CHARIDHAM
Browsing Category

ଦେଶ ବିଦେଶ

ବିଜେପି ନେତା ନୀଲେଶ ରାଣେ ରାଜନୀତିରୁ ନେବେ ଅବସର, ଟ୍ୱିଇଟ କରି ଦେଲେ ସୂଚନା

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀଲେଶ ରାଣେ ସକ୍ରିୟ ରାଜନୀତିରୁ ଦୂରେଇବାକୁ ଘୋଷଣା କରିଛନ୍ତି ।୪୨ବର୍ଷିୟ ନୀଲେଶ ରାଣେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଏହି ସୂଚନା ଦେଇଛନ୍ତି | ରାଜନୀତି…

ହମାସ ଦୁଇ ମହିଳାଙ୍କୁ ମୁକ୍ତ କରି କହିଛି “ଆମେ ମାନବିକତା ଦେଖାଇଛୁ”

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଅକ୍ଟୋବର ୭ ରେ , ହମାସ ଇସ୍ରାଇଲ ଉପରେ ଏକ ଶକ୍ତିଶାଳୀ ଆକ୍ରମଣ କରିଥିଲେ । ଏହି ସମୟରେ ହମାସ କମାଣ୍ଡରମାନେ ଇସ୍ରାଏଲ ସୀମାରେ ପ୍ରବେଶ…

୬ ବର୍ଷର ବାଳକ ସହିତ ଅମାନବୀୟ କାଣ୍ଡ, ଜନ୍ମଦିନରେ ଜୋର ଜବରଦସ୍ତି ବାନ୍ତି ଖୁଆଇଲେ ଶିକ୍ଷକ

ନୂଆଦିଲ୍ଲୀ : ଚୀନରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନର୍ସରୀ ସ୍କୁଲର ଶିକ୍ଷକ ୬ ବର୍ଷର ଜଣେ ଛାତ୍ରକୁ ତାହାର ଜନ୍ମଦିନରେ ତାକୁ ତାହାର ବାନ୍ତି ଖାଇବାକୁ ଦେଇଥିଲେ । ଛାତ୍ର ଜଣଙ୍କ ଦ୍ୱିପହର ଭୋଜନ…

ବଜାରକୁ ପୁଣି ଆସୁଛି କି ୧୦୦୦ ଟଙ୍କା ନୋଟ? ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଲା ଏହି ବିବୃତ୍ତି

ନୂଆଦିଲ୍ଲୀ: ନଭେମ୍ବର ୮, ୨୦୧୬ ଦିନ ରାତି ୮ ଟାରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ଘୋଷଣା ହେବା ମାତ୍ରେ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୭ ବର୍ଷ ପରେ ରିଜର୍ଭ ବ୍ୟାଙ୍କ…

ଆଜିଠାରୁ ଏହି ଫୋନରେ ଚାଲିବନି WhatsApp, ଶୀଘ୍ର ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ହେଉଛି ଏକ ତତକ୍ଷଣାତ୍ ମେସେଜିଂ ସେବା ଯାହା ପ୍ରାୟ ସମସ୍ତଙ୍କ ଦ୍ୱାରା ବ୍ୟବହୃତ ହୁଏ। କିନ୍ତୁ ଆଜିଠାରୁ କିଛି ଉପଭୋକ୍ତା ଏକ ବଡ଼ ଧକ୍କା ପାଇବାକୁ ଯାଉଛନ୍ତି।ବାସ୍ତବରେ, ହ୍ୱାଟ୍ସଆପ୍ ଆଜି…

Israel–Hamas war; ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଫ୍ରାନ୍ସ ରାଷ୍ଟ୍ରପତି

ଓଡିଶା ଭାସ୍କର; ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ମଙ୍ଗଳବାର ଦିନ ତେଲ ଆଭିଭରେ ପହଞ୍ଚିଛନ୍ତି । ତେଲ ଅବିବରେ ମାକ୍ରନ ପହଞ୍ଚିବା ପରେ ତାଙ୍କୁ ଇସ୍ରାଏଲ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ପାଲେଷ୍ଟାଇନ…

ଧମାଲ କରୁଛି ଫିଲ୍ମ ‘ଲିଓ’: ୫ ଦିନରେ ରୋଜଗାର କଲା ୪୦୦ କୋଟି, ଜାଣନ୍ତୁ କଲେକ୍ସନ

ନୂଆଦିଲ୍ଲୀ: ଥାଲାପତି ବିଜୟଙ୍କ ଆକ୍ସନ୍ ଥ୍ରୀଲର 'ଲିଓ' ଫିଲ୍ମ କେବଳ ଘରୋଇ ନୁହେଁ ବିଦେଶୀ ବକ୍ସ ଅଫିସରେ ମଧ୍ୟ ଧମାଲ ସୃଷ୍ଟି କରୁଛି। ଚଳଚ୍ଚିତ୍ରଟି ରିଲିଜ୍ ହେବାର ପାଞ୍ଚ ଦିନ ମଧ୍ୟରେ ବହୁତ ଲାଭ କରିଛି ଏବଂ ଏହାର…

Big News…ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ!

ଓଡିଶା ଭାସ୍କର; ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ ହୋଇଥିବା କୁହାଯାଉଛି । ଏନେଇ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ନିକଟରେ ନିଜ ବେଡ଼ରୁମରେ ଥିବା ବେଳେ…

ଭାରତୀୟ ଷ୍ଟାଡିୟମରେ ତ୍ରିରଙ୍ଗା ବ୍ୟାନ୍: ଡଷ୍ଟବିନରୁ ଜାତୀୟ ପତାକା କାଢ଼ିଲେ ପୋଲିସକର୍ମୀ, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ସୋମବାର ଦିନ ଚେନ୍ନାଇର ଏମ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଆଇସିସି ବିଶ୍ୱକପ ୨୦୨୩ର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଜଣେ ପୋଲିସ ଅଧିକାରୀଙ୍କ ଦ୍ୱାରା ପ୍ରଶଂସକଙ୍କୁ ଭାରତୀୟ…

BIG BREAKING; ଭୀଷଣ ବାତ୍ୟା ରୂପ ନେଲା ‘ହାମୁନ’

ଓଡିଶା ଭାସ୍କର; ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ଭୀଷଣ ବାତ୍ୟାର ରୂପ ନେଇଛି । ଘନୀଭୂତ ହୋଇ ଏହା ବାତ୍ୟା 'ହାମୁନ' ପରିଣତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଣ୍ଟାପ୍ରତି ୧୮…