ପାଣ୍ଡ୍ୟା ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।…
କୃଷକଙ୍କୁ ଘାରିଛି ବିଲରୁ ରସୁଣ ଚୋରୀର ଭୟ, କିଆରୀରେ ଲଗେଇଲେ ସିସିଟିଭି
ନୂଆଦିଲ୍ଲୀ: ରସୁଣ ମୂଲ୍ୟ ୪୦୦ଛୁଇଁଲା ପରେ ଏବେ ରସୁଣ ଚାଷୀ ଭାରି ଖୁସି । ଏହି କ୍ରମରେ ରସୁଣ ଚାଷକୁ ନେଇ ମଧ୍ୟପ୍ରଦେଶ ଜିଲ୍ଲା ଛିନ୍ଦୱାଡାରୁ ଆସିଛି ଏକ ଭିନ୍ନ ଖବର । ଏବେ ଏଠାରେ ଚାଷୀ ନିଜ ରସୁଣ କ୍ଷେତ ଜଗିବା ଲାଗି…
ଖୋଲିବ ଶ୍ରୀ ବଦ୍ରିନାଥ ଧାମ୍ ଦ୍ୱାର, ମନ୍ଦିର କମିଟି ପକ୍ଷରୁ ତାରିଖ ଘୋଷଣା
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବଦ୍ରିନାଥ ଧାମ୍ ହେଉଛି ୪ଟି ଧାମ୍ ମଧ୍ୟରୁ ଅନ୍ୟତମ । ପ୍ରତି ବର୍ଷ ବଦ୍ରିନାଥ ଧାମରେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଲକ୍ଷ ଳକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ବଦ୍ରିନାଥ ଧାମର ଦ୍ୱାର…
ରାଜ୍ୟସଭାର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜସ୍ଥାନରୁ ସୋନିଆ ଗାନ୍ଧୀ ଥିବାବେଳେ ହିମାଚଳ ପ୍ରଦେଶରେ ଅଭିଷେକ ମନୁ ସିଙ୍ଘବୀଙ୍କୁ ଟିକେଟ ଦିଆଯାଇଛି । ଏଥିସହ ବିହାରରୁ…
ସିଙ୍ଗର ମଲ୍ଲିକା ରାଜପୁତଙ୍କ ପରଲୋକ: ମାତ୍ର ୩୫ ବର୍ଷରେ ଆଖି ବୁଜିଲେ
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖ ଖବର । ସିଙ୍ଗର ମଲ୍ଲିକା ରାଜପୁତ ଓରଫ ବିଜୟ ଲକ୍ଷ୍ମୀଙ୍କ ପରଲୋକ ଘଟିଛି । ଉତ୍ତରପ୍ରଦେଶର ସୁଲତାନପୁର ସ୍ଥିତ ତାଙ୍କ ବାସଭବନରୁ ଗାୟିକାଙ୍କ ମୃତଦେହ ଉଦ୍ଧାର…
ଦ୍ରୁତ ଗତିରେ ଆଗଉଛି ଭାରତ, ଖୁବ୍ ଶୀଘ୍ର ପଛରେ ପଡିବେ ଜାପାନ ଓ ଜର୍ମାନୀ
ନୂଆଦିଲ୍ଲୀ: ଜଣଙ୍କର ଅସଫଳତା ଅନ୍ୟର ସଫଳତା ଲାଗି ରାସ୍ତା ଖୋଲିଥାଏ । ଏହିପରି କିଛି ଜାପାନ ସହ ବି ହୋଇଛି । ଜାପାନର ଅର୍ଥ ବ୍ୟବସ୍ଥା ଏବେ ଧିମା ପଡିଯାଇଛି ଯାହାର ଫାଇଦା ଭାରତକୁ ମିଳିଛି । ନିକଟରେ ବିଶେଷ ସୂତ୍ରରୁ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ସମର୍ଥନ କଲା ବିଜେଡି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶା ଓ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ତେବେ ଓଡ଼ିଶାର ରାଜ୍ୟସଭା ଆସନ ପାଇଁ ବିଜେପି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ…