Browsing Category
ଦେଶ ବିଦେଶ
ଜିଲ୍ଲା କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ: ଏହି ଦୁଇ ପଦ ମଧ୍ୟରେ ତଫାତ୍ କ’ଣ, କେଉଁ ପଦର ଦାୟିତ୍ୱ କ’ଣ
ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ସରକାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବିଭିନ୍ନ ପାୱାର ସହିତ ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ । ତେବେ ଅଧିକାଂଶ ସମୟରେ ଲୋକମାନେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଡିଏମ) ଓ ଡିଷ୍ଟ୍ରିକ୍ଟ…
Digi Yatra ସେବାରେ ସାମିଲ ହେବ ୧୪ଟି ବିମାନବନ୍ଦର, ଲାଭ ଉଠାଇ ପାରିବେ ବିଦେଶୀ ଯାତ୍ରୀ
ନୂଆଦିଲ୍ଲୀ: ଖୁବ ଶୀଘ୍ର କେନ୍ଦ୍ର ସରକାର ଡିଜି ଯାତ୍ରା (Digi Yatra) ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଆଗାମୀ କିଛି ମାସ ମଧ୍ୟରେ ପୁଣି ୧୪ଟି ବିମାନବନ୍ଦରରେ ଡିଜି ଯାତ୍ରା ସେବା ଆରମ୍ଭ ହେବ ଏବଂ ଏଥିରେ ବିଦେଶୀ…
ଦିଲ୍ଲୀରୁ ‘ପଳାୟନ’ କରିବାରେ ହେମନ୍ତ ସୋରେନଙ୍କୁ ଅରବିନ୍ଦ କେଜ୍ରିୱାଲ ସାହାଯ୍ୟ କରିଥିଲେ: ବିଜେପିର ବଡ଼ ଦାବି
ନୂଆଦିଲ୍ଲୀ: ଗତ କିଛିଦିନ ଧରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକାଧିକ ସମନ ପରେ ବି ମୁଖ୍ୟମନ୍ତ୍ରୀ ସୋରେନ୍ ହାଜର ହୋଇନଥିଲେ । ଜମି…
ବିହାରର ୨ ଉପ ମୁଖ୍ୟମନ୍ତ୍ରୀଙ୍କୁ Z ପ୍ଲସ୍ ଶ୍ରେଣୀର ସୁରକ୍ଷା
ପାଟନା: ନିକଟରେ ବିହାର ରାଜନୀତିକୁ ନେଇ ବେଶ ହଟଚମଟ ଦେଖିବାକୁ ମିଳିଥିଲା । ବିହାରରେ ଏନଡିଏ ସମର୍ଥନରେ ନୀତିଶ କୁମାର ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ସମ୍ରାଟ ଚୌଧୁରୀ ଏବଂ…
ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ଏହି ଦିଗକୁ ଅଧିକ ଫୋକସ କରିବେ ସରକାର
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ସଂସଦରେ…
ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ମନା, ସରକାରଙ୍କୁ ନିର୍ଦ୍ଦେଶ ଦେଲେ ମାଦ୍ରାସ ହାଇକୋର୍ଟ
ନୂଆଦିଲ୍ଲୀ: ମଙ୍ଗଳବାର ମାଦ୍ରାସ ହାଇକୋର୍ଟ ତାମିଲନାଡ଼ୁ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ପକ୍ଷରୁ ତାମିଲନାଡ଼ୁ ସରକାରଙ୍କୁ Hindu Religious & Charitable…
କାହା ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଲା ED?; JMM
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚି ଫେରିବା ପରେ ତାଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ…
IND vs ENG: ‘ଭାରତର ଫିଲ୍ଡିଂ ଦୁର୍ବଳ…’ ଟିମ୍ ଇଣ୍ଡିଆର ଦୁର୍ବଳତା ବଖାଣିଲେ ଇଂଲଣ୍ଡର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ: ହାଇଦ୍ରାବାଦରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ (ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ)ରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡଠାରୁ ୨୮ ରନ୍ ରେ ପରାସ୍ତ ହୋଇଥିଲା। ଏହା ସହ ଆୟୋଜକ ଦଳ ୫ ମ୍ୟାଚ୍…
ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା APP
ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଆମ୍…
ସଂସଦରେ ଦୋଷୀ ସାବ୍ୟସ୍ତ ପରେ ମଧ୍ୟ ୧୧ ଜଣ ବିରୋଧୀ ସାଂସଦଙ୍କ ନିଲମ୍ବନ ବାତିଲ, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରାଜ୍ୟସଭାର ବିଶେଷାଧିକାର ସମିତି ୧୧ ଜଣ ନିଲମ୍ବିତ ବିରୋଧୀ ସାଂସଦଙ୍କୁ ଗୃହର ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ, କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସେମାନଙ୍କ…