Browsing Category
ଦେଶ ବିଦେଶ
ଖଟିଆରୁ ଖସି ପଡ଼ିଲେ ୧୬୦ କେ.ଜି ଓଜନର ମହିଳା: ଫାୟାର ବ୍ରିଗେଡ ଡାକି ଉଠାଇଲେ ପରିବାର ଲୋକେ
ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ୧୬୦ କେ.ଜି ଓଜନର ଜଣେ ମହିଳାଙ୍କୁ ଉଠାଇବା ପରିବାର ଲୋକଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଛି । ଯାହା ଫଳରେ ତାଙ୍କୁ ଉଠାଇବା ପାଇଁ…
ଚାକିରି ପାଇଁ ‘ମହିଳାଙ୍କର ବିବାହିତ ହେବା ଜରୁରୀ’ ସର୍ତ୍ତକୁ ଅସମ୍ବିଧାନିକ କହିଲେ ହାଇକୋର୍ଟ: ଅଙ୍ଗନୱାଡି କର୍ମୀ, ମିନି କର୍ମୀ ଏବଂ…
ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଦ୍ୱାରା ସାର୍ବଜନିକ ରୋଜଗାର ପାଇବା ପାଇଁ ‘ମହିଳାଙ୍କର ବିବାହିତ ହେବା ଜରୁରୀ’ ସର୍ତ୍ତକୁ ବେଆଇନ ତଥା ଅସାମ୍ବିଧାନିକ ଘୋଷଣା କରିଛନ୍ତି ରାଜସ୍ଥାନ ହାଇକୋର୍ଟ । କୋର୍ଟ ତାଙ୍କ…
ଭାରତ-ଆସିଆନ ଶିଖର ବୈଠକରେ ଆତଙ୍କବାଦ ଓ ସାଇବର ଅପରାଧର ମିଳିତଭାବେ ମୁକାବିଲା ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଅନୁଷ୍ଠିତ ଭାରତ-ଆସିଆନ୍ ଶିଖର ବୈଠକରେ ଯୋଗଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏକବିଂଶ ଶତାବ୍ଦୀ ହେଉଛି ଏସିଆର…
ATM କାର୍ଡର ଚିନ୍ତା ସମାପ୍ତ ! ବର୍ତ୍ତମାନ UPI ମାଧ୍ୟମରେ ଏଟିଏମରୁ ଉଠାଇ ପାରିବେ ଟଙ୍କା, ଜାଣନ୍ତୁ କିପରି
ନୂଆଦିଲ୍ଲୀ : ଭାରତର ପ୍ରଥମ UPI ଏଟିଏମ୍ ଲଞ୍ଚ କରାଯାଇଛି। ହିତାଚି ଲିମିଟେଡର ଏକ ସହାୟକ କମ୍ପାନୀ ୟୁପିଆଇ ପେମେଣ୍ଟ ସର୍ଭିସେସ୍ ଏଟିଏମ୍ ଲଞ୍ଚ କରିଛି । ଏହି ସୁବିଧା ସାହାଯ୍ୟରେ, ବର୍ତ୍ତମାନ ଆପଣ ଡେବିଟ୍ କିମ୍ବା…
ଉଦୟାନିଧି ପୁଣି ଦେଲେ ବୟାନ, କହିଲେ ମୁଁ ସବୁ ମାମଲାକୁ ଆଇନଗତ ଭାବେ ସାମ୍ନା କରିବି
ନୂଅଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିଙ୍କ ପୁଅ ଏବଂ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ଉଦୟାନିଧି ଷ୍ଟାଲିନ ବିବାଦୀୟ ବୟାନ ଦେଇଥିଲେ । ସେ ସନାତନ ଧର୍ମର ତୁଳନା ଡେଙ୍ଗୁ, ମେଲେରିଆ ସହ କରି କହିଥିଲେ ଏହାକୁ ଶେଷ…
୫ ଅକ୍ଟୋବରରୁ ବନ୍ଦ ହୋଇଯିବ ଏହି ଆପ୍, ୧୦ ବର୍ଷ ପୂର୍ବରୁ ହୋଇଥିଲା ଲଞ୍ଚ
ନୂଆଦିଲ୍ଲୀ: ଗୁଗୁଲ ଏହାର ଏକ ଲୋକପ୍ରିୟ ଆପ୍ ଗୁଗଲ୍ ପ୍ଲେ ମୁଭି ଏବଂ ଟିଭି ବନ୍ଦ କରିବାକୁ ଘୋଷଣା କରିଛି। ଏଭଳି ପରିସ୍ଥିତିରେ ଉପଭୋକ୍ତାମାନେ ଆସନ୍ତା ମାସରୁ ଏହି ଆପ୍ ବ୍ୟବହାର କରିପାରିବେ ନାହିଁ। ଗୁଗୁଲ ଏହି ଆପକୁ…
ଦିଲ୍ଲୀ ମେଟ୍ରୋରେ ‘ପାଗଳ’ କହିବାକୁ ନେଇ ଭିଡ଼ିଗଲେ ଦମ୍ପତି ଏବଂ ଆଣ୍ଟି: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ Video
ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋର ଭିଡିଓଗୁଡ଼ିକ ପ୍ରାୟତଃ ଭାଇରାଲ ହୋଇଥାଏ ଏବଂ ପ୍ରତ୍ୟେକ ଭିଡିଓର କିଛି ଅଲଗା କାହାଣୀ ରହିଥାଏ । ବେଳେବେଳେ କିଛି ଲୋକ ନାଚୁଥିବା ବେଳେ କିଛି ଷ୍ଟଣ୍ଟ କରୁଥିବା କିମ୍ବା ମେଟ୍ରୋରେ ଗୀତ…
ସରକାର ଦେଲେ ଖୁସି ଖବର; ଡାଲି ଉପରୁ ଛାଡ କଲେ ଆମଦାନୀ ଶୁଳ୍କ, ଏବେ ୨୨ ପ୍ରତିଶତ ଶସ୍ତା ହୋଇଯିବ ଏହି ଡାଲି
ନୂଆଦିଲ୍ଲୀ: ପନିପରିବା ସହିତ ଡାଲିର ଦର ବୃଦ୍ଧି ସାଧାରଣ ଜନତାଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କିନ୍ତୁ ଏବେ ଆମେ ଆପଣଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛୁ । ଏହି ଖୁସି ଖବରଟି ହେଉଛି ସରକାର ସାଧାରଣ ଜନତାଙ୍କ…
ଆଜି ନୁହେଁ କାଲି ଆସିବେ ବାଇଡେନ : ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ : ଜି ୨୦ ଶିଖର ସମ୍ମିଳନୀ ପାଇଁ ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଭାରତ ଆସିବେ । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ମିଳିଛି । ଭାରତ ଆସି ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହା…
ବିନା ପିନରେ ୫୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ପେମେଣ୍ଟ, ଜାଣନ୍ତୁ ପେଟିଏମ ଉପରେ ୟୁପିଆଇ ଲାଇଟ ଆକ୍ଟିଭ କାରିବାର ପ୍ରୋସେସ
ନୂଆଦିଲ୍ଲୀ: ବଦଳୁଥିବା ସମୟ ସହିତ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ ବା ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ପେମେଣ୍ଟ ସିଷ୍ଟମ ହୋଇସାରିଛି । ବିନା ଇଣ୍ଟରନେଟରେ ମଧ୍ୟ ବ୍ୟବହାରକାରୀ ୟୁପିଆଇ ପେମେଣ୍ଟ କରିପାରିବେ ଏବଂ ଏହାର ନାମ…