Browsing Category
ଦେଶ ବିଦେଶ
ବଡ଼ ଖୁଲାସା: ଅଦାନୀ ଗ୍ରୁପକୁ SBI ଦେଇଛି ୨୧୦୦୦ କୋଟିର ଲୋନ: ସମସ୍ତ ବ୍ୟାଙ୍କକୁ ରିପୋର୍ଟ ମାଗିଲା RBI
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଭାବେ ପରିଗଣିତ ହେଉଥିବା ଗୌତମ ଅଦାନୀଙ୍କ ଅବସ୍ଥା କହିଲେ ନସରେ । ଏହା ମଧ୍ୟରେ ବିଶ୍ୱର ଟପ-୧୦ ଧନୀ ତାଲିକାରୁ ଅଦାନୀ ଆଉଟ୍ ହୋଇଯାଇଥିବା ବେଳେ କମ୍ପାନୀର ଶେୟାର ତଳକୁ…
ଡେଲିଭରୀ ପାଇଁ ଡାକ୍ତରଖାନା ଯାଉଥିଲେ ମହିଳା: ହଠାତ୍ କାର୍ରେ ଲାଗିଲା ନିଆଁ, ଚାଲିଗଲା ଦମ୍ପତିଙ୍କ ଜୀବନ
ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରାସ୍ତାରେ ଯାଉଥିବା ଏକ କାର୍ରେ ନିଆଁ ଲାଗିବାରୁ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ପୋଲିସ ଦେଇଥିବା ସୂଚନା ମୁତାବକ ଏହି ଘଟଣାରେ…
ଗୋଆ ନିର୍ବାଚନରେ ଦିଲ୍ଲୀ ମଦ ଘୋଟାଲା ଟଙ୍କା ଲଗାଇଛି ଆପ୍, ଚାର୍ଜସିଟିରେ ଦାବି କଲା ଇଡି
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଘୋଟାଲା ଟଙ୍କାରେ ଗୋଆରେ ନିର୍ବାଚନ ପ୍ରଚାର କରିଛି ଆମ ଆଦମୀ ପାର୍ଟି(ଆପ)। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଗୁରୁବାର ଏଭଳି ସାଂଗାତିକ ଅଭିଯୋଗ ଆପ୍ ଉପରେ ଲଗାଇଛି । କୋର୍ଟରେ ଦାଖଲ କରିଥିବା…
Aaj Takକୁ ମିଳିଲା ବଡ଼ ସଫଳତା: YouTube ସବସ୍କ୍ରାଇବର୍ସ ୫ କୋଟି ଟପିଲା
ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଆଜ ତକ ଏକ ନୂଆ ସଫଳତା ହାସଲ କରିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଆଜ ତକ ୫ କୋଟି ସବସ୍କ୍ରାଇବର୍ସ ପାର କରିଛି । ପ୍ରଥମ ନ୍ୟୁଜ ଚ୍ୟାନେଲ ଭାବେ ଆଜ ତକ ଏହି…
୮୦ ବର୍ଷରୁ ଅଧିକ ବର୍ଷ ବଞ୍ଚୁଛନ୍ତି ଏଠାକାର ଲୋକ, ଜାଣନ୍ତୁ ଏଠାକାର ଲୋକମାନଙ୍କ ଜୀବନଶୈଳୀ
ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି ଜାପାନ ଯେଉଁ ଦେଶରେ ଲୋକମାନେ ଅଧିକ ରୁହନ୍ତି ସେମାନଙ୍କ ମଧ୍ୟରେ ଗଣନା କରାଯାଇଥାଏ। ଜାପାନବାସୀଙ୍କ ହାରାହାରି ବୟସ ୮୩ ବର୍ଷ ।ଏଥି ସହିତ ଜାପାନରେ ଏକ ଦ୍ୱୀପ ଅଛି ଯାହା ଏଠାରେ ରହୁଥିବା…
ଗ୍ରୁପ୍ ପ୍ରସଙ୍ଗରେ ସଂସଦରେ ବିରୋଧୀଙ୍କ ଝଡ଼, ତଦନ୍ତ କରି ଦୈନିକ ରିପୋର୍ଟ ମିଳିତ ସଂସଦୀୟ କମିଟିକୁ ଜଣାଇବାକୁ ଦାବି
ନୂଆଦିଲ୍ଲୀ: ହିଣ୍ଡେନ୍ବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଲା ପରେ ବଦଳି ଯାଇଛି ଭାରତର କୋଟିପତି ବ୍ୟକ୍ତି ଗୌତମ ଆଦାନୀଙ୍କ ଭାଗ୍ୟ। ଦିନିକୁ ଦିନ ଏବେ ଆଦାନୀଙ୍କ ପାଇଁ ସ୍ଥିତି ଜଟିଳ ହେବାକୁ ଯାଉଛି। ସେୟାର ବଜାରରେ…
ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର ହେବ ପାନକାର୍ଡ: ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ
ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ପରମାନେଣ୍ଟ ଆକାଉଣ୍ଟ ନମ୍ବର ବା ପାନକାର୍ଡକୁ ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର କରାଯିବ ବୋଲି ସଂସଦରେ ବଜେଟ୍ ଉପସ୍ଥାପନ କରିବା ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…
ଏହି ଜୋତା ପିନ୍ଧନ୍ତୁ ଆଉ ମୋ ସହ ପଦଯାତ୍ରାରେ ସାମିଲ ହୁଅନ୍ତୁ,କିଛି ଏଭଳି ଆହ୍ୱାନ ଦେଲେ YS ଶର୍ମିଲା
ନୂଆଦିଲ୍ଲୀ: ଯୁବରାଜ ଶ୍ରମିକ୍ ରାୟଥୁ ତେଲେଙ୍ଗାନା ପାର୍ଟି (YSTRP) ସଭାପତି ୱାଇଏସ ଶର୍ମିଲା ଗୁରୁବାର ଗଣମାଧ୍ୟମ ସମ୍ମୁଖରେ ଏକ ଜୋତା ବାକ୍ସ ଦେଖାଇଥିଲେ। ସେ କହିଛନ୍ତି, 'ଏହି ଜୋତା ମୁଖ୍ୟମନ୍ତ୍ରୀ କେ.ସି.ଆର ଙ୍କ…
କାହଁକି ଏଭଳି ଦିଶୁଛନ୍ତି ସେଲିବ୍ରେଟି, କଣ ବାର୍ଦ୍ଧକ୍ୟ କରୁଛି ତାଙ୍କୁ ଶୀଘ୍ର ଗ୍ରାସ!
ତେବେ ବର୍ତ୍ତମାନ ସୁଦ୍ଧା ହ୍ୟୁମାନ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି ।ତେବେ ସିଧା ସଳଖ ଗୁଲୁଆ ହ୍ୟୁମାନ ଏବଂ ତାଙ୍କ ଟିମଙ୍କ ନାମରେ ଅଭିଯୋଗ ଆଣିଥିବା ବେଳେ ଏହି ଘଟଣାର ବିଷୟରେ ହ୍ୟୁମାନ…
୨୦,୦୦୦ କୋଟିର FPO କାହିଁକି ଫେରସ୍ତ କରିଲେ ଅଦାନୀ ? ଲୋକଙ୍କ ଆଖି ବଜାର ଉପରେ
ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଅଦାନୀଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଏହି ସମୟରେ ହଠାତ୍ ବୁଧବାର ଦିନ ଅଡ଼ାନୀ ଏଣ୍ଟରପ୍ରାଇଜେସ୍ ୨୦,୦୦୦ କୋଟି ଟଙ୍କା ମୂଲ୍ୟର FPO ପ୍ରତ୍ୟାହାର ଏବଂ ନିବେଶକଙ୍କ ଟଙ୍କା ଫେରସ୍ତ ଘୋଷଣା…