Browsing Category

ଦେଶ ବିଦେଶ

ସେନ୍ସେକ୍ସର ନୂଆ ଇତିହାସ; ୧୦ ମିନିଟରେ ରୋଜଗାର କଲେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ: ଆଜି ଷ୍ଟକ ବଜାରରେ ସବୁ ରେକର୍ଡ ଭାଙ୍ଗିଛି ସନସେକ୍ସ। ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାରରେ ପରିବର୍ତ୍ତନ ନକରିବାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳୁଛି। ସକାଳେ ବଜାର ଖୋଲିବା ମାତ୍ରେ…

ମହିଳା ସାଂସଦଙ୍କୁ ୬ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ରାଜତନ୍ତ୍ର ଅପରାଧ କାରଣରୁ ଜଣେ ମହିଳା ସାଂସଦଙ୍କ ବିରୋଧରେ କୋର୍ଟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଥାଇଲାଣ୍ଡର ଏକ ଅଦାଲତ ଜଣେ ମହିଳା ସାଂସଦଙ୍କ ବିରୋଧରେ ୬ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି…

ସାଇବର ଅପରାଧ ବିରୁଦ୍ଧରେ ବଡ ପଦକ୍ଷେପ, କାଟି ଦିଆଗଲା ୫୫.୫୨ ଲକ୍ଷ ଫୋନ୍ ସଂଯୋଗ

ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧ ବଢିଚାଲିଥିବା ବେଳେ ସରକାର ଏହାକୁ ରୋକିବା ଲାଗି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । ବୁଧବାର ଏ ବିଷୟରେ ସଂସଦରେ ସୁଚନା ଦେଇଛନ୍ତି ସୂଚନା ଓ ଯୋଗାଯୋଗ…

ଏବେ ପୋଲିସ ଅଭିଯୁକ୍ତକୁ ୧୫ ନୁହେଁ ୯୦ଦିନ ରଖିପାରିବ ଥାନାରେ, IPC, CrPC ରେ ହେବାକୁ ଯାଉଛି ବହୁ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ଏବେ ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି । ଆଜି ସଂସଦରେ ୩ ଗୁରୁତ୍ୱପୂର୍ଣ୍ଣ କ୍ରିମିନାଲ୍ ବିଲ୍ ଉପରେ ଚର୍ଚ୍ଚା ହେବାକୁ ଯାଉଛି । ଏଠାରେ ସୂଚାଇ ଦିଆଯାଇପାରେ କି ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଏହି…

ସଂସଦର ସୁରକ୍ଷା ଦାୟିତ୍ୱରେ କେଉଁମାନେ ନିୟୋଜିତ ? କେତେଟା ସ୍ତରରେ ହୋଇଥାଏ ଚେକିଂ….

ବୁଧବାର ଲୋକସଭା ସଂସଦରେ ଘଟିଥିବା ନିନ୍ଦନୀୟ ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି । ସଂସଦର କଡ଼ା ସୁରକ୍ଷାବଳୟ ଭେଦି ୨ ଜଣ ଯୁବକ ଲୋକସଭାକୁ ପଶି ଆସିଥିଲେ । ଏହା ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନବାଚି ସୃଷ୍ଟି…

‘ଆନିମଲ’ ବକ୍ସ ଅଫିସ କଲେକ୍ସନ: ୧୩ ଦିନରେ ଆୟ କଲା ୪୬୭.୮୪ କୋଟି

ମୁମ୍ଵାଇ: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍' ଭାରତରେ କ୍ରମାଗତ ଭାବେ ୫୦୦ କୋଟି ଟଙ୍କାର ଆୟ ପାଖାପାଖି ପହଞ୍ଚିଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବୁଧବାର ଭାରତରେ ପାଖାପାଖି ୧୦ କୋଟି ଟଙ୍କା…

୨୦୨୩ର ୧୦ଟି ବଡ଼ ଘଟଣା: ଆଜି ବି ମନରୁ ଲିଭୁ ନାହିଁ

ଆଉ ଦିନ କେଇଟା ପରେ ୨୦୨୩ ବର୍ଷ ବିଦାୟ ନେବ ଆଉ ୨୦୨୪ ନୂଆବର୍ଷ ପାଦ ଥାପିବ । ତେବେ ଏଭଳି ସ୍ଥିତିରେ ଚଳିତ ବର୍ଷର ଅନେକ ବଡ଼ ଘଟଣା ଉପରେ ଆଲୋକପାତ କରିବାର ସମୟ ଆସିଯାଇଛି । କିଛି ଘଟଣା ଲୋକଙ୍କ ମନରେ ଖୁସି ଭରିଦେଇଥିବା…

ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ ୮ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀ ନିଲମ୍ବିତ। ୮ କର୍ମଚାରୀଙ୍କୁ ନିଲମ୍ବନ କଲା ଲୋକସଭା ସେକ୍ରେଟାରିଏଟ। ଗତକାଲି…

ଛକାରେ ଭାଙ୍ଗିଲା ଷ୍ଟାଡ଼ିୟମ କାଚ, କ୍ଷମା ମାଗିଲେ ରିଙ୍କୁ ସିଂହ, ଭିଡ଼ିଓ ଶେୟାର କଲା BCCI

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ ରୋମାଞ୍ଚକ ଥିଲା । ଭାରତକୁ ୫ ୱିକେଟରେ ପରାସ୍ତ କରିଥିଲା ଦକ୍ଷିଣ ଅଫ୍ରିକା । ତେବେ ଭାରତର ପରାଜୟ ସତ୍ତ୍ୱେ ରିଙ୍କୁ ସିଂହଙ୍କ ଧୂଆଁଧାର ବ୍ୟାଟିଂ…

ବିଜେପି ଜିତିବ ୨୦୨୪ ନିର୍ବାଚନ? ୫ଟି ରାଜ୍ୟର ଫଳାଫଳ ଦେଲା ୫ଟି ବଡ଼ ସନ୍ଦେଶ

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ୫ଟି ବଡ଼ ସନ୍ଦେଶ ଦେଇଛି । ୩ଟି ରାଜ୍ୟରେ ବିଜେପି ସରକାର ଗଠନ କରିଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଛି । ଏହିସବୁ…