Browsing Category
ଦେଶ ବିଦେଶ
ପଡ଼ୋଶୀ ଦେଶରେ ପହଞ୍ଚିଲା ଜି-୨୦ ସଫଳତାର ବାସ୍ନା: ପାକିସ୍ତାନ ସରକାର ବିରୋଧରେ ଗର୍ଜିଲେ ନିଜ ଦେଶର ନାଗରିକ
ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତକୁ ବିଶ୍ୱର ଟପନେତାଙ୍କର ସୁଅ ଛୁଟିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଅଭିବୃଦ୍ଧିର ଛବିକୁ ବିଶ୍ୱ ଦରବାରେ ପହଞ୍ଚାଇବା ସହିତ ବିକାଶର ନୂଆ ଧାରା…
ବଡ଼ ଖବର: ଯେଉଁଆଡେ ଚାହିଁବେ ଖାଲି ଶବ ହିଁ ଶବ…୧୦୦୦କୁ ଟପିଲା ମୃତ୍ୟୁସଂଖ୍ୟା, ୧,୨୦୪ରେ ପହଞ୍ଚିଲା ଆହତଙ୍କ ସଂଖ୍ୟା
ଓଡିଶା ଭାସ୍କର; ଭୂକମ୍ପ ସାଜିଛି ଶବ'ର ପାହାଡ଼ । ଯେଉଁଆଡେ ଚାହିଁବେ ଖାଲି ଶବ ହିଁ ଶବ । ଦୀର୍ଘ ୬୦ବର୍ଷ ଭିତରେ ସବୁଠୁ ବଡ ଭୂମିକମ୍ପ ଝଟକାରେ ଥରି ଉଠିଛି ଆଫ୍ରିକାର ଦେଶର ମରକ୍କୋ ସହର। ଶୁକ୍ରବାର ବିଳମ୍ବିତ ରାତିରେ…
ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ଫଟୋ ଭାଇରାଲ, ସାରା ଦେଶ କରୁଛି ପ୍ରଶଂସା
ନୂଆଦିଲ୍ଲୀ : ଚଳିତ ବର୍ଷ ଜି ୨୦ର ଆୟୋଜନ ଭାରତ କରୁଛି । ଯାହା ଫଳରେ ସବୁ ଦେଶର ନେତାମାନେ ଭାରତ ଆସିଛନ୍ତି । ତେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ତାଙ୍କ ପତ୍ନୀଙ୍କ ସହିତ ଭାରତ ଆସିଛନ୍ତି ।…
୧୯୫୦ରେ ଭାରତକୁ ମିଳିଥିଲା ସ୍ଥାୟୀ ସଦସ୍ୟତା ଅଫର: ମାତ୍ର ନେହରୁ ତାହାକୁ ଗ୍ରହଣ କରିନଥିଲେ, କ’ଣ ରହିଥିଲା କାରଣ
ନୂଆଦିଲ୍ଲୀ: ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଏବେ ସ୍ଥାୟୀ ସଦସ୍ୟ ଭାବେ ଆମେରିକା, ଋଷିଆ, ଚୀନ, ଫ୍ରାନ୍ସ ଓ ଇଂଲଣ୍ଡ ପରି ୫ଟି ରାଷ୍ଟ୍ର ରହିଛନ୍ତି । ଏଥିସହିତ ୧୦ ନିର୍ବାଚିତ ଅସ୍ଥାୟୀ ସଦସ୍ୟ ରହିଥିବା ବେଳେ…
‘ଭାରତ’ ଓ ‘ଇଣ୍ଡିଆ’ କେତୋଟି ଫିଲ୍ମର ଟାଇଟଲରେ ବ୍ୟବହୃତ ହୋଇଛି: ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ‘ଇଣ୍ଡିଆ’ର ନାମ ‘ଭାରତ’କୁ ପରିବର୍ତ୍ତନ ନେଇ ବିବାଦ ସୃଷ୍ଟି ହୋଇଛି । ଏହା ମଧ୍ୟରେ ନୂଆଦିଲ୍ଲୀରେ ଭାରତ ଅଧ୍ୟକ୍ଷତାରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି । ଏହି ଅବସରରେ…
(Video) ଲଞ୍ଚ ହେଲା ଭାରତ-ମଧ୍ୟ ପୂର୍ବ-ୟୁରୋପ କନେକ୍ଟିଭିଟି କରିଡର: ପ୍ରଧାନମନ୍ତ୍ରୀ ଦେଲେ ଗ୍ରୀନ ସିଗନାଲ
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଭାରତକୁ ଏକ ବଡ଼ ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କନେକ୍ଟିଭିଟିକୁ ଗୁରୁତ୍ୱାରୋପ କରୁଥିବା ବେଳେ ଭାରତ-ୟୁରୋପ ମଧ୍ୟରେ ଆରମ୍ଭ କରିଛନ୍ତି ରେଳସେବା । 'ୱାନ୍…
ଜି-୨୦ ସମ୍ମିଳନୀ; ଆୟୋଜିତ ରାତ୍ରି ଭୋଜନ ପାଇଁ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିଙ୍କ ସ୍ୱାଗତ ପାଇଁ ଭାରତ ମଣ୍ଡପମ୍ ନିର୍ମାଣ କରାଯାଇଛି । ସେପ୍ଟେମ୍ବର ୯ରୁ ୧୦…
ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବଡ଼ ଘୋଷଣା: ୬୦ ପ୍ରତିଶତ ମାର୍କ ରଖିଲେ ମିଳିବ ଲାପଟପ, ପ୍ରତି ସ୍କୁଲରୁ ୩ ଜଣଙ୍କୁ ମିଳିବ ସ୍କୁଟି
ନୂଆଦିଲ୍ଲୀ: ଚଳିତ ବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏକ ବଡ଼ ଘୋଷଣା କରିଛନ୍ତି । ଜନ ଆଶିର୍ବାଦ ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ…
ଚନ୍ଦ୍ରବାବୁ ନାଇଡୁ ଗିରଫ ମାମଲା: ଗିରଫକୁ ବିରୋଧ କରି ଧାରଣାରେ ବସିଲେ ଦଳୀୟ କର୍ମୀ
ଆନ୍ଧ୍ର ପ୍ରଦେଶ : ଆନ୍ଧ୍ର ପ୍ରଦେଶରେ ଏବେ ରାଜନୈତିକ ଡ୍ରାମା ଚାଲିଛି । ୯ ସେପ୍ଟେମ୍ବରରେ ପୋଲିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା । ଏହାକୁ ନେଇ ଏବେ ସେଠାରେ ହାଇଡ୍ରାମା ଦେଖିବାକୁ…
(Video) ମୁଁ ଟମାଟୋ କହୁଛି, ମୋ ଦୁଃଖ କାହାଣୀ ଟିକିଏ ଶୁଣନ୍ତୁ… ମୂଲ୍ୟ କମିବା ପରେ ମାର୍କେଟରେ କାନ୍ଦୁଛି ଟମାଟୋ
ବର୍ତ୍ତମାନ ଟମାଟୋର ମହଙ୍ଗା ମାଡ଼ରୁ ମୁକ୍ତି ପାଇଛନ୍ତି ଖାଉଟି । ୨୦୦-୩୦୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ଗ୍ରାହକ ସ୍ୱାଭାବିକ ମୂଲ୍ୟରେ ପାଇ ପାରୁଛନ୍ତି । କିଛି ଦିନ ତଳେ ପରିବାମାନଙ୍କର ରାଜା ବୋଲି…