CHARIDHAM
Browsing Category

ଦେଶ ବିଦେଶ

ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟରୁ ଉଠିଲା ପରଦା! ସେଦିନ ରାତିର ସବୁ ଘଟଣା କହିଦେଲେ ବୋନୀ କପୁର

ମୁମ୍ବାଇ: ୨୪ ଫେବୃଆରୀ, ୨୦୧୮... ଏହି ଦିନକୁ ବଲିଉଡ ସିନେପ୍ରେମୀମାନେ ବୋଧହୁଏ କେବେ ଭୁଲିପାରିବେ ନାହିଁ । କାରଣ ବଲିଉଡର 'ଚାନ୍ଦନୀ' ତଥା ବିୟୁଟି କ୍ୱିନ ଶ୍ରୀଦେବୀ ଏହି ଦିନ ସାରା ଦୁନିଆରୁ ବିଦାୟ ନେଇ ଆରପାରିକୁ…

ଦେଶରେ କମୁଛି ବେକାରୀ ହାର, ଘରୋଇ ସର୍ଭେ ସଂସ୍ଥା ପକ୍ଷରୁ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ବେକାରୀ ସଂଖ୍ୟା କମିବାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରାଯାଉଛି । ତେବେ କ୍ରମାଗତ ଭବେ ଦେଶରେ ବେକାରୀ ସଂସ୍ଥା ବଢୁଥିବା ବେଳେ ଗତ ସେପ୍ଟେମ୍ବର ମାସରେ ଏହା ହ୍ରାସ ଘଟିବା…

(VIDEO)ଭାଗ୍ୟର ବିଡ଼ମ୍ବନା, ଶୋଇଥିବା ବେଳେ ପତଳା ଯୁବକଙ୍କ ଉପରେ ପଡ଼ିଗଲେ ମୋଟା ମଣିଷ…

ଓଡ଼ିଶା ଭାସ୍କର: ଦୁର୍ଘଟଣା କେବେ ବି କାହା ସହିତ ହୋଇପାରେ । ସୋସିଆଲ ମିଡିଆରେ ଦୁର୍ଘଟଣା ଜନିତ ଅନେକ ଭିଡିଓ ରହିଛି । ସାଧାରଣତଃ ଦେଖିବାକୁ ଗଲେ ଦୁର୍ଘଟଣା ପାଇଁ କେହି କେବେ ଆଗୁଆ ପ୍ରସ୍ତୁତ ନଥାନ୍ତି । ଆଜିକାଲି…

ଲାଇସେନ୍ସ ପାଇଁ ଯୋଗ୍ୟ ନୁହେଁ ଇ-ମ୍ୟୁଜିକ୍ ପ୍ଲାଟଫର୍ମ: କପିରାଇଟ୍ ଆକ୍ଟକୁ ନେଇ କହିଲେ ହାଇକୋର୍ଟ

ମୁମ୍ବାଇ: ବାଧ୍ୟତାମୂଳକ ଲାଇସେନ୍ସ କେବଳ ଟେଲିଭିଜନ, ରେଡିଓ ଇତ୍ୟାଦି ପାରମ୍ପାରିକ ପ୍ଲାଟଫର୍ମ ଉପରେ କପିରାଇଟ୍ ଗୀତ ବଜାଇବାକୁ ଦାବି କରାଯାଇପାରିବ। ଏହା ଇଣ୍ଟରନେଟ୍ ଉପରେ ଲାଗୁ କରାଯାଇପାରିବ ନାହିଁ ବୋଲି ବମ୍ବେ…

(Video) ବନ୍ଦେ ଭାରତ ଟ୍ରେନକୁ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର: ଟ୍ରାକରେ କିଏ ରଖିଛି ଇଟା, ପଥର?

ନୂଆଦିଲ୍ଲୀ: ଦେଶରେ ଗୋଟିଏ ପରେ ଗୋଟିଏ ବନ୍ଦେ ଭାରତ ଟ୍ରେନ ଚଳାଇବା ଆରମ୍ଭ କରୁଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ଭାରତ ଅନେକ ସୁନାମ ଅର୍ଜନ କରୁଛି । କିନ୍ତୁ ଏବେ ଏହି ବନ୍ଦେ ଭାରତକୁ ଦୁର୍ଘଟଣାର ଶିକାର କରାଇବା…

ସିଗାରେଟ ରଖିଥିଲେ ଏବେଠୁ ସାବଧାନ୍! ବଡ଼ ପଦକ୍ଷେପ ନେବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ନୂଆ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଲୋକଙ୍କ ପାଇଁ ଏକ ବଡ଼ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ସିଗାରେଟ ରଖିବା ପଡ଼ିପାରେ ମହଙ୍ଗା । ପାଖରେ ଇ-ସିଗାରେଟ ରଖିବା ଏକ ବେଆଇନ୍ କାର୍ଯ୍ୟ ବୋଲି…

ପ୍ରେମିକଙ୍କ ପାଇଁ ଗାଡ଼ି ପଛରେ ଅଟୋବାଲା ଲେଖିଲା ଏପରି ଜିନିଷ, ଯାହାକୁ ପଢି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ନୂଆଦିଲ୍ଲୀ: ସାଧାତଣତଃ ଟ୍ରକ ଏବଂ ଅଟୋ ପଛରେ କିଛି ସନ୍ଦେସ ଲେଖାଯିବା ଏକ ସାଧାରଣ କଥା । ହେଲେ କିଛି କିଛି ସମୟରେ ଗାଡ଼ି ପଛରେ ଏପରି ପଞ୍ଚ ଲାଇନ ଲେଖାଯାଏ ଯାହାକି ଲୋକମାନଙ୍କୁ ତାହା ଭାବିବାକୁ ବାଧ୍ୟ କରିଦିଏ । ବହୁ…

ଫ୍ଲିପକାର୍ଟ ସେଲ୍‌ର ଆଡ୍‌ରେ ଅମିତାଭ ବଚ୍ଚନ କହିଲେ ମିଛ, ଲାଗିଲା ଏହି ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ:ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଆଗାମୀ ସପ୍ତାହରେ Big Billion Days  Sale ଆରମ୍ଭ ହେବାକୁ ଯାଉଛି । ଏଥିଲାଗି ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କୁ ମଧ୍ୟ ବ୍ରାଣ୍ଡ ଆମ୍ବାସଡର କରାଯାଇଛି ।…

ଦେଶର ୪ଟି ରାଜ୍ୟରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ୫.୨ ତୀବ୍ରତା

ନୂଆଦିଲ୍ଲୀ: ପୂର୍ବ-ଉତ୍ତର ରାଜ୍ୟ ପଶ୍ଚିମବଙ୍ଗ, ଆସାମ ସମେତ ଦେଶର ୪ଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଭୂପୃଷ୍ଠ ଥରିଥିବା ଦେଖାଯାଇଥିଲା । ମେଘାଳୟରେ…

ପଦକ ସାଉଁଟିବାରେ ଲାଗିଛି ଭାରତ; ମିକ୍ସଡ୍ ରିଲେରେ ଭାରତକୁ ବ୍ରୋଞ୍ଜ

ଓଡିଶା ଭାସ୍କର; ମିକ୍ସଡ୍ ରିଲେରେ ଭାରତକୁ ବ୍ରୋଞ୍ଜ । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ପଦକ ସାଉଁଟିବାରେ ଲାଗିଛି ଭାରତ । ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ତା'ର ଦମଦାର ପଦର୍ଶନ…