Browsing Category
ଦେଶ ବିଦେଶ
ମୋବାଇଲ ଉପରେ ଲାଗିଲା କଟକଣା : କେଦାରନାଥ ମନ୍ଦିରକୁ ମୋବାଇଲ ନେବା ମନା
ନୂଆଦିଲ୍ଲୀ : ଶ୍ରଦ୍ଧାଳୁ ଏବେ ମନ୍ଦିର ଭିତରକୁ ନେ ପାରିବେନି ମୋବାଇଲ । କେବଳ ଏହା ହିଁ ନୁହେଁ ମନ୍ଦିର ପରିସରରେ ଆଉ ଫୋଟ କିମ୍ବା ଭିଡ଼ିଓ ବନାଇ ପାରିବେ ନାହିଁ । ଏଭଳି ନିଷ୍ପତ୍ତି ନେଇଛନ୍ତି କେଦାରନାଥର ସମିତି ।…
ଆଜି ହେଉଛି ସୋମବତୀଙ୍କ ବ୍ରତ : ଏହି ଦିନ ଅଛି ୩ଟି ଯୋଗ, ଜାଣିନିଅନ୍ତୁ ଏହାର ମୁହୂର୍ତ୍ତ
ଭୁବନେଶ୍ୱର : ହିନ୍ଦୁ ଧର୍ମ ଅନୁଯାୟୀ ମହାଦେବଙ୍କୁ ଏହି ମାସର ୪ଟି ସୋମବାରରେ ପୂଜା କରାଯାଏ । ଯେଉଁମାନେ ଏହି ଦିନ ଶିବଙ୍କୁ ପୂଜା କରନ୍ତି, ସେମାନଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ସବୁ ବେଳେ ରହିଥାଏ । ଆଜି ହେଉଛି…
ଭୟଙ୍କର ସଡ଼କ ଦୁର୍ଘଟଣା: କାର-ଟ୍ରକ ମୁହାଁମୁହିଁ ଧକ୍କାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ
ଭୋପାଲ: ବର୍ତ୍ତମାନ ସମୁଦାୟ ମୃତ୍ୟୁସଂଖ୍ୟା ମଧ୍ୟରୁ ଅଧିକାଂଶ ଲୋକଙ୍କ ମୃତ୍ୟୁର କାରଣ ହେଉଛି ସଡ଼କ ଦୁର୍ଘଟଣା । ସେହିପରି ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ । ସାନୋଧା ଥାନା ଅଞ୍ଚଳରେ…
ଟମାଟୋ କନ୍ଦାଇଲା, ପିଆଜ କିନ୍ତୁ କନ୍ଦାଇବନି: କେନ୍ଦ୍ର ସରକାର ଆଗୁଆ ନେଲେ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ଟମାଟୋର ମହଙ୍ଗା ମାଡ଼କୁ ନେଇ ସାରା ଦେଶବାସୀ ଏବେ ଛଟପଟ ହେଉଛନ୍ତି । ଅଧିକାଂଶ ରାଜ୍ୟରେ ଟମାଟୋ କେଜି ୧୦୦ ଟଙ୍କା ଟପିଥିବା ବେଳେ ଅଳ୍ପ କିଛି ସ୍ଥାନରେ ୨୦୦-୩୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଉଛି ।…
ଏଣିକି ବୁଲା କୁକୁରଙ୍କୁ ମିଳିବ ID Card: କେଉଁଠି ଓ କେମିତି ହେବ ସେମାନଙ୍କ ପରିଚୟ?
ମୁମ୍ବାଇ: ମଣିଷର ପରିଚୟ ପାଇଁ ବର୍ତ୍ତମାନ ଆଧାର କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ଭାବରେ ସ୍ଥାନ ପାଇଛି । କିନ୍ତୁ ଏବେ କେବଳ ମଣିଷ ନୁହେଁ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ଆଧାର କାର୍ଡର ବ୍ୟବସ୍ଥା…
ଘୋର କଳିଯୁଗ ! ମଲ୍ ନିର୍ମାଣ ପାଇଁ ୧୫୦ବର୍ଷ ପୁରାତନ ମନ୍ଦିର ଉପରେ ଚାଲିଲା ବୁଲଡୋଜର
କରାଚି : ପାକିସ୍ତାନର କରାଚିରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଏକ ସପିଂ ମଲ ପାଇଁ ଭଙ୍ଗାଯାଇଛି, ଯାହାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । କରାଚିର ସୋଲଜର ବଜାରରେ ସ୍ଥିତ ହିନ୍ଦୁ…
ବଡ଼ ନିଷ୍ପତ୍ତି: ଜୁଲାଇ ୧୭ ଓ ୧୮ ତାରିଖ ବନ୍ଦ ରହିବ ସ୍କୁଲ
ନୂଆଦିଲ୍ଲୀ: ପ୍ରବଳ ବର୍ଷା କାରଣରୁ ଗତ କିଛିଦିନ ଧରି ଦେଶର ରାଷ୍ଟ୍ରୀୟ ରାଜଧାନୀ ପାଣି ଘେରରେ ରହିଥିଲା । ଭୀଷଣ ବର୍ଷା ଲାଗି ରହିବା ଫଳରେ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏହା ମଧ୍ୟରେ ପୁଣି…
Twitter Down Again: ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ
ନୂଆଦିଲ୍ଲୀ: ପୁଣି ଥରେ ୟୁଜର୍ସଙ୍କ ଚିନ୍ତା ବଢ଼ାଇ ଦେଇଛି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର । ଟ୍ୱିଟର ପୁଣି ଥରେ ଡାଉନ ହୋଇଯାଇଛି । କିଛି ୟୁଜର୍ସଙ୍କୁ ‘can not retrieve tweets’ ଦେଖାଯାଉଛି । ଆଉ କିଛି…
ସୀମା ପ୍ରେମ ପାଇଁ କାନ୍ଦୁଛନ୍ତି ଭଗବାନ୍! ହିନ୍ଦୁ ମନ୍ଦିର ଉପରେ ରକେଟ ଲଞ୍ଚରରେ ହେଉଛି ଆକ୍ରମଣ
ନୂଆଦିଲ୍ଲୀ: ପାକିସ୍ତାନ ଯୁବତୀ ସୀମା ହାଇଦର ଏବଂ ଗ୍ରେଟର ନୋଏଡାର ସଚିନଙ୍କ ଲଭ ଷ୍ଟୋରୀ ଭାରତରୁ ପାକିସ୍ତାନ ପର୍ଯ୍ୟନ୍ତ ଚର୍ଚ୍ଚ ହେବାରେ ଲାଗିଛି । ୪ ପିଲାଙ୍କୁ ନେଇ ପାକିସ୍ତାନରୁ ଭାରତ ଆସିବା ପରେ ପାକିସ୍ତାନୀ…
ଏଣିକି ପୋଲିସ ପିନ୍ଧିବ ଲାଲ ଟୋପି: ଡ୍ୟୁଟି ସମୟରେ ପିନ୍ଧିବାକୁ ଆସିଲା ନିର୍ଦ୍ଦେଶ
ନୂଆଦିଲ୍ଲୀ: ସାଧାରଣ ଭାବେ ପୋଲିସ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର ୟୁନିଫର୍ମର ରଙ୍ଗ ଧୂସର ବୋଲି ଆମେ ଭାବିଥାଉ । ମାତ୍ର ଏହା ଭୁଲ୍ ଅଟେ । ବିଭିନ୍ନ ରାଜ୍ୟରେ ପୋଲିସଙ୍କ ପାଇଁ ଅଲଗା ଅଲଗା ପ୍ରକାରର ପୋଷାକ…