Browsing Category

ଦେଶ ବିଦେଶ

ପ୍ରେମିକକୁ ଅନ୍ଧାରରେ ଭେଟିବା ପାଇଁ ଏମିତି କରୁଥିଲେ ଯୁବତୀ: କିନ୍ତୁ ଧରା ପଡ଼ିଗଲେ, ଆଉ ତା’ ପରେ…

ବିହାର: କୁହାଯାଏ ଯେ, ପ୍ରେମ ମଣିଷକୁ ଅନ୍ଧ କରିଦିଏ । ପ୍ରେମରେ ପଡିଲେ ଲୋକେ ଖାଇବା-ପିଇବା, ଦିନ-ରାତି ସବୁ ଭୁଲିଯାନ୍ତି । କେହି କେହି ପ୍ରେମ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ତେବେ ଏହି ପ୍ରେମକୁ ନେଇ…

ବାଙ୍ଗଲୋର ରୁ ଦିଲ୍ଲୀ ଫେରିବା ବେଳେ ସୋନିଆ-ରାହୁଲଙ୍କ ବିମାନ ଜରୁରୀ ଅବତରଣ

ନୂଆଦିଲ୍ଲୀ: ବିରୋଧୀ ଏକତାର ଦ୍ୱିତୀୟ ବୈଠକ ଆଜି ବାଙ୍ଗଲୋରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୬ ବିଜେପି ବିରୋଧୀ ଦଳ ଯୋଗ ଦେଇଥିଲେ । ଦୁିଇ ଦିନିଆ ବୈଠକରେ କଂଗ୍ରେସ ଅଧ୍ୟକ୍ଷତା କରିଥିଲା । ଏହି ବୈଠକ ପରେ…

‘ଲୋକ ସେମାନଙ୍କୁ ସୁଯୋଗ ଦେଇଥିଲେ; କିନ୍ତୁ ମୋଦୀ ୯ ବର୍ଷରେ ଆକାଶ-ପାତାଳ ସବୁ ବିକିଦେଲେ’: କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଟକ୍କର ଭାଷାରେ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳର ଏକତା ବୈଠକରେ ଭାଗ…

ଅନ୍‌ଲାଇନ୍ ଗେମିଂ ଉପରେ ୨୮% ଜିଏସ୍‌ଟି ଲାଗୁ ନେଇ କମ୍ପାନୀ ଜଣାଇଲେ ଆପତ୍ତି, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ଅନଲାଇନ୍ ଗେମିଂ ଉପରେ ୨୮% ଜିଏସ୍‌ଟି ଲାଗୁ କରିଥିଲେ। ଏହି ନିଷ୍ପତିକୁ ଗେମିଂ ଇଣ୍ଡଷ୍ଟ୍ରି ବିରୋଧ କରିଛନ୍ତି । ଏବେ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ନେଇ କହିଛନ୍ତି…

ବିଧାନସଭା ସାମ୍ନାରେ ଫୁଙ୍ଗୁଳା ଦେହରେ ପ୍ରଦର୍ଶନ, ରାଜ୍ୟ ଇତିହାସରେ ପ୍ରଥମ, କ’ଣ ରହିଛି ଦାବୀ ଆସନ୍ତୁ ଜାଣିନେବା

ରାୟପୁର: ଛତିଶଗଡ ବିଧାନସଭା ସାମ୍ନାରେ କିଛି ଲୋକ ଆଜି ଏକ ଭିନ୍ନ ତରିକାରେ ପ୍ରଦର୍ଶନ କରିଛନ୍ତି । ଏମାନଙ୍କ ପ୍ରଦର୍ଶନର ତରିକାରୁ ଏତିକି ତ ଅନୁମାନ କରି ହେଉଛି ଯେ, ବହୁଦିନର ପୁଞ୍ଜିଭୂତ ରାଗକୁ ଏମାନେ ଆଜି ଏପରି…

ମାତ୍ର ୩୫ ପଇସା ଖର୍ଚ୍ଚରେ ୧୦ ଲକ୍ଷ ଟଙ୍କାର ମିଳିବ ସୁବିଧା! ଭାରତୀୟ ରେଳ ଆଣିଲା ନୂଆ ଯୋଜନା

ନୂଆଦିଲ୍ଲୀ: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଅଧିକ ସଚେତନ ହୋଇଯାଇଛି । ତେଣୁ ଯାତ୍ରୀମାନଙ୍କ ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ…

କେଉଁ ସମୟରେ ଓ ପରିସ୍ଥିତିରେ ପାଦସ୍ପର୍ଶ କରି ପ୍ରଣାମ କରିବା ଅନୁଚିତ, ଜାଣିିନିଅନ୍ତୁ

ଆମ ଭାରତୀୟ ସଂସ୍କୃତି ଅନୁସାରେ ବଡମାନଙ୍କର ଆଶୀର୍ବାଦ ପାଇବା ପାଇଁ ସେମାନଙ୍କର ପାଦ ସ୍ପର୍ଶ କରି ପ୍ରଣାମ କରିବାର ପରମ୍ପରା ରହିଛି । ପାଦ ଛୁଇଁ ପ୍ରଣାମ କରିବା ପାଇଁ ପିଲାବେଳୁ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ ।…

ଟେନସନ୍ ଦୂର କଲା ହ୍ୱାଟସଆପ୍ ; ମୋବାଇଲ ନମ୍ବର ସେଭ୍ ନ କରି ବି କରିପାରିବେ ଚାଟିଂ, ଏହା କିପରି କରିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ହ୍ୱାଟସଆପ୍ ଏବେ ଏହାର ନୂଆ ଫିଚର ଆରମ୍ଭ କରିଛି । ହ୍ୱାଟସଆପ୍ର ଏହି ନୂଆ ଫିଚର ଟୁଇଟର ୟୁଜର୍ସଙ୍କ ଏକ ବଡ ଚିନ୍ତା ଦୂର କରିଛି । ଏବେ ହ୍ୱାଟସଆପ୍ରେ କାହା ସହ ଚାଟିଂ କରିବା ଲାଗି ଆପଣଙ୍କୁ ତାଙ୍କର ମୋବାଇଲ…

ଘରେ ବସି ୟୁଟ୍ୟୁବରେ ରୋଜଗାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ, କେବେ ବି ଚଢଉ କରିପାରେ ଆୟକର ବିଭାଗ

ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି ୟୁଟ୍ୟୁବରେ ରୋଜଗାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ୟୁଟ୍ୟୁବରେ ରୋଜଗାରର ପୁରା ହିସାବ ଆୟକର ବିଭାଗକୁ ଦେବା ସମୟରେ ଟିକସ ପଇଠ କରିବାକୁ ହେବ । ଏହା ସହିତ ୟୁଟ୍ୟୁବରେ ପଇସା…

(Video) ATM ରୁ ଟଙ୍କା କାଢିବା ବେଳେ ସାବଧାନ୍: ନୋଟ୍ ବଦଳରେ ବାହାରୁଛି ବିଷଧର ସାପ

ନୂଆଦିଲ୍ଲୀ: ଏଟିଏମ ମେସିନରୁ ଟଙ୍କା କାଢିବା ବେଳେ ସାବଧାନ୍ ରୁହନ୍ତୁ । ନଚେତ୍ ଟଙ୍କା ପାଇବା ତ ଦୂରର କଥା ଆପଣ ନିଜ ଜୀବନ ହରାଇ ପାରନ୍ତି । କାରଣ ଏବେ ଏଟିଏମରୁ ଟଙ୍କା ବାହାରିବା ଜାଗାରେ ବାହାରୁଛନ୍ତି ବିଷଧର ସାପ ।…