CHARIDHAM
Browsing Category

ଦେଶ ବିଦେଶ

ଦୋହଲିଗଲା ତୁର୍କୀର ରାଜଧାନୀ, ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ସଂସଦ ନିକଟରେ ଭୟଙ୍କର ବିସ୍ଫୋରଣ

ଅଙ୍କାରା: ତୁର୍କୀ ରାଜଧାନୀ ଅଙ୍କାରା ନିକଟରେ ଆଜି ଅର୍ଥାତ୍ ରବିବାର ଦ୍ୱିପ୍ରହରରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହା ସହିତ ଗୁଳିଗୋଳା ବର୍ଷଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ଏହି ଆତ୍ମଘାତୀ ବିସ୍ଫୋରଣରେ…

ପାର୍ବଣ ଋତୁରେ କେନ୍ଦ୍ର ସରକାର ସମସ୍ତ କର୍ମଚାରୀଙ୍କୁ ଦେବେ ବଡ ଉପହାର, ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯାଉଛନ୍ତି ମହଙ୍ଗା…

ନୂଆଦିଲ୍ଲୀ: ପାର୍ବଣ ଋତୁରେ କେନ୍ଦ୍ର ସରକାର ସମସ୍ତ କର୍ମଚାରୀଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି । ଏହି ଉପହାର ବର୍ଷର ଦ୍ୱିତୀୟ ଷଡମାସ ଅର୍ଥାତ୍ ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି…

ଭାରତୀୟ ବାୟୁସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୬ ଜଣ ସୈନିକ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ALH ଧ୍ରୁଭ ହେଲିକପ୍ଟର ଭୋପାଲ କ୍ଷେତରେ ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରରେ ୬ ଜଣ ବାୟୁସେନା କର୍ମଚାରୀ ଥିଲେ। ବାୟୁସେନା ସୂତ୍ର ଅନୁଯାୟୀ, ଅବତରଣରେ ସହାୟକ ହୋଇଥିବା କୌଣସି…

ଆକାଶରେ ରହସ୍ୟମୟ ସିଗନାଲ ଯୋଗୁ ଦିଗହରା ହେଉଛି ବିମାନ, ୧୫ ଦିନରେ ୨୦ଟି ବିମାନର ହେଲାଣି ସିଗନାଲ ଫେଲ୍‌

ନୂଆଦିଲ୍ଲୀ: ଇରାନ ଆକାଶରେ ଗତ ୧୫ ଦିନ ମଧ୍ୟରେ ଅତି କମ୍‌ରେ ୨୦ଟି ବିମାନର ସିଗନାଲ ଫେଲ ହୋଇଛି । ଏହାପଛରେ ଜିପିଏସ୍ ସ୍ପୁଫିଙ୍ଗ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ଭୂପୃଷ୍ଠରୁ ଏପରି ଷ୍ଟ୍ରଙ୍ଗ ସିଗ୍‌ନାଲ ମିଳିଛି…

‘ସତ୍ୟମ୍ ଶିବମ୍ ସୁନ୍ଦରମ୍..’, ହିନ୍ଦୁତ୍ୱ ଉପରେ ରାହୁଲ ଗାନ୍ଧୀଙ୍କ ଆକର୍ଷଣୀୟ ସୋସିଆଲ ମିଡିଆ ପୋଷ୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ସତ୍ୟମ୍ ଶିବମ୍ ସୁନ୍ଦରମ୍ ଶୀର୍ଷକ ଏକ ଆର୍ଟିକିଲର ଚିତ୍ର ପୋଷ୍ଟ କରିଛନ୍ତି, ଯେଉଁଥିରେ ଉପଭୋକ୍ତାମାନେ ବହୁ ପ୍ରତିକ୍ରିୟା କରୁଛନ୍ତି। ସେ ହିନ୍ଦୁତ୍ୱର…

ଏଥର ଶୀତ ଦିନ ଅବଧି ପୂର୍ବାପେକ୍ଷା ଆହୁରି ହ୍ରାସ ପାଇବ, IMD କହିଲା ବଡ କାରଣ

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ଭାଗରୁ ମୌସୁମୀ ବିଦାୟ ନେଇ ସାରିଲାଣି । ଅଲ୍ ନିନୋ ପ୍ରଭାବ ସତ୍ତ୍ୱେ ଚଳିତ ବର୍ଷ ୯୪ ପ୍ରତିଶତ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି । ସାଧାରଣତଃ ଅଲ୍ ନିନୋ କାରଣରୁ ୨୫ ପ୍ରତିଶତ କମ୍…

ସୁଟିଂରେ ଭାରତ ଜିତିଲା ଆଉ ଏକ ସ୍ୱର୍ଣ୍ଣ ପଦକ, ୪୧ରେ ପହଁଚିଲା ପଦକ ସଂଖ୍ୟା

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ସୁଟିଂରେ ପୁରୁଷ ଟ୍ରାପ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ତେବେ ସମାନ ବର୍ଗରେ ମହିଳା ଟିମ୍ ଆଣିଛନ୍ତି ରୌପ୍ୟ । ଭାରତର ପଦକ…

ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ଉପହାର, ଏବେ RD କରିବା ଲୋକଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଦେଶର ଲୋକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର । ନିବେଶ ପାଇଁ ଅଧିକ ଧ୍ୟାନ ଦେଉଥିବା ଲୋକଙ୍କ ପାଇଁ ଏହି ଖବରଟି ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ ଯେଉଁମାନେ ଆରଡିରେ କାମ କରନ୍ତି ସେମାନଙ୍କୁ…

ଭାରତରେ ଦୂତାବାସ ବନ୍ଦ କଲା ଆଫଗାନୀସ୍ତାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଆଫଗାନୀସ୍ତାନ ଆଜିଠାରୁ ଭାରତରେ ଦ୍ରୃତାବାସ ବନ୍ଦ କରିବା ପାଇଁ ଘୋଷଣା କରିଛି । “ଇସଲାମିକ ରିପବ୍ଲିକ ଅଫ ଆଫଗାନୀସ୍ତାନ”ର ଦୂତାବାସ କାର୍ଯ୍ୟକଳାପ ବନ୍ଦ କରିବ ବୋଲି ଶନିବାର ଦିନ ଔପଚାରିକ ବିବୃତିରେ…

ଅଶୋଧିତ ତେଲର ଦର ହ୍ରାସ : ଆସନ୍ତୁ ଜାଣିବା ଆପଣଙ୍କ ସହରରେ କେତେ ରହିଛି ଆଜିର ଦାମ

ନୂଆଦିଲ୍ଲୀ : ଗଡି ଚାଳକଙ୍କ ପାଇଁ ଆସିଛି ଖୁସି ଖବର । ଭାରତୀୟ ବଜାରରେ ଅଶୋଧିତ ତେଲର ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।WTI ଅଶୋଧିତ ବ୍ୟାରେଲ ସକାଳ ପ୍ରାୟ ୬ ଟାରେ ୧ ପ୍ରତିଶତହ୍ରାସ ସହିତ ବ୍ୟାରେଲ ପିଛା ୯୦.୭୭…