Browsing Category
ଦେଶ ବିଦେଶ
ମହାଶିକ୍ଷା ଦେଲେ ଭାରତୀୟ ଜନତା: ଦଳ ଜିତିଲା- ନେତା ହାରିଲେ, ଶତାଧିକ ମନ୍ତ୍ରୀ ଓ ବିଧାୟକ ହେଲେ ଧରାଶାୟୀ
ନୂଆଦିଲ୍ଲୀ: ସଦ୍ୟ ପ୍ରକାଶ ପାଇଥିବା ଦେଶର ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଏକ ବଡ଼ ସନ୍ଦେଶ ଦେଇଛି । କିଛି ଦଳ ଜିତିଥିବା ବେଳେ ଆଉ କିଛି ଦଳ ହାରିଛନ୍ତି । ତେବେ ଏହି ନିର୍ବାଚନରେ ଭାରତୀୟ ମତଦାତା ରାଜନୈତିକ ଦଳ ଓ…
ଆଜି ଲ୍ୟାଣ୍ଡଫଲ୍ କରିବ ‘ମିଗଜୋମ୍’ :୨ଦିନ ପାଇଁ ସ୍କୁଲ-କଲେଜ ଓ କର୍ପୋରେଟ୍ ଛୁଟି , ଆଜି ପାଇଁ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ
ଚେନ୍ନାଇ/ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ୫ ତାରିଖ ପୂର୍ବାହ୍ନରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ଇଲାକାରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗ…
ପୁଣି ଏକ ବଡ଼ ଅଘଟଣ: ଅଚାନକ ଖସିଲା ୟୁନିଟ୍ ଷ୍ଟୋରେଜ, ଧାନ ଗୋଦାମ ଭିତରେ ଫଶି ରହିଛନ୍ତି ୧୦ରୁ ଅଧିକ ଶ୍ରମିକ
ନୂଆଦିଲ୍ଲୀ: ଗତ ମାସ ୧୨ ତାରିଖରେ ଉତ୍ତରାଖଣ୍ଡର ଉତ୍ତରାକାଶୀ ଜିଲ୍ଲାର ସିଲକ୍ୟାରା ସୁଡ଼ଙ୍ଗ ଭିଶୁଡ଼ିବା ଫଳରେ ତା’ ଭିତରେ ୪୧ ଜଣ ଶ୍ରମିକ ଫଶିଯାଇଥିଲେ । ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଶେଷରେ ସମସ୍ତ ଶ୍ରମିକଙ୍କୁ…
(Video) କାହିଁକି କୋରାପୁଟ କଫିର ଡିମାଣ୍ଡ ଅଧିକ? ବଶ୍ୱ ଦରବାରରେ କେମିତି ମିଳିଲା ପରିଚୟ? ଜାଣନ୍ତୁ ଇତିହାସ
ଓଡ଼ିଶା ଭାସ୍କର: ଚା’ କଫି ପିଇବା ପ୍ରାୟ ସମସ୍ତଙ୍କର ପସନ୍ଦ । ବ୍ୟସ୍ତବହୁଳ ଜୀବନ ଭିତରେ ଚା’ ଓ କଫି ପିଇ ଲୋକେ କିଛି ସମୟ ପାଇଁ ବ୍ରେକ୍ ନେଇଥାଆନ୍ତି । କେହି କେହି କୁହନ୍ତି କଫି ପିଇଲେ ମନ ହାଲକା ଲାଗିଥାଏ ।…
(Video) ଚାଓମିନକୁ ‘ଗଙ୍ଗାସ୍ନାନ’ କରାଇଲେ ଦୋକାନୀ: ଖାଇବା ପୂର୍ବରୁ ଆପଣ ବି ଦେଖି ନିଅନ୍ତୁ ଏହି ଦୃଶ୍ୟ
ନୂଆଦିଲ୍ଲୀ: ଆଜିକାଲି ମେଳା ମହୋତ୍ସବରେ ଅଧିକାଂଶ ଲୋକ ଷ୍ଟ୍ରୀଟ ଫୁଡ୍ସରେ ନୁଡଲ୍ସ କାଇବାକୁ ଖୁବ ପସନ୍ଦ କରିଥାନ୍ତି । ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚାଓମିନ ଖାଇବା ପାଇଁ ବେଶ୍ ଭଲ ପାଆନ୍ତି । ଏହା…
ସଡ଼କ ଦୁର୍ଘଟଣାରେ ଆହତଙ୍କ ପାଇଁ ନୂଆ ଯୋଜନା: Cashless Scheme ଆଣିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ସଡ଼କ ଦୁର୍ଘଟଣା ଘଟଣା ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଥିବା ଜାଣିବାକୁ ମିଳିଛି । ତେବେ ପ୍ରତିବର୍ଷ…
(Video) ୫୨ ବର୍ଷ ପୂର୍ବରୁ ହୋଇଥିଲା ଆରେଞ୍ଜ ମ୍ୟାରେଜ, ଭାଇରାଲ ହେଉଛି ଏହି ଦମ୍ପତ୍ତିଙ୍କ ଭିଡିଓ
ନୂଆଦିଲ୍ଲୀ: ଜଣେ ବୃଦ୍ଧ ଦମ୍ପତ୍ତିଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଦୁଇଜଣଙ୍କ ଯୋଡିକୁ ଖୁବ ପ୍ରଶଂସା କରୁଛନ୍ତି । ଦୁଇଜଣ କହିଛନ୍ତି ଯେ, ଆମ ବିବାହକୁ ୫୨ ବର୍ଷ…
(Video) ଚେନ୍ନାଇର ଭୟଙ୍କରୀ ବନ୍ୟାରେ ୫ ଜଣଙ୍କ ମୃତ୍ୟୁ: ପରିଚୟ ଖୋଜୁଛି ୨ ମୃତଦେହ
ନୂଆଦିଲ୍ଲୀ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇ ଓ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ଏବେ ପାଣି ଘେରରେ ବନ୍ଦୀ ହୋଇ ରହିଛି । ତେବେ ଏହି ବନ୍ୟାରେ ୫…
ସଶସ୍ତ୍ର ବାହିନୀରେ ବୃଦ୍ଧି ପାଇବ ମହିଳାଙ୍କ ସଂଖ୍ୟା, ନୌସେନା ଦିବସ କାର୍ଯ୍ୟକ୍ରମରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ କହିଛନ୍ତି ଯେ, ସଶସ୍ତ୍ର ବାହିନୀରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ। ସେ ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାରେ ଆୟୋଜିତ ନୌସେନା ଦିବସ…
(Video) ମହାକାଲେଶ୍ୱର ମନ୍ଦିରରେ ପହଞ୍ଚିଲେ ଜାନଭୀ କପୁର, ବୟଫ୍ରେଣ୍ଡ ସହ ବସି କଲେ ବାବାଙ୍କର ଭଜନ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାନଭୀ କପୁର କୌଣସି କାରଣରୁ ପ୍ରତିଦିନ ଖବରରେ ରହିଥା’ନ୍ତି । ନିକଟରେ ଏହି ଅଭିନେତ୍ରୀ ବାବା ମହାକାଲଙ୍କ ଦର୍ଶନ ପାଇଁ ଉଜୈନି ମହାକଲେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟର ଏକ ଭିଡିଓ…