Browsing Category

ଦେଶ ବିଦେଶ

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ: ୧୦ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍୍ ଭାବେ ଉଭା ହୋଇଛି । କେବଳ ଭାରତରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ଆତଙ୍କବାଦୀଙ୍କ ବିଭିନ୍ନ ସଂଗଠନ ସକ୍ରିୟ ରହିବା ସହ ସେମାନେ ସରକାରୀ…

କ୍ୟାନ୍ସର ରୋଗୀଙ୍କର ବଞ୍ଚିପାରିବ ଜୀବନ ! AIIMS-IIT ରିପୋର୍ଟରେ ବଡ ଦାବି, କୁହାଯାଇଛି ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଦେଶର ୭୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ କ୍ୟାନ୍ସରରେ କେବଳ ଏହି ଯୋଗୁଁ ହେଉଛି, କାରଣ ସେମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରୁନାହାଁନ୍ତି । ଯଦି ରୋଗୀମାନେ ଡାକ୍ତରଖାନାରେ ପହଞ୍ଚିଯାଆନ୍ତି,…

ଗୋଆରେ India Energy Week 2024 ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆ ଗସ୍ତ କରିବେ । ସେଠାରେ ଭାରତ ଶକ୍ତି ସପ୍ତାହ ୨୦୧୪(India Energy Week 2024)ର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ୧୩୩୦ କୋଟି ଟଙ୍କାରୁ…

ଅହମଦ ଅୱଦ ବିନ୍ ମୁବାରକ୍ ୟେମେନର ନୂତନ ପ୍ରଧାନମନ୍ତ୍ରୀ

ସନା: ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ୟେମେନର ରାଷ୍ଟ୍ରପତି ପରିଷଦ(Presidential Council) ସୋମବାର ଏକ ଅପ୍ରତ୍ୟାଶିତ ପଦକ୍ଷେପ ଗ୍ରହଣ କରିଛି । ୟେମେନର ପ୍ରଧାନମନ୍ତ୍ରୀ ମାଇନ୍ ଅବଦୁଲ ମଲିକ ସଇଦ(Maeen…

ଆଜିଠାରୁ ଉତ୍ତରାଖଣ୍ଡ ବିଧାନସଭା, ଉପସ୍ଥାପିତ ହେବ UCC ବିଲ୍‌

ଡେରାଡ଼ୁନ: ଆଜିଠାରୁ ଉତ୍ତରାଖଣ୍ଡରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏଥିପାଇଁ ବିଧାନସଭା ସଚିବାଳୟ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜିର ଏହି ବିଧାନସଭା ଅଧିବେଶନରେ ଦେଶ ତଥା ରାଜ୍ୟ ପାଇଁ ସମାନ ନାଗରିକ…

ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କୁ ହେଲା କ୍ୟାନ୍ସର: ବକିଙ୍ଗହମ୍ ପ୍ୟାଲେସରୁ ସୂଚନା

ଲଣ୍ଡନ : ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ ଏବେ କ୍ୟାନ୍ସର ରୋଗରେ ପୀଡିତ ହୋଇଛନ୍ତି । ତାଙ୍କୁ କ୍ୟାନ୍ସର ହୋଇଥିବା ଏବେ ଖୁଲାସା ହୋଇଛି । ବ୍ରିଟିଶ ରାଜ ପରିବାର ଏହି ସୂଚନା ସୋସିଆଲ ମିଡିଆରେ ସେୟାର କରିଛି ।…

ଆପଣ କିଣୁଥିବା Product ଅସଲି ନା ନକଲି? ସ୍କାନ କଲେ ଜଣାଇଦେବ ଏହି Software…

ଓଡ଼ିଶା ଭାସ୍କର: ବଜାରରୁ ବିଭିନ୍ନ ଜିନିଷ କିଣିବା ସମୟରେ ଅନେକ ଗ୍ରାହକ ଠକାମୀର ଶିକାର ହୋଇଥାନ୍ତି । ଅନେକ ଜିନିଷର ଅବିକଳ ନକଲି ପ୍ରଡକ୍ଟ ପ୍ରସ୍ତୁତ କରି ବଜାରରେ ବିକ୍ରି ପାଇଁ ଉପଲବ୍ଧ କରୁଛନ୍ତି । ଯାହା ଫଳରେ…

ଏଣିକି ରାଜ୍ୟରେ କିନ୍ନରମାନଙ୍କ ପାଇଁ ମାଗଣା ହେବ ବସଯାତ୍ରା: ନିଜେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଏଣିକି କିନ୍ନରମାନଙ୍କ ପାଇଁ ବସଯାତ୍ରା ମାଗଣା ହେବ। ପୂର୍ବରୁ ରାଜ୍ୟରେ ମହିଳା ମାନଙ୍କ ପାଇଁ ମାଗଣା ବସଯାତ୍ରାର ସୁବିଧା ରହିଥିବା ବେଳେ ଏବେ କିନ୍ନରମାନଙ୍କ ପାଇଁ ବି ସମାନ ସୁବିଧା କରାଯାଇଛି। ତେବେ…

DRDO ଦ୍ୱାରା ହାଇସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଆଲ୍ ଟାର୍ଗେଟ୍ ‘ଅଭ୍ୟାସ’ର ଆକାଶମାର୍ଗ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ୨୦୨୪ ଜାନୁଆରୀ ୩୦ରୁ ଫେବ୍ରୁଆରୀ ୨ ତାରିଖ ମଧ୍ୟରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀରୁ ହାଇସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଆଲ୍…

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେଲେ ଶ୍ରୀ ସଞ୍ଜୟ ଜାଜୁ

ଶ୍ରୀ ସଞ୍ଜୟ ଜାଜୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୨ ବ୍ୟାଚ୍‌ ତେଲଙ୍ଗାନା କ୍ୟାଡରର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ଆଜି ଶ୍ରୀ ଜାଜୁ ଦାୟିତ୍ୱ ଗ୍ରହଣ…