Browsing Category
ଦେଶ ବିଦେଶ
ରାମ ମନ୍ଦିର: ୨୨ ଜାନୁଆରୀରେ କେଉଁ ରାଜ୍ୟରେ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ
ନୂଆଦିଲ୍ଲୀ : ୨୨ ଜାନୁଆରୀରେ ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହାର ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରାଣ ପ୍ରତିଷ୍ଠା ବିଷୟରେ ଦେଶର ବିଭିନ୍ନ ସ୍ଥାନରୁ ବହୁତ ଉତ୍ସାହ…
ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୨୩ ମୃତ, ଏକାଧିକ ଆହତ
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଏକାଧିକ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ବିସ୍ଫୋରଣ କାହିଁକି ଘଟିଛି ତାହା…
ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍ଗା ବିବାଦକୁ ନେଇ କ’ଣ କହିଲେ ହେମା ମାଳିନୀ ?
ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମି-ସାହି ଇଦ୍ଗାହ ବିବାଦରେ ସର୍ଭେ କରିବାକୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍ଗାହ…
(Video) ଅଯୋଧ୍ୟା ରାମ ମନ୍ଦିରରେ ବୋମା… ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଲିସକୁ ମିଳିଲା ଏମିତି ଖବର
ନୂଆଦିଲ୍ଲୀ: ବର୍ତ୍ତମାନ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ରାମଭକ୍ତିରେ ଲୀନ ହୋଇଯାଇଛି । ସବୁ ଗଳିକନ୍ଦିରେ ପ୍ରକମ୍ପିତ ହୋଇ ଉଠୁଛି ଜୟ ଶ୍ରୀରାମ ଧ୍ୱନୀ । କିନ୍ତୁ ଏହି ପବିତ୍ର…
ସାବଧାନ୍ ! ଗୁଗୁଲରେ ଭୁଲରେ ବି ସର୍ଚ୍ଚ କରନ୍ତୁ ନାହିଁ ପର୍ଣ୍ଣ ସାଇଟ୍, ସୃଷ୍ଟି ହୋଇପାରେ ବଡ଼ ସମସ୍ୟା, ଜାଣନ୍ତୁ କିପରି
ନୂଆଦିଲ୍ଲୀ: କ’ଣ ଆପଣ ବି କିଛି ପର୍ସନାଲ ସର୍ଚ୍ଚ କରିବା ପାଇଁ ଗୁଗୁଲ କ୍ରୋମର ଇନକୋନିଟୋ ମୋଡ୍ ବ୍ୟବହାର କରନ୍ତି କି? ତେଣୁ ଏହି ଖବରକୁ ଭଲଭାବେ ପଢ଼ନ୍ତୁ । ବାସ୍ତବରେ ଗୁଗୁଲ ବିରୋଧରେ ଏକ ମାମଲା ଜଣାପଡିଛି ଯେ…
ବିଶ୍ୱ ଚେସ୍ ରାଙ୍କିଙ୍ଗରେ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଲେ ପ୍ରଜ୍ଞାନନ୍ଦ
ନୂଆଦିଲ୍ଲୀ: କ୍ଲାସିକ୍ ବର୍ଗରେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲିରେନ୍ ଙ୍କୁ ପରାସ୍ତ କରି ଫିଡେ ମାନ୍ୟତାରେ ଅଭିଜ୍ଞ ବିଶ୍ବନାଥନ ଆନନ୍ଦଙ୍କୁ ପଛରେ ପକାଇ ଛନ୍ତି ଭାରତର ଚେସ୍ ଖେଳାଳି ଆର୍ ପ୍ରଜ୍ଞାନନ୍ଦ । ନେଦରଲାଣ୍ଡରେ…
(Video) ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱକପ୍ ବିଜେତା, ମନ୍ଦିରରେ ପୋଛା ମାରୁଛନ୍ତି: ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ୨୦୧୧ ବିଶ୍ୱ ଚମ୍ପିଆନ୍ ଟିମ ଇଣ୍ଡିଆର ଅଧିକାଂଶ କ୍ରିକେଟର ବର୍ତ୍ତମାନ ଅବସର ଗ୍ରହଣ କରି ସାରିଛନ୍ତି । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ…
ଜାନୁଆରୀ ୨୨ରେ ଅଯୋଧ୍ୟା ଯିବା ପ୍ରଶ୍ନରେ ଏପରି କହିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି । "୨୨ ତାରିଖରେ ମନ୍ଦିର ଉଦଘାଟନ ହେବ,…
ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ଚଳିତ ଖରିଫ୍ ବିପଣନ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ…
ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ; କୁହୁଡି ଯୋଗୁଁ ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଯୋଜନା
ନୂଆଦିଲ୍ଲୀ: ଦୁଇ ଦିନିଆ କେରଳ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ସପ୍ତାହ ଶେଷ ଆଡ଼କୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାର ରହିଛି ଯୋଜନା । ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ମୋଦୀ ରାମଲଲାଙ୍କ…