Browsing Category

ଦେଶ ବିଦେଶ

୨ ଦିନ ମଧ୍ୟରେ ଅପଡେଟ କରନ୍ତୁ ଫାଷ୍ଟାଗ୍: ନଚେତ୍ ୧ ଫେବୃଆରୀରୁ ହୋଇଯିବ ବ୍ଲାକଲିଷ୍ଟ୍, ଜାଣନ୍ତୁ ପୁରା ପ୍ରୋସେସ୍

ନୂଆଦିଲ୍ଲୀ: ଏକ୍ସପ୍ରେସୱେ-ନ୍ୟାସନାଲ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କୁ ୩୧ ଜାନୁଆରୀ ରାତି ୧୨ଟା ସୁଦ୍ଧା ସେମାନଙ୍କ ଫାଷ୍ଟାଗର କେୱାଇସିକୁ ଅପଡେଟ୍ କରିବାକୁ ପଡିବ । ଫାଷ୍ଟାଗ୍ ଅପଡେଟ୍ କରିବାର ସୁବିଧା ଆପ୍ ସହିତ…

ଉତ୍ତରକାଶୀ ଟନେଲରେ ପୁଣି ହେବ ନିର୍ମାଣ କାର୍ଯ୍ୟ: ସୁଧୁରିବ ରୋଜଗାର ଏବଂ ବ୍ୟବସାୟ ସ୍ଥିତି

ନୂଆଦିଲ୍ଲୀ: ପୁଣିଥରେ ଚଳଚଞ୍ଚଳ ହୋଇ ଉଠିବ ଉତ୍ତରକାଶୀ ଟନେଲ । ବିରାଟ ଦୁର୍ଗଟଣା ପରେ ଏବେ ପୁଣିଥରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନୁମତି ମଧ୍ୟ ମିଳି ସାରିଛି…

ଥମୁନି ହନୁମାନ ପତାକା ବିବାଦ: ଜନତା- ସରକାରଙ୍କ ମଧ୍ୟରେ ଚାଲିଛି ଟଣାଓଟାରା

ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା ସ୍ଥିତ ଏକ ଗାଁରେ ଧାର୍ମିକ ପତାକାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ବିପକ୍ଷ ଦଳର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି…

ମହାଭିଯୋଗ ପ୍ରସ୍ତାବର ସାମ୍ନା କରିପାରନ୍ତି ମୁଇଜ୍ଜୁ, ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ବିରୋଧିଙ୍କ ପ୍ରସ୍ତୁତି ଆରମ୍ଭ

ମାଲେ: ଭାରତ ବିରୋଧି ଅପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ମୁଇଜ୍ଜୁଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ତାଙ୍କ ବିରୋଧରେ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ପାଉନି ED

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ପାଉନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏନେଇ ଏୟାରପୋର୍ଟକୁ ଆଲର୍ଟ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ…

ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରେ ମଣିଷର DNA: ତଳେ ପଡ଼ିଥିବା କେଶ, ଚର୍ମ, ଛେପରୁ ଅନେକ ଡାଟା ମିଳିପାରିବ, ବ୍ଲାକ୍ ମାର୍କେଟରେ ବିକ୍ରି…

ନୂଆଦିଲ୍ଲୀ: ଡିଅକ୍ସି ରିବୋନ୍ୟୁକ୍ଲିକ ଏସିଡ (ଡିଏନଏ) ହେଉଛି ମଣିଷର ଶରୀରର ସେଲ ଭିତରେ ଥିବା ଏକ ଅଣୁ ଯାହାକି ଆମର ଜେନେଟିକ ସୂଚନା ଧାରଣ କରିଥାଏ । ଏଥିସହିତ ଏହା ଆମର ବିକାଶ ଓ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିଥାଏ ।…

ସାମ୍ନାକୁ ଆସିଲା ବଡ଼ ଧରଣର ହନିଟ୍ରାପ୍ ମାମଲା; ସାମ୍ବାଦିକ, ପୋଲିସ କର୍ମଚାରୀଙ୍କ ସମେତ ୪ ଗିରଫ

ମୁମ୍ୱାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ହନିଟ୍ରାପ୍ ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ମହିଳା ଫେରାର ଥିବା କୁହାଯାଉଛି। ଏହି ୪ ଜଣଙ୍କୁ ନାଗପୁରରୁ ଗିରଫ କରାଯାଇଛି।…

କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ୍: ଦେଶର ୩୦ଟି ସହର ହେବ ଭିକାରି ମୁକ୍ତ, ଲଞ୍ଚ ହେବ ଜାତୀୟ ପୋର୍ଟାଲ ଓ ମୋବାଇଲ ଆପ୍

ନୂଆଦିଲ୍ଲୀ: ଦେଶକୁ ଭିକାରି ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପ୍ଲାନ କରିଛନ୍ତି । ଦେଶର ୩୦ଟି ସହର ଭିକାରି ମୁକ୍ତ ହେବ । ଏଥିପାଇଁ ଜାତୀୟ ପୋର୍ଟାଲ ଓ ମୋବାଇଲ ଆପ୍ ଲଞ୍ଚ କରାଯିବ । ୨୦୨୬ ମସିହା ସୁଦ୍ଧା…

ମାଳଦ୍ୱୀପ: ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଛି ମୁଖ୍ୟ ବିରୋଧୀ ଦଳ

ନୂଆଦିଲ୍ଲୀ: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ 'ଏମ୍ଡିପି' ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ସନ୍ ଇଣ୍ଟରନ୍ୟାସନାଲର ଖବର…

ମହିଳାଙ୍କୁ ମିଳିବ ବଡ଼ ଫାଇଦା: ମୋଦୀ ସରକାର ବଦଳାଇଲେ Family Pension ନିୟମ

ନୂଆଦିଲ୍ଲୀ: ଫ୍ୟାମିଲି ପେନସନ ସହ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ମହିଳା କର୍ମଚାରୀଙ୍କ ପତିଙ୍କ ପରିବର୍ତ୍ତେ ସେମାନଙ୍କ ସନ୍ତାନ କିମ୍ବା ପାରିବାରିକ ପେନସନ ପାଇଁ ନାମାଙ୍କିତ କରିବା…