Browsing Category
ଦେଶ ବିଦେଶ
ଚୀନ୍ରେ ହାହାକାର ସୃଷ୍ଟି କରିଥିବା ଘାତକ ନିମୋନିଆ ଭାରତକୁ ବ୍ୟାପିିଲା, AIIMS ରୁ ମିଳିଲେ ଏତିକି ପଜିଟିଭ୍!
ନୂଆଦିଲ୍ଲୀ: କରୋନା ପରେ ଚୀନ୍ରେ ବ୍ୟାପିଥିବା ରହସ୍ୟମୟ ନିମୋନିଆ ପୁଣି ଥରେ ଲୋକଙ୍କ ମନ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ମାଇକୋପ୍ଲାଜମା ନିମୋନିଆକୁ ନେଇ ସାରା ବିଶ୍ୱରେ ଏବେ ଚିନ୍ତା ବୃଦ୍ଧି ପାଇଛି । ଚୀନ୍ରେ ଏହି…
(Video) କତାରରେ ମୃତ୍ୟୁ ଦଣ୍ଡ ପାଇଥିବା ୮ଜଣ ଭାରତୀୟଙ୍କୁ ଭେଟିଲେ ରାଷ୍ଟ୍ରଦୂତ, ମିଳିବ ଆଇନଗତ ସହାୟତା
ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ଦିନ କହିଛନ୍ତି ଯେ, ଭାରତୀୟ ରାଷ୍ଟ୍ରଦୂତ ଡିସେମ୍ବର ୩ ରେ କତାରରେ ମୃତ୍ୟୁଦଣ୍ଡ ପାଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ…
(Video) ଆକାଶରେ ଏକାଠି ଉଡ଼ିଲେ ହଜାର ହଜାର ପକ୍ଷୀ, ସୁନ୍ଦର ଦୃଶ୍ୟ ଦେଖି ଲୋକେ ହେଲେ ଭାବବିହ୍ୱଳ
ନୂଆଦିଲ୍ଲୀ: ଅନେକ ଥର ପକ୍ଷୀମାନେ ଆକାଶରେ ଏପରି ଏକ ସୁନ୍ଦର ଦୃଶ୍ୟ ସୃଷ୍ଟି କରନ୍ତି, ଯାହାକୁ ଦେଖି ପ୍ରକୃତିର ସୌନ୍ଦର୍ଯ୍ୟକୁ ପ୍ରଶଂସା ନ କରି ରହି ହୁଏନି। ସସାରୀ, ସାର୍ଡିନିୟାର ୪୧ ବର୍ଷୀୟ ଡାକ୍ତର ରୋବର୍ଟ ବିଦାଉ…
OTP ପଚାରି କ୍ରେଡିଟ୍ କାର୍ଡରୁ ନେଇଗଲେ ହଜାର ହଜାର ଟଙ୍କା, ଫୋନ କରିଥିବା ବ୍ୟକ୍ତି ନିଜକୁ କହିଲା ବ୍ୟାଙ୍କ କର୍ମଚାରୀ
ନୂଆଦିଲ୍ଲୀ: ଅନଲାଇନ୍ ଠକେଇ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଠକମାନେ ବ୍ୟାଙ୍କ ସମ୍ବନ୍ଧୀୟ ସୂଚନା ଅପଡେଟ୍ କରିବା ନାମରେ ଲୋକଙ୍କୁ ଠକିବା ଖବର ସାମ୍ନାକୁ ଆସିଛି।ନିଜକୁ କୌଣସି ବ୍ୟାଙ୍କର କର୍ମଚାରୀ…
ଯୌତୁକ ମାଗିବାରୁ ମହିଳା କଲେ ଆତ୍ମହତ୍ୟା, ବିବାହ କରିବାକୁ ଥିବା ପ୍ରେମିକକୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ଯୌତୁକ କାରଣରୁ ଜଣେ ମହିଳା ବିବାହ ନ କରିବା ଏବଂ ଆତ୍ମହତ୍ୟା କରିବା ଖବର ସାମ୍ନାକୁ ଆସିଛି । ପୋଲିସ ଏହି ମାମଲାରେ ଜଣେ ସରକାରୀ ଡାକ୍ତରଙ୍କୁ ଗୁରୁବାର ଦିନ ଗିରଫ କରିଛି । ସରକାରୀ ସ୍ନାତକୋତ୍ତର…
ପିଲାମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାଁନ୍ତି…ବିଦ୍ୟାଳୟର ସମୟ ପରିବର୍ତ୍ତନ କରାଯିବା ଉଚିତ, ସରକାରଙ୍କୁ ଏଭଳି ପରାମର୍ଶ ଦେଲେ…
ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟପାଳ ରମେଶ ବାଇସ୍ ସ୍କୁଲ ସମୟ ପରିବର୍ତ୍ତନ କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନେ ପର୍ଯ୍ୟାପ୍ତ ସମୟ ଶୋଇ ପାରିବେ ବୋଲି ସେ କହିଛନ୍ତି।…
ଚାନ୍ଦା ମାଗି ନିର୍ବାଚନ ଲଢି ହେଲେ ବିଧାୟକ, ୪୦୦ କିମି ବାଇକ୍ ଚଢି ପହଞ୍ଚିଲେ ବିଧାନସଭା
ଭୋପାଳ: ମଧ୍ୟପ୍ରଦେଶରେ ଏବେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଗଣତନ୍ତ୍ରର ଖୁବ୍ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଏପରି ଜଣେ ବ୍ୟକ୍ତି ବିଧାୟକ ହୋଇଯାଇଛନ୍ତି ଯାହାଙ୍କର ନା କୌଣସି ହୋର୍ଡିଂ ଦେଖିବାକୁ…
Live-In Relationship ହେଉଛି ଏକ ଭୟଙ୍କର ରୋଗ! ଏଭଳି ସମ୍ପର୍କ ପାଇଁ ପ୍ରସ୍ତୁତ ହେବ ନୂଆ ଆଇନ୍
ନୂଆଦିଲ୍ଲୀ: ଆଜିର ଯୁବପିଢୀଙ୍କ ମୁଣ୍ଡରେ ଘାରିଛି ଲିଭ୍-ଇନ୍ ରିଲେସନ୍ ଚିନ୍ତା । ବିବାହ ପୂର୍ବରୁ ପ୍ରେମୀଙ୍କ ସହ ଏକାଠି ରହିବା ବର୍ତ୍ତମାନ ସମୟରେ ସାଧାରଣ କଥା ହୋଇଗଲାଣି । ଅନେକ ପ୍ରେମୀଯୁଗଳ ଏବେ ବିବାହ ପୂର୍ବରୁ…
ତେଲେଙ୍ଗାନାର ତୃତୀୟ ମୁଖ୍ୟମନ୍ତ୍ରୀ ହେଲେ ରେବନ୍ତ ରେଡ୍ଡୀ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମଲ୍ଲୁ ଭଟ୍ଟୀ
ତେଲେଙ୍ଗାନା: ଚାରି ଦିନର କଥାବାର୍ତ୍ତା ପରେ ରେବନ୍ତ ରେଡ୍ଡୀ ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକଙ୍କ…
ବ୍ୟାଙ୍କରୁ ବି ଅଧିକ ଟଙ୍କା ମିଳିଲା ଏହି କଂଗ୍ରେସ ସାଂସଦଙ୍କ ଆଲମିରାରୁ, ଗଣିବା ବି ହୋଇଯିବ ମୁସ୍କିଲ
ରାଞ୍ଚି: ଝାରଖଣ୍ଡର କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଘରୁ ବହୁ ପରିମାଣରେ କ୍ୟାସ୍ ଜବତ ହୋଇଛି । ଟଙ୍କା ଭର୍ତ୍ତି ଏପରି ଏକ ଆଲମିରାର ସନ୍ଧାନ ମିଳିଛି ଯାହା ଦେଖିବା ପରେ ଆପଣଙ୍କୁ ଲାଗିବ ଏହା…