Browsing Category

ଦେଶ ବିଦେଶ

ନଭେମ୍ବର ୧୫ରେ ହେବ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ, ଓଡ଼ିଶାର ସର୍ବାଧିକ ୧୯ଟି ଖଣି ଏଥିରେ ସାମିଲ

ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସ ୧୫ତାରିଖରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ କରିବ । ଏଥିରେ ଓଡିଶା ସମେତ ପାଂଚଟି ରାଜ୍ୟର ୩୯ଟି କୋଇଲା ଖଣି ରହିଛି । ଅନ୍ୟ…

ସହରଗୁଡ଼ିକ ପାଇଁ ଆଇନା ଡ୍ୟାସବୋର୍ଡ’ ପୋର୍ଟାଲ ଉନ୍ମୋଚନ: ଜାଣନ୍ତୁ କ’ଣ ମିଳିବ ଫାଇଦା 

ନୂଆଦିଲ୍ଲୀ: ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍‌ୟୁଏ) ପକ୍ଷରୁ ‘ସହରଗୁଡ଼ିକ ପାଇଁ ଆଇନା ଡ୍ୟାସବୋର୍ଡ' ପୋର୍ଟାଲ www.aaina.gov.in କୁ ନଭେମ୍ବର ୧୩, ୨୦୨୩ରେ ଲାଇଭ୍‌ ଉନ୍ମୋଚନ କରାଯାଇଛି ।…

ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୫ ଓଡ଼ିଆ ଶ୍ରମିକ: ଉଦ୍ଧାର ପାଇଁ ଆଗକୁ ଆସିଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଭୂସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ତୃତୀୟ ଦିନରେ ପହଞ୍ଚିଛି । ଭୂସ୍ଖଳନ ପରେ ଟନେଲ ଭିତରେ ୪୦ ଜଣ ଶ୍ରମିକ ଫଶି ରହିଛନ୍ତି । ତେବେ ଏହା…

‘ଉଦୟପୁର ଟେଲର କହ୍ନେୟା ଲାଲଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କର ବିଜେପି ସହ ଅଛି ଲିଙ୍କ’, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

ନୂଆଦିଲ୍ଲୀ: ଉଦୟପୁର ଟେଲର କହ୍ନେୟା ଲାଲଙ୍କ ହତ୍ୟାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କହ୍ନେୟା ଲାଲଙ୍କୁ ହତ୍ୟା କରିଥିବା ବ୍ୟକ୍ତି ବିଜେପି ସହ ଜଡିତ। ସେ…

ବିଶ୍ୱରେ ସିଗାରେଟ ଟାଣିବା କାରଣରୁ ପ୍ରତିବର୍ଷ କେତେ ଲୋକ ମୃତ୍ୟୁବରଣ କରନ୍ତି? ସଂଖ୍ୟା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବାୟୁ ପ୍ରଦୂଷଣ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଲୋକମାନେ ବିଷାକ୍ତ ବାୟୁ ନିଶ୍ୱାସ ନେଉଛନ୍ତି। ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ବାୟୁ ମୃତ୍ୟୁ ନିମନ୍ତ୍ରଣ ପରି ହୋଇଗଲା। ଏସବୁ ସତ୍ତ୍ୱେ…

ରାଜଧାନୀରେ ଦୁଇ ଗୁଣ ବଢିଲା ପାର୍କିଂ ମୂଲ୍ୟ, ୩୧ ଜାନୁଆରୀ ପର୍ଯ୍ୟନ୍ତ ଲାଗୁ ରହିବ ନିୟମ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବଢିଲା ଗାଡ଼ି ପାର୍କିଂ ମୂଲ୍ୟ । ପ୍ରଦୂଷଣ ବୃଦ୍ଧି ହେତୁ, ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ ପାର୍କିଂ ଚାର୍ଜକୁ ଦୁଇଗୁଣ କରିବାକୁ ନିଷ୍ପତ୍ତି ନେଇଛି ଯାହା ନିଜସ୍ୱ କର୍ମଚାରୀଙ୍କ…

(Video) ୬୦ ବୋତଲ ମଦ ପିଇଦେଲେ ମୂଷା: ଗିରଫ ପରେ କୋର୍ଟରେ ହାଜର କରିବ ପୋଲିସ!

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମୟରେ କିଛି ନା କିଛି ଅଜବ ଏବଂ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳୁଛି । ମଦ ପିଇବା ପରେ ଅନେକ ଲୋକ ଅଦ୍ଭୁତ ପ୍ରକାରର କାଣ୍ଡ ଘଟାଉଥିବା ମଧ୍ୟ ଦେଖାଯାଏ । କିନ୍ତୁ ମୂଷା ମଦ ପିଇବା ଘଟଣା…

ଭୂମିକମ୍ପରେ ଥରିଲା ତାଜିକିସ୍ତାନ, ଜାଣନ୍ତୁ କେତେ ଥିଲା ତୀବ୍ରତା

ନୂଆଦିଲ୍ଲୀ: ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ତାଜିକିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଆଜି ଅପରାହ୍ନ ୫:୪୬ ରେ ଏହି ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ଥିଲା। ଭୂକମ୍ପ…

୯୦ ବର୍ଷ ପରେ କ୍ୟାମେରାରେ ଦେଖାଗଲା ‘ଲୋଚ୍ ନେସ୍ ମନଷ୍ଟର’! ବୈଜ୍ଞାନିକଙ୍କ ରିସର୍ଚ୍ଚ ସଫଳ

ନୂଆଦିଲ୍ଲୀ: ଅନେକ ସମୟରେ କ୍ୟାମେରାରେ କିଛି ଏଭଳି ଜିନିଷ ରେକର୍ଡ ହୋଇଯାଏ, ଯାହାକୁ ପରେ ଦେଖିଲେ ବିଶ୍ୱାସ କରି ହୁଏ ନାହିଁ । ବିଭିନ୍ନ ସମୟରେ ଏଲିଅନ୍ସ ଏବଂ ୟୁଏଫଓ ଦେଖାଯିବା ଘଟଣା ସାମନାକୁ ଆସିଥାଏ । ପୃଥିବୀରେ…

ବିବାହର ୩୨ ବର୍ଷ ପରେ ଛାଡପତ୍ର ନିଷ୍ପତ୍ତି ନେଲେ Raymondର MD ଗୌତମ ସିଙ୍ଗାନିଆ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବିଲିୟନେୟାର ଗୌତମ ସିଙ୍ଗାନିଆ ସୋମବାର ଦିନ ତାଙ୍କ ପତ୍ନୀ ନୱାଜ ମୋଦୀଙ୍କଠାରୁ ବିଚ୍ଛେଦ ହେବା ଘୋଷଣା କରିଛନ୍ତି। ଏହା ଘୋଷଣା କରି ସେ କହିଛନ୍ତି ଯେ ଆମେ ଦୁହେଁ ଅଲଗା ହେବା ନିଷ୍ପତ୍ତି ନେଇଛୁ। ୫୮…